-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନର ପ୍ରେସ ବିଜ୍ଞପ୍ତି ଜାରି

18-May-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତି ଅନ୍ୟା ଦାଶ  ଜିଲ୍ଲାରେ ନିର୍ବାଚନ କିଭଳି ସୁରୁଖୁରୁରେ ନିରପେକ୍ଷ ଭାବେ ସମାପନ ହୋଇପାରିବ ସେ  ସମ୍ବନ୍ଧରେ ପ୍ରଶାସନିକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି I ଜିଲ୍ଲାରେ ଗୋଟିଏ  ଦିନ  ୨୦ ମେ ରେ ମତଦାନ ହେବ l ମତଦାନ ସକାଳ ୭ଘଂ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଚଳିବ l ୪ ଜୁନ୍ ରେ  ଭୋଟ ଗଣତି ହେବ l ଚଳିତ ନିର୍ବାଚନ ୨୦୨୪ରେ ବୀରମହାରାଜପୁର ୬୪ ସଂରକ୍ଷିତ ବିଧାନସଭା  ନିର୍ବାଚନ ମଣ୍ଡଳୀ ରେ  ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସୋନପୁର ନିର୍ବାଚନ ମଣ୍ଡଳୀ ରେ  ୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି I ଏହା ସହିତ  ବଲାଙ୍ଗୀର ୧୦ ସମ୍ବିଧାନ କ୍ଷେତ୍ର ପାଇଁ ମଧ୍ୟ ମତଦାନ ହେବ I ଏଥିପାଇଁ ସର୍ବମୋଟ ୩୫୧୭ ଜଣ ପୋଲିଂ  ଅଫିସର  ଏବଂ ସ୍ଥିତି  ଅନୁଧ୍ୟାନ  ପାଇଁ ୬୪ଜଣ ସେକ୍ଟର ଅଫିସର ଙ୍କୁ ନିଯୁକ୍ତି ଦିଆଯାଇଛି l ଜିଲ୍ଲାର ସମଗ୍ର ୬ଟି ବ୍ଲକ,ଗୋଟିଏ ମୁନିସିପାଲିଟି , ଦୁଇଟି ଏନ୍ ଏସି ,ରେ ମୋଟ ୪୭୦୦୪୯ ଜଣ ଭୋଟର ରହିଛନ୍ତି I ସେଥିରୁ ପୁରୁଷ ଭୋଟର୍ ୨୪୩୪୩୪ ଜଣ ଥିବା ବେଳେ ମହିଳା ଭୋଟର ୨୨୬୬୦୦ଜଣ,ଏବଂ ତୃତୀୟ ଲିଙ୍ଗ ର ୧୫ ଜଣ ତନ୍ମଧ୍ୟରେ ବରିଷ୍ଠ ନାଗରିକ ଭୋଟର ସଂଖ୍ୟା ୪୦୩୩, ଯୁବ ଭୋଟର ୧୨୦୨୨ ଓ ଦିବ୍ୟାଙ୍ଗ ଭୋଟର ୩୫୨୦ ଜଣ  ଅଛନ୍ତି l ୬୪ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ୨୧୫,୩୫୩ ମତଦାତା ରହିଥିବା ବେଳେ ପୁରୁଷ ଭୋଟର ୧୧୯୯୪ ମହିଳା ଭୋଟର ୧୦୩୩୫୬, ତୃତୀୟ ଲିଙ୍ଗି ୦୩ ବରିଷ୍ଠ ନାଗରିକ ୧୮୦୦, ଯୁବ ଭୋଟର ୫୧୮୬, ଓ ଦିବ୍ୟାଙ୍ଗ ମତଦାତା ସଂଖ୍ୟା ୧୩୦୯ ରହିଛି l ସେହିପରି ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସମୁଦାୟ ଭୋଟର ୨୫୪୬୯୬, ତନ୍ମଧ୍ୟରେ ପୁରୁଷ ଭୋଟର ୧୩୧୪୪୦, ମହିଳା ଭୋଟର ୧୨୩୨୪୪ ତୃତୀୟ ଲିଙ୍ଗି ୧୨ ଜଣ, ବରିଷ୍ଠ ନାଗରିକ ଭୋଟର ୨୨୩୪, ଯୁବ ମତଦାତା ସଂଖ୍ୟା ୬୮୩୬, ଓ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୨୨୧୧ ରହିଥିବା ସୂଚନା ରହିଛି l 
ସୋନପୁର ନିର୍ବାଚନ ଜିଲ୍ଲା ର ବୀରମହାରାଜପୁର ନିର୍ବାଚନମଣ୍ଡଳୀ ରେ ୨୬୭ ଟି  ଏବଂ  ସୋନପୁର ନିର୍ବାଚନମଣ୍ଡଳୀ ରେ ୩୧୯ ଟି ସର୍ବମୋଟ ୫୮୬ ଟି ମତଦାନ କେନ୍ଦ୍ରରେ ମତ ଗ୍ରହଣ କରାଯିବ I ଏଥିରୁ ୯୦ ଟି ବୁଥ୍ ସମ୍ବେଦନଶୀଳ ଏବଂ ୩୦ ଟି ବୁଥ୍ ଅତି ସମ୍ବେଦନଶୀଳ ହିସାବରେ ଚିହ୍ନଟ କରାଯାଇଛି I  ଏମାନଙ୍କ ମଧ୍ୟରୁ ସଖୀ ବୁଥ ୧୩ ଟି ,ଯୁବ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ବୁଥ ୧୦ ଟି, ଦିବ୍ୟାଙ୍ଗ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ବୁଥ ୧ ଟି, ପରିବେଶ ଅନୁକୂଳ ବୁଥ୍ ୧୦ ଟି  ଏଥିନିକ ଥିମ୍ ବେଶ୍ ବୁଥ୍ ୦୬ ଟି ଏବଂ ଅନ୍ୟାନ୍ୟ ଥିମ୍ ବେଶ୍ ବୁଥ୍ ୦୪ ଟି ରହିଛି I ସମସ୍ତ ବୁଥ୍ ମାନଙ୍କରେ ବିଜୁଳି, ପିଇବା ପାଣି, ଆଶ୍ରୟ ସ୍ଥଳ,
ପ୍ରାଥମିକ ଚିକିତ୍ସା ସୁବିଧା ସହ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ରାମ୍ପ ସୁବିଧା କରାଯାଇଛି I ବିଭିନ୍ନ ବର୍ଗ ର ମତଦାତା ଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବୁଥ୍ ରେ ସ୍ବେଛାସେବୀ ନିୟୋଜିତ କରାଯାଇଛି l ନିର୍ବାଚନ ରେ ବିଭିନ୍ନ କାର୍ଯ୍ୟରେ ସମୁଦାୟ ବଡ଼ ଓ ଛୋଟ ଚାରିଚକିଆ ୭୨୧ଟି ଗାଡି ବ୍ୟବହୃତ ହେଉ ଥିବା ସୂଚୀତ କରାଯାଇଛି l ସମଗ୍ର୍ ପୋଲିଂ ବୁଥ୍ ର ୬୦ ପ୍ରତିଶତ ବୁଥ୍ ରେ ୱେବ଼୍ କାଷ୍ଟିଙ୍ଗ ହେବ I ସମଗ୍ର ନିର୍ବାଚନ କୁ ନିରପେକ୍ଷ ଭାବରେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର  ସହିତ ପରିଚାଳନା କରିବା ଉପରେ ଜିଲ୍ଲାପ୍ରଶାସନ ତତ୍ପର ରହିଛି l ଏହି ନିର୍ବାଚନ ର ଗଣ ପର୍ବ କୁ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ,ଅବାଧ ଭାବେ ସମାପନ କରିବା ନିମନ୍ତେ  ଜିଲ୍ଲାର ସମସ୍ତ ନାଗରିକ, ଭୋଟର ତଥା ଜନସାଧାରଣ ଆନ୍ତରିକ ସହଯୋଗ ତଥା ସାମିଲ ହେବାକୁ ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅନୁରୋଧ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like