-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||     

HOME   ଜିଲ୍ଲା

କଳିକେଶଙ୍କ ସାମ୍ବାଦିକ ସମ୍ବିଳନୀ... ବଲାଙ୍ଗୀରକୁ ବ୍ୟାଙ୍କକ ନୁହେଁ ବିକଶିତ ବଲାଙ୍ଗୀର କରାଯିବ-କଳିକେଶ

18-May-2024



ବଲାଙ୍ଗିର-ଆସନ୍ତା ମେ ୨୦ରେ ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ବିଜେଡି ଦଳର ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ ପ୍ରଚାରର ଶେଷପର୍ଯ୍ୟାୟରେ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଲୋକଙ୍କୁ କିଛି ନିବେଦନ କରିଛନ୍ତି । କଳିକେଶ କହିଛନ୍ତି ଯେ,ବଲାଙ୍ଗୀରକୁ ବ୍ୟାଙ୍କକ ନୁହଁ ବରଂ ଏକ ବିକଶିତ ବଲାଙ୍ଗୀର, ସ୍ୱଚ୍ଛ-ସୁନ୍ଦର ଓ ଅପରାଧମୁକ୍ତ ବଲାଙ୍ଗୀର ରୂପେ ଗଢିବାକୁ ସଂକଲ୍ପ କରାଯାଇଛି ବୋଲି କହିଛନ୍ତି । 
ଶୈଳଶ୍ରୀ ପ୍ୟାଲେସଠାରେ ୪.୩୦ରେ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ ସେ କହିଛନ୍ତି ଯେ, ବଲାଙ୍ଗୀର ରାଜପରିବାର ଶହଶହ ବର୍ଷ ଧରି ବଲାଙ୍ଗୀର ବିଭିନ୍ନ ଅନୁଷ୍ଠାନକୁ ଜମିଦେଇ ଗଢିଛନ୍ତି। ପୃଥ୍ୱିରାଜ ହାଇସ୍କୁଲଠାରୁ ଆରମ୍ଭ କରି କୋସଳକଳାମଣ୍ଡଳ ପଡିଆ,ରାଜେନ୍ଦ୍ର କଲେଜ ଇତ୍ୟାଦି ସବୁକିଛି କରାଯାଇଛି । ବିରୋଧିଦଳର ବିଧାୟକ ଓ ପ୍ରାର୍ଥିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଧାୟକଙ୍କ  ପରିବାର ବଲାଙ୍ଗୀରର ସମସ୍ତ ବ୍ୟବସାୟ ଓ ତାହାର ଲାଭ ଖାଇବାକୁ ଗତ ୧୦ବର୍ଷ ହେଲା ଚେଷ୍ଟାକରିଛନ୍ତି । ବଲାଙ୍ଗୀରର ବାଲି, ଗେଟି ବେପାର ଠୁ ଆରମ୍ଭ କରି ଠିକା ପର୍ଯ୍ୟନ୍ତ ସବୁ ବ୍ୟବସାୟର ଫାଇଦା ସେମାନଙ୍କ ଭାଇ,ପୁଅ କିମ୍ବା ପୁତୁରା ପାଇଛନ୍ତି। ଅନ୍ୟମାନଙ୍କୁ ହଇରାଣ କରାଯାଇଛି । ବଲାଙ୍ଗୀରରେ ଗୁଣ୍ଡାଗର୍ଦ୍ଦି, ଟେଣ୍ଡରଫିକ୍ସିଂ, ବାଲିଘାଟ, ପଥରକ୍ୱାରୀ ଇତ୍ୟାଦିକୁ ତାଙ୍କ ପରିବାର ମାଡିବସିଛନ୍ତି । ଆମେ ବଲାଙ୍ଗୀରରେ ବ୍ୟବସାୟ ନୁହଁ ବିକାଶ କରାଇବାରେ ଲାଗିଛୁ ଓ ବଲାଙ୍ଗୀରକୁ ଦେବାର ଶିଖିଛୁ ନେବାର ଶିଖିନୁ । ତେଣୁ ବଲାଙ୍ଗୀରବାସୀ ବଲାଙ୍ଗୀର ବିଜେଡିଦଳ ସହିତ ରହିଛନ୍ତି ଓ ବୋଲି କହିଥିଲେ । ସେପଟେ ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବାଇପାସ ରାସ୍ତା,ତୁଷୁରା ଏୟାରଷ୍ଟ୍ରିପର ବିକାଶକାମ,ବଲାଙ୍ଗୀର ସହର ଓ ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟଜଳ ପ୍ରକଲ୍ପ, ପର୍ଯ୍ୟଟନସ୍ଥଳିର ଉନ୍ନତିକରଣ ଇତ୍ୟାଦି କରାଯାଇ ପାରିଛି । ବଲାଙ୍ଗୀର ସହରକୁ ଆମେ କ୍ଷମତାରେ ଥିବା ବେଳେ ୬୦କୋଟି ଟଙ୍କା ବ୍ୟୟରେ ତେଲନଦୀରୁ ପାଣି ଆଣିଥିଲୁ । ଏବେ ମୁଖ୍ୟମନ୍ତ୍ରୀଙ୍କ ଦୟାରେ ୧୪୦କୋଟି ଟଙ୍କା ବ୍ୟୟରେ ସହରର ପ୍ରତ୍ୟେକ ଘରକୁ ପାନୀୟଜଳ ପହଞ୍ଚାଇବାର ଉଦ୍ୟମ ଚାଲିଛି । ସହରରେ ସ୍ମାର୍ଟପାର୍କ, ଅଡିଟୋରିୟମ ଇତ୍ୟାଦି କରାଯାଇଛି। ସହରରେ ସ୍ୱତନ୍ତ୍ର ଡ୍ରେନେଜ ପାଇଁ ମାଷ୍ଟାରପ୍ଲାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାକୁ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ଚଳିତଥର ସେ କଣ୍ଟାବାଞ୍ଜି ଆସନରୁ ବିଧାୟକ ପ୍ରାର୍ଥି ହୋଇଛନ୍ତି ତେଣୁ ଜିଲ୍ଲାର ବିକାଶ ଦ୍ୱିଗୁଣିତ ହେବ। ବଲାଙ୍ଗୀର ୭୦% ଭୋଟର ଆମ ସହିତ ରହିଛନ୍ତି  ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଲିକେଶ । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ କଳିକେଶଙ୍କ ସହିତ ତାଙ୍କ ଭାଇ ମନ୍ମଥବିଜୟ ସିଂଦେଓ, ଅର୍କେଶନାରାୟଣ ସିଂଦେଓ, ମେଘନା ସିଂଦେଓ, ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026

You Might Also Like