-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||     

HOME   ଜିଲ୍ଲା

ପାଇଲଟ ଟ୍ରେନିଂ ସେଣ୍ଟର ଓ କୃଷି ଭିତ୍ତିକ ଶିଳ୍ପ ର ପ୍ରତିଶୃତି କୁଆଡେ ଗଲା: ନରସିଂହ

18-May-2024



ବଲାଙ୍ଗିର(ଚିତ୍ରସେନ ବେହେରା ): ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ, ଲୋକେ ଠିକ୍ ସମୟରେ  ନିଜ ନିଜ ନିର୍ଦ୍ଧାରିତ ଭୋଟଦାନ କେନ୍ଦ୍ରକୁ ଯାଇ ନିଜର ବହୁମୁଲ୍ୟ ଭୋଟ ପ୍ରଦାନ କରନ୍ତୁ । ଆମେ ନିଶ୍ଚିତ ଭାବରେ ଆଶା କରିବା ଆମ ଲୋକଙ୍କ ଭୋଟ ବଲାଙ୍ଗିର ର ବିକାଶ ଦିଗରେ  ଗୋଟିଏ ଗୋଟିଏ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଅନେକ ନେତା ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇଛନ୍ତି । ୨୦୧୪ ରେ ମଧ୍ୟ ସରକାରୀ ଦଳର ପ୍ରତିଦ୍ୱନ୍ଦିମାନେ ପ୍ରତିଶୃତିରେ ଆମ ଲୋକଙ୍କୁ ପୋତି ପକାଇଥିଲେ । ସେଥି ପାଇଁ ଏବେ ସମୟ ଆସିଛି ଭୋଟଦାନ ପୂର୍ବରୁ ସଚେତନ ନାଗରିକମାନେ ନିଶ୍ଚିତ ଭାବରେ ୨୦୧୪-୧୯ ନିର୍ବାଚନରେ ସରକାରୀ ଦଳ ତରଫରୁ ଦିଆଯାଇଥିବା ପ୍ରତିଶୃତି ତୁଷୁରା ପାଇଲଟ ଟ୍ରେନଂ ସେଣ୍ଟର ଯୁବକଙ୍କ ରୋଜଗାର କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଜେଭିୟର୍ସ ମେନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ର ପ୍ରତିଷ୍ଠା ବଲାଙ୍ଗିର ରେ କାହିଁକି ହୋଇପାରିଲା ନାହିଁ ବୋଲି ବିଜେଡି ଦଳର ରାଜନେତାମାନଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ତା.୧୮.୦୫.୨୦୨୪ ଅପରାହ୍ନ ଘ.୪.୧୫ମି. ରେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧିନତା ପରବର୍ତ୍ତି ସମୟରେ ବଲାଙ୍ଗିର ଲୋକଙ୍କୁ କେଉଁ ରାଜନେତାମାନେ ଭୁଆଁ ବୁଲାଉଛନ୍ତି ଲୋକେ ଜାଣିବା ଦରକାର । କାରଣ ଦିର୍ଘ ବର୍ଷ ପର୍ଯ୍ୟନ୍ତ ଯେଉଁ ଜନପ୍ରତିନିଧିମାନେ ନିର୍ବାଚିତ ହୋଇ ବିଧାନସଭା, ଲୋକସଭାକୁ ଯାଉଥିଲେ ସେମାନଙ୍କ ଉଦାସିନତା ଓ ଅପାରଗତା ଯୋଗୁଁ ବଲାଙ୍ଗିର ଅନ୍ୟ ଜିଲ୍ଲା ତୁଳନାରେ ବହୁତ ପଛରେ ପଡିଛି । ବିଶେଷ କରି ଯୁବକମାନେ ରୋଜଗାର ଅଭାବରୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି କାରଣ ଏ ଅଂଚଳରେ ଦିର୍ଘ ଦିନ କ୍ଷମତାରେ ଥାଇ ମଧ୍ୟ ଏ ଅଂଚଳକୁ ସେହି ରାଜନେତାମାନେ କୌଣସି ଗୋଟିଏ ବି ଶିଳ୍ପ କି କଳକାରଖାନା ଆମ ଯୁବକମାନଙ୍କ ରୋଜଗାର ପାଇଁ ଆଣିପାରିଲେ ନାହିଁ ଓଲଟା ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ବାରମ୍ବାର ପ୍ରତିଶୃତି ଦେଇ ଆମ ଯୁବକମାନଙ୍କୁ ନିରାଶ କରାଯାଉଛି । ବାରମ୍ବାର ମିଛ କହି ଆମ ସରଳ ଲୋକଙ୍କ ଭୋଟ ହତେଇବାରୁ ବିଜେଡି ରାଜନେତାମାନେ କ୍ଷାନ୍ତ ହୁଅନ୍ତୁ କାରଣ ମିଛ ପ୍ରତିଶୃତି ଓ ମିଛ କଥା ବଲାଙ୍ଗିର ର ବିକାଶ କରିବା ପରିବର୍ତ୍ତେ ବଲାଙ୍ଗିର କୁ ବିନାଶ ଆଡକୁ ଗତି କରିବ ବୋଲି ବିଧାୟକ ନରସିଂହ ମିଶ୍ର ଜଣାଇଛନ୍ତି । ଆଗାମୀ ୨୦ ତାରିଖ ଦିନ ବଲାଙ୍ଗିର ର ଛାତ୍ର ଯୁବକ କୃଷକ ଶ୍ରମିକ ତାଙ୍କର ବହୁ ମୁଲ୍ୟ ଭୋଟ ବଳରେ ନିଶ୍ଚିତ ଭାବରେ ୨୦୧୪ ପରେ ବଲାଙ୍ଗିର ରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିକାଶ ସପକ୍ଷରେ ମତଦାନ କରିବେ ବୋଲିି ନରସିଂହ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ତା ସହିତ ନିର୍ବାଚନ ମଣ୍ଡଳିର ସମସ୍ତ ଜନସାଧାରଣଙ୍କୁ ଏ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାରେ ସମାପନ ହେବ, ଲୋକେ ବହୁଳ ପରିମାଣରେ ମତଦାନ କରିବେ, ଗଣତନ୍ତ୍ର କୁ ସୁଦୃଢ କରିବେ ଏବଂ ବଲାଙ୍ଗିରକୁ ଆହୁରି ବିକାଶ ଆଡକୁ ଗତି କରାଇବେ ବୋଲି ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026

You Might Also Like