-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ସାଲେଭଟାରେ ସୂର୍ଯ୍ୟଙ୍କ ଅଦୃଶ୍ୟ  ଛାୟା 

25-May-2024



ସାଲେଭଟା(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ  ସାଲେଭଟା ଠାରେ ଜିରୋ ସେଡୋ ଡେ ଆଜି  ସୁର୍ଯ୍ୟଙ୍କ  ଶୂନ୍ୟଛାୟା  ବିରଳ ଦୃଶ୍ୟମାନ ହୋଇଛି । ଛୋଟ ବେଳୁ ଆମେଶୁଣି ଆସିଛେ  ଛାଇ ଆମ ପିଛା ଛାଡେନାହିଁ । ସୂର୍ଯ୍ୟର ଆଲୋକ  ଆମ  ଉପରୁ ଭୁପୃଷ୍ଠରେ ପଡି ଛାଇ ସୃଷ୍ଟି ହୁଏ । ଆମ ଗତିକୁ ତାଳଦେଇ ଆମ ସହ ଆଗକୁ ଛାଇ ବଢ଼ିଥାଏ। କିନ୍ତୁ ଏପାରି ଦିନଆସେ ସୂର୍ଯ୍ୟ କିରଣ ଅସ୍ୱଚ୍ଛ ବସ୍ତୁ ଉପରେ ପଡୁଥିଲେ ହେଁ  ଛାୟା କିଛି ସମୟ ପାଇଁ ଅଦୃଶ୍ୟ ହୋଇଯାଏ । ଯାହା ଆମକୁ ଚକିତ କରିଦେଇଥାଏ l ଏହାଏକ ବିରଳ ଦୃଶ୍ୟ । ଡୁଡୁକା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ି ନିଜ ଘରେ  ପରୀକ୍ଷଣ କରିଥିବା ଦେଖାଯାଇଥିଲା ।  ଆଜି ନିଦିଷ୍ଟ ଭାବରେ ସାଲେଭଟା ଠାରେ ଏପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଜାଗତିକ ଦୃଶ୍ୟ ଅକ୍ଷାଶ ଓ ଦ୍ରାଘିମା ଅନୁସାରେ ତାରିଖ ପରିବର୍ତନ ଅନୁ ସାରେ ସ୍ଥାନ ପରିବର୍ତନ ହୋଇଥାଏ l ଆଜି ମେ ମାସ ର୨୫ ତାରିଖ  ରେ ଦିନ ଘ.୧୧.୫୩ ମି. ସମୟରେ,ଏହି ନିଦ୍ଦିଷ୍ଠ ସମୟରେ ଅକ୍ଷ୍ୟାଂଶ ୨୦.୯୭୧ ଓ ଦ୍ରାଘିମା ୮୩.୫୩୭ ଡିଗ୍ରୀ ମଧ୍ୟରେ ଅବସ୍ଥିତ ଥିବା ସାଲେଭଟାରେ  ସୂର୍ଯ୍ୟକିରଣ  କୈାଣସି ଅସ୍ୱଚ୍ଛ ବସ୍ତୁ ଉପରେ ପଡି ଛୟା ସୃଷ୍ଟି କରିବା ଭଳି ସ୍ୱାଭାବିକ ଘଟଣା ଘଟିବ ନାହିଁ। ଏହି ନିଦିଷ୍ଟ ସମୟରେ ସୂର୍ଯ୍ୟ ଓ ପୃଥିବୀ ପୃଷ୍ଠରେ ଥିବା ସାଲେଭଟା ଗ୍ରାମ ୯୦ଂ ରେ ରହିଥିଲା । ବଲାଙ୍ଗିର ସହର ମଧ୍ୟରେ ଗତ ୨୩ ତାରିଖ ଏପରି ଘଟଣା ଘଟିଥିଲା । ବଲାଙ୍ଗିର ରୁ ପ୍ରାୟ ୩୨ କିମ ସଡ଼କ ପଥ ଦୁରତ୍ୱରେ ଥିବା ସାଲେଭଟାରେ ଆଜି ସେହିପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଏହା ନିର୍ଦ୍ଦିଷ୍ଟ ଗବେଷଣାରୁ ଜାଣା ପଡିଛି । ଏହି ସମୟରେ ବସ୍ତୁଟି ଉପରେ ସୂର୍ଯ୍ୟ ସରଳ ରେଖାରେ ରହିବା ଯୋଗୁଁ ଏହା ଅସ୍ୱଚ୍ଛ ବସ୍ତୁଟିର ଛାୟା ବସ୍ତୁଟି ଅଧିକାର କରିଥିବା କ୍ଷେତ୍ରଫଳ ମଧ୍ୟରେ ଏହିସମୟରେ ସୀମିତ ରହିଯାଇଥଲା । ତେଣୁ ସୂର୍ଯ୍ୟଙ୍କ ଛାଇଟି ବସ୍ତୁଟର  କ୍ଷେତ୍ରଫଳ ମଧ୍ୟରେ ଲୁଚିରହି ଥିବାରୁ ଆମକୁ ଏହି ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହାଦେଖାଯାଇ ପାରିନଥିଲା । ଛାଇଟି ଶୂନ୍ୟତା ମଧ୍ୟରେ ଲୁଚିରହି ବାହାରକୁ ଦେଖାନଯାଇ  ନଥାଏ । ଡୁଡୁକା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ ସାହୁଙ୍କ ପ୍ରେରଣାରେ ଓ ରେଙ୍ଗାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦିଲିପ କୁମାର ଧଳ ଓ ବକଟି ବଂଶିଧର ସ୍ମାରକୀ ବିଦ୍ୟାଳୟର ଶିକ୍ଷକ ବିଜୟାନନ୍ଦ ପାଢ଼ୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ଠିକ ଏହି ସମୟରେ ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ି ନିଜ ଘରେ ପରୀକ୍ଷଣ କରିବା ପାଇଁ ପୁର୍ବପ୍ରସ୍ତୁତି ଅନୁସାରେ ଇଟା ଓ କେତେକ ଷ୍ଟିଲ , କାଚ ପାଣି ଗ୍ଲାସ  ରଖି ଦିନ ଘ୧୧.୫୦ ମି ରୁ  ନିରିକ୍ଷଣ କରି ଥିବାବେଳେ ଦିନ ଘ.୧୧.୫୩ ମି. ସମୟରେ ଛାଇଟି ଗ୍ଳାସ କ୍ଷେତ୍ରଫଳମଧ୍ୟରେ ଲୁଚି ଯାଇଥିବା ଦେଖାଯାଇଥିଲା ।  ଏହିପରିକ୍ଷଣ ସଂପୁର୍ଣ୍ଣ ଠିକ ହୋଇଥିବାରୁ  ଅନ୍ୟ ଛାତ୍ରଛାତ୍ରୀଙ୍କ ଉଦାହରଣ ହୋଇଥିବାରୁ ସାଧାରଣ ରେ ପ୍ରସଂଶା କରାଯାଇଛି । ସାଲେଭଟା ଅଜିର ଦିନରେ ରେ ହୋଇଥିବାରୁ ଚଳିତ ବର୍ଷ ଆସନ୍ତା ଜୁଲାଇ ମାସ ଘ.୧୨.୦୨ ମିନିଟ ରେ ପୁଣି ଥରେ ଏପରି ଜିରୋ ସେଡୋ ଡେ ବା ସୁର୍ଯ୍ୟଙ୍କ  ଶୁନ୍ୟଛାୟାର  ବିରଳଦୃଶ୍ୟ  ଦୃଶ୍ୟମାନ ହେବା ଆକଳନ କରାଯଇଛି ।    ଅକ୍ଷାଂଶ ୨୦. ୭୨ଡିଗ୍ରୀ  ଓ ଦ୍ରାଘିମା ୮୩.୪୮ ଡିଗ୍ରୀ ମଧ୍ୟରେ ଅବସ୍ଥିତ ଥିବାରୁ ବଲାଙ୍ଗିରସହରରେ ଗତ ୨୩ ତାରିଖ ଦିନ ଘ୧୧.୫୨ମିରେ  ସୂର୍ଯ୍ୟ ସୁନ୍ୟ ଛାୟା ସୃଷ୍ଟି ହୋଇଥିଲା ।  ଏହି ପରିକ୍ଷଣ ଅନୁଶାରେ  ବଲାଙ୍ଗିର ରେ ଆସନ୍ତା ଜୁଲାଇ ୨୦ତାରିଖ ଦିନ  ଘ୧୧.୪୯ମି ରେ ଅନୁଷ୍ଠିତ ହେବ । ସେହିପରି ବୁର୍ଲ୍ଲା ସହରରେ ଚଳିତ ମାସ ୨୮ତାରିଖ ଦିନ ୧୧.୫୨ମି ଏପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ଏପରି ବୈଜ୍ଞାନୀକ ଚିନ୍ତାଧାରାଥିବା କାରଣ ଗୁଡିକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି କରିବାସହ  ଦାଘିମା ଓ ଅକ୍ଷାଂସ ଜାଣିବା ପାଇଁ ଆଗ୍ରହ ସୃଷ୍ଟିକରିବା ରେ ସହାୟକ ହେବ ବୋଲି ଡୁଡୁକା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ି ପ୍ରକାଶ କରିଛନ୍ତି ।  

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like