-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||      ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||     

HOME   ଜିଲ୍ଲା

ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା

17-May-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀର ବିଜେପି ଦଳ ସଂକଳ୍ପପତ୍ର ସ୍ଥାନୀୟ ବିଜେପି କାର୍ଯ୍ୟଳୟରେ ଉନ୍ମୋଚିତ ହୋଇଛି। ଏହାକୁ ବିଜେପି ଦଳ ସୋନପୁରରେ କ୍ଷମତାକୁ ଆସିଲା ପରେ ବିଜେପି ଗ୍ୟାରେଣ୍ଟି ଭାବରେ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ବିଜେପି ଦଳ ସୁନିଶ୍ଚିତ କରିଛି। ଖୋର୍ଦ୍ଧା -ରେଳ ପଥର ରେଳ ସୋନପୁରରୁ ରେଳ ଗଡିଛି। ଏହା ମୋଦି ସରକାର ବଡ ସଫଳତା ବୋଲି ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର କହିଥିଲେ।ସୋନପୁର ଅର୍ଥନୈତିକ ବିକାଶ ପାଇଁ ପୁରାତନ ସୂତାକଳକୁ ସରକାରୀ ସ୍ତରରେ ପୁନଃରୁଦ୍ଧାର କରାଯିବ,ସୋନପୁରରେ ନୂତନ ମେଡ଼ିକାର  କଲେଜ ସହ ସମସ୍ତ ଡାକୁରଖାନାର ଡାକ୍ତର ପଦପଦବୀ ପୂରଣ ବ୍ୟବସ୍ଥା, ସୋନପୁର ମହାବିଦ୍ୟାଳୟର ସରକାରୀ ମାନ୍ୟତା ସହିତ ସମସ୍ତ ସ୍କୁଲ ଏବଂ କଲେଜମାନଙ୍କ ଖାଲିଥିବା ଶିକ୍ଷକ, ଅଧ୍ୟାପକ ପଦବୀ ପୂରଣ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସମସ୍ତ ପରିବାରକୁ ମାଗଣା ବିଜୁଳି ଯୋଜନା, ବାର୍ଦ୍ଧିକ୍ୟ, ବିଧବା ଓ ଦିବ୍ୟାଙ୍ଗଭତ୍ତା ତିନି ହଜାର ଓ ୮୦%ରୁ ଅଧିକା ଦିବ୍ୟାଙ୍ଗଭତ୍ତା ୩ହଜାର ୫ଶହ ଟଙ୍କା  , ଧାନ କ୍ଵିଣ୍ଟାଲ ୩୧ ଶହ ଟଙ୍କା ମଣ୍ଡି ବ୍ୟବସ୍ଥାର ଉନ୍ନତି କରଣ କରି କଟନି ଛଟନି ବନ୍ଦ , ଶୀତଳ ଭଣ୍ଡାର ସ୍ଥାପନ ବ୍ୟବସ୍ଥା, ନୂତନ ଟେକ୍ସଟାଇଲ ମିଲର ପ୍ରତିଷ୍ଠା, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଓ ଆୟୁବୈଦିକ କମ୍ପାନୀ ଖୋଲାଯିବା, ମହାନଦୀ, ତେଳ ନଦୀ, ଓ ନିବୃତ୍ତି ଯୋର ଖଣ୍ଡିରେ ସୁଦୃଢ ବନ୍ୟା ନିୟନ୍ତ୍ରଣ ଆଡିବନ୍ଧ ନିର୍ମାଣ ଓ ଶୀଘ୍ର ସଂପୂର୍ଣ୍ଣ କରାଯିବ,ଅଙ୍ଗ ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣକରଣ, ହୀରାକୁଦ କେନାଲ ପାଣି ମାଡିବାକୁ ଥିବା ସମସ୍ତ ଜମିକୁ ସଠିକ ଜଳ ସେଚନ ବ୍ୟବସ୍ଥା, ସମ୍ବଲପୁରୀ ବସ୍ତ୍ର କିଣାବିକା ପାଇଁ ଏକ ସାପ୍ତାହିକ ବଜାର ବ୍ୟବସ୍ଥା, ସମ୍ବଲପୁରରୁ ବ୍ରହ୍ମପୁର ରେଳପଥ ଭାୟା ସୋନପୁର ଦେଇ ଯିବା ପାଇଁ ପ୍ରଚେଷ୍ଟା କରାଯିବ, ଯୁବଶକ୍ତି ଉପଯୋଗ ପାଇଁ ଜିଲ୍ଲା କ୍ରୀଡା ଛାତ୍ରବାସ ସହ କ୍ରୀଡା ହବ କରାଯିବ ବୋଲି ସୋନପୁର ବିଧାନସଭା ବିଜେପିର ସଂଙ୍କଳପତ୍ର ରହିଥିବାର ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର କହିଥିଲେ। ସୋନପୁରରେ ଶାସିତ ଦଳ ୧୫ ବର୍ଷ ହେଲା ଶାସନ ପରେ ଏହି ଅଞ୍ଚଳରେ ବହୁ ନଦୀ ଥିଲେ ମଧ୍ୟ ଜଳ ଉତ୍ସ ସଠିକ ପରିଚାଳନା ହେଲା ନାହିଁ,ବିସ୍ତିର୍ଣ୍ଣ ଜମି ଓ ଜଳରାଶି ଥିବା ସତ୍ତ୍ଵେ ନୂତନ ଶିଳ୍ପ ପ୍ରତିଷ୍ଠା ହୋଇପାରି ନାହିଁ, ଯୁବ ଗୋଷ୍ଠୀଙ୍କ ପାଇଁ ଉଚ୍ଚ ଶିକ୍ଷା ଓ ରୋଜଗାରର ପନ୍ଥା ଯୋଗାଇ ପାରିଲେ ନାହିଁ, ସୋନପୁରରେ ନୂତନ ବସଷ୍ଟାଣ୍ତ ହୋଇ ପାରିଲା ନାହିଁ, ଓ ତେଳ ନଦୀ ରୁ ମହାନଦୀ ରିଙ୍ଗ ରୋଡର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ, ପର୍ଯ୍ୟଟନ କ୍ଷେତ୍ରର ଭରପୂର ଭିତ୍ତିଭୂମି ଥିଲେ ସୁଦ୍ଧା ହେରିଟେଜ ଜିଲ୍ଲା ମାନ୍ୟତା ଦେଇ ପାରିଲେ ନାହିଁ ବୋଲି ଶାସକ ଦଳର ସୋନପୁର ବିଧାୟକ  ପ୍ରାର୍ଥୀ ନିରଞ୍ଜନ ପୂଜାରୀ କୁ ଖୋଲା ପ୍ରଶ୍ନ  ସେ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛତିଶଗଡ ବିଜେପି ର କ୍ୟାବିନେଟ୍ ପାହ୍ୟା ନେତା ଜୟ ପ୍ରକାଶ ଶର୍ମା ,ଜିଲ୍ଲା ମିଡ଼ିଆ ସେଲର ଅଧ୍ୟକ୍ଷ ନିରଞ୍ଜନ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜିନ୍ ବିଶି ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   04-May-2026
  ଜିଲ୍ଲା  
ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   03-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   03-May-2026
  ଜିଲ୍ଲା  
ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   03-May-2026
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   03-May-2026
  ଜିଲ୍ଲା  
ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   03-May-2026
  ଜିଲ୍ଲା  
*ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   03-May-2026
  ଜିଲ୍ଲା  
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   03-May-2026
  ରାଜ୍ୟ  
ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   03-May-2026

You Might Also Like