-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
20-May-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟରଣ୍ୟ ସୀମାନ୍ତ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିବନାରାୟଣପୁର ଗ୍ରାମ ନିକଟ ରେ କମ୍ୱିଂ ବେଳେ ଗୁଳି ଚାଳନା ହୋଇଅଛି। ମାଓ ଏବଂ ଯବାନ ମଧ୍ୟ ରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଏସ ଓ ଜି ଯବାନ ଗୁଳି ବାଜି ଆହତ ହୋଇଥିଲେ। ଆହତ ଯବାନ କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟପୁର ରାମକୃଷ୍ଣ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଯବାନ ଜଣଙ୍କ ପ୍ରକାଶ ତାଇ ସୁରକ୍ଷିତ ଥିବା ଏସ ପି ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ପକ୍ଷ ରୁ ସୂଚନା ଦେଇଛନ୍ତି।