-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||     

HOME   ରାଜନୀତି

ବଦଳିବ କି ବଲାଙ୍ଗୀର ରାଜନୀତି ! ଅସୀତ ତ୍ରୀପାଠୀ ଓ ସୁବ୍ରତ ବାଗଚୀଙ୍କୁ ନେଇ ବଢୁଛି ଚର୍ଚ୍ଚା

25-Dec-2020



ବଲାଙ୍ଗୀର,(ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲାର ରାଜନୈତିକ ଗତିବିଧି ଦିନକୁ ଦିନ ପରିବର୍ତ୍ତନ ଆଡକୁ ମୁହାଁଉଛି । ଜିଲ୍ଲାର ବରିଷ୍ଠନେତାମାନଙ୍କର ବୟସାଧିକ୍ୟ କାରଣରୁ ସେମାନେ ଅବସର ନେବାକୁ ବସିଥିବା ବେଳେ ତାଙ୍କ ପୁଅମାନଙ୍କ ରାଜନୈତିକ ଥଇଥାନ ପାଇଁ ଲାଗିପଡିଛନ୍ତି । କିନ୍ତୁ ଆଗାମୀ ୨୦୨୪ ନିର୍ବାଚନରେ ଜିଲ୍ଲାରେ ରାଜନୈତିକ ଦିଗ  ଏକ ବଡ ପରିବର୍ତ୍ତନ ଆଡକୁ ମୁହାଁଉଥିବା ଲକ୍ଷ୍ୟ କରାଯାଉଛି । ଜିଲ୍ଲାର ଇଲାଇଟଗୃପ ନେତାପୁଅଙ୍କ ଅପେକ୍ଷା ନୂତନ ପ୍ରାର୍ଥିଙ୍କୁ ପସନ୍ଦ କରିବେ ବୋଲି ଆକଳନ କରାଯାଉଛି । ସେହି କ୍ରମରେ ବିଭିନ୍ନ ରାଜନୈତିକଦଳ ନିଜ ନିଜ ରଣନୀତି ବଦଳାଇ କିଛି ନୂତନ ପ୍ରାର୍ଥିଙ୍କୁ ଆଣି ପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି । ଏପରିକି ରାଜ୍ୟର କିଛି ଚର୍ଚ୍ଚିତ ଚେହେରା ମଧ୍ୟ ବଲାଙ୍ଗୀର ରାଜନୀତିକୁ ପ୍ରବେଶ କରିପାରନ୍ତି ବୋଲି ଆକଳନ ଚାଲିଛି । ସେଥିରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନୀବାସୀ ଅସୀତ ତ୍ରୀପାଠୀ ଓ ପାଟଣାଗଡରେ ଜନ୍ମିତ ସୁବ୍ରତ ବାଗଚୀଙ୍କୁ ନେଇ ଚର୍ଚ୍ଚା ବଢୁଛି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ମାଟିର ଆଏଏସ ଅସୀତ ତ୍ରୀପାଠୀ ରାଜ୍ୟସରକାରଙ୍କ ଅନେକ ପଦପଦବୀ ରହି ବର୍ତ୍ତମାନ ମୁଖ୍ୟଶାସନ ସଚିବ ରହିଛନ୍ତି । ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ସଂପର୍କ ମଧ୍ୟ ଭଲ ରହିଛି । ସେହି କାରଣରୁ ତାଙ୍କର କାର୍ଯ୍ୟକାଳ ବଢିପାରେ ବୋଲି ରାଜଧାନୀରେ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଆଜି ସେଥିରେ ଜବନୀକା ପଡିଛି । ଆସନ୍ତା ଡିସେମ୍ବର ୩୧ରେ ସେ ଅବସରଗ୍ରହଣ କରୁଛନ୍ତି । ତାଙ୍କ ଅବସର ପରେ କୁଆଡେ ଏକ ଭଲ ପଦବୀରେ ସରକାର  ତାଙ୍କୁ ଥଇଥାନ କରିପାରନ୍ତି । କେତେକ ତାଙ୍କୁ ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିମ୍ବା ଏନଟିପିସିର  ଅଧ୍ୟକ୍ଷ କରାଯାଇ ପାରେ ବୋଲି କହୁଛନ୍ତି । ଏହାରି ମାଧ୍ୟମରେ ସେ ରାଜନୀତିରେ ସକ୍ରିୟ ରହିବେ ଓ ଆସନ୍ତା ୨୦୨୪ ନିର୍ବାଚନରେ ବଲାଙ୍ଗୀର ଲୋକସଭା ପ୍ରାର୍ଥି ମଧ୍ୟ ହୋଇପାରନ୍ତି । ଖୋଦ ଶାସକଦଳର  କିଛିନେତା ଯେଉଁମାନେ କଳିକେଶ ବିରୋଧି କ୍ୟାମ୍ପରେ ରହିଛନ୍ତି ସେମାନେ ଏନେଇ ଆଲୋଚନା ଯୋର ଧରାଇଛନ୍ତି । କୁଆଡେ ପୂର୍ବତନ ସାଂସଦ କଳିକେଶ ମୁଖ୍ୟମନ୍ତ୍ରୀଙ୍କର ଗୁଡବୁକରେ ନାହାଁନ୍ତି । ସେଥିପାଇଁ ଆସନ୍ତା ନିର୍ବାଚନରେ ବିକଲ୍ପ ସାଂସଦ ପ୍ରାର୍ଥି ଖୋଜା ଚାଲିଛି । ସେଥିପାଇଁ ଶାସକ ବିଜେଡିଦଳରୁ ଅସୀତ ବାବୁ ସାଂସଦ ପ୍ରାର୍ଥି ମଧ୍ୟ ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଅସୀତ ତ୍ରୀପାଠୀଙ୍କ ପରିବାର ଲୋଇସିଂହା ନିର୍ବାଚନମଣ୍ଡଳିର ଯୋଗୀସର୍ଡାର ମୂଳନୀବାସୀ ଅଟନ୍ତି । ତାଙ୍କ ପରିବାର ବର୍ଗ ଏବେ ମଧ୍ୟ ଲୋଇସିଂହା ଅଞ୍ଚଳରେ ରାଜନୀତିରେ ସକ୍ରୀୟ ଅଛନ୍ତି । ଗତ ୨୦୧୯ ମସିହାରେ ବଲାଙ୍ଗୀର ରାଜେନ୍ଦ୍ରକଲେଜର ପ୍ଲାଟିନମ ଜୁବିଲିରେ ସେ ଜଣେ ପୂର୍ବତନଛାତ୍ର ହିସାବରେ ଖୁବ ସକ୍ରୀୟ ରହିଥିଲେ । କୁଆଡେ ତାଙ୍କର ପ୍ରଚେଷ୍ଟାରେ ହିଁ ରାଜେନ୍ଦ୍ରକଲେଜ ବିଶ୍ୱବିଦ୍ୟାଳୟ ହୋଇପାରିଛି । ଏହା ସହିତ ଏହାର ଭିତ୍ତିଭୂମୀ ବଢାଇବାରେ ତାଙ୍କର ସକ୍ରୀୟ ସହଯୋଗ ରହିଛି । ଏପରିକି ପ୍ଲାଟିନମ ଜୁବୁଲିରେ ତାଙ୍କର ସକ୍ରୀୟ ଭୂମୀକାକୁ ନେଇ ବିରୋଧିଗୋଷ୍ଠୀ ଭୟଭିତ ଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା ଓ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ମଧ୍ୟ ।  ତେଣୁ ସେମାନେ ପ୍ଲାଟିନମ ଜୁବୁଲିର ସଫଳତାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଫଳରେ ଚର୍ଚ୍ଚାରେ ରହି ଆସିଥିବା ଅସୀତ ବାବୁଙ୍କୁ ଶାସକଦଳ ରାଜନୈତିକ ବିକଲ୍ପଭାବରେ ଗ୍ରହଣ କରିପାରେ । 
          ଠିକ ସେହିପରି ସ୍କିଲ ଓଡିଶାର ମୁଖ୍ୟ ଥିବା ସୁବ୍ରତ ବାଗଚୀ ମଧ୍ୟ ରାଜ୍ୟ ତଥା ଦେଶର ଜଣେ ଚର୍ଚ୍ଚର୍ିତ ବ୍ୟକ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଜନ୍ମିତ ସୁବ୍ରତ ଜଣେ ସଫଳ ବ୍ୟକ୍ତିତ୍ୱ । ମାଇଣ୍ଡ ଟ୍ରୀ ଜରିଆରେ ସେ ଖୁବ ଚର୍ଚ୍ଚର୍ିତ ହୋଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ସ୍କିଲ ଓଡିଶାର ମୁଖ୍ୟ କରିଛନ୍ତି । ସ୍କିଲ ଓଡିଶାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରାୟ ଜିଲ୍ଲାକୁ ଗସ୍ତକରି ସରକାରଙ୍କ ଅନେକଗୁଡିଏ କାର୍ଯ୍ୟକ୍ରମକୁ ସେ ପରଖୁଛନ୍ତି । ତେବେ ଚଳିତ କରୋନା ସମୟରେ ସେ ବେଶି ପରିମାଣରେ ଚର୍ଚ୍ଚିତ ହୋଇଛନ୍ତି । ରାଜ୍ୟସରକାରଙ୍କ କରୋନା ବୁଲେଟିନକୁ ସେ ସଫଳ ଭାବରେ ଉପସ୍ଥାପନା କରି ଲୋକଙ୍କ ମନରେ ରହିଯାଇଛନ୍ତି । ସବୁଠୁ ବେଶି ଚର୍ଚ୍ଚାରେ ସେ ରହିଛନ୍ତି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଯାଚିତ ଦାନ ଦେଇ । ସେ ଓ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରାୟ ୧୦କୋଟି ଟଙ୍କାର ଦାନ ଦେଇଛନ୍ତି । କେବଳ ଏତିକି ନୁହେଁ ସେ ରିଲିଫ ପାଣ୍ଠିକୁ ଦାନ ଦେଲାବେଳେ ଏଥିରୁ ୨.୫କୋଟି ଟଙ୍କା ବଲାଙ୍ଗୀର ଜିଲ୍ଲାର କରୋନା ମୁକାବିଲାରେ ଖର୍ଚ୍ଚ କରିବାକୁ ଉଲ୍ଲେଖ କରିବା ସହିତ  ସେ ଜନ୍ମଗ୍ରହଣ କରିଥିବା ପଟଣାଗଡର ସରକାରୀ କ୍ୱାଟରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକି ତାଙ୍କୁ ବଲାଙ୍ଗୀର ଜିଲ୍ଲାରେ ଅଧିକ ଚର୍ଚ୍ଚିତ କରିଛି । ସେହି କାରଣରୁ ସେ ମଧ୍ୟ ଆଗାମୀଦିନରେ ରାଜନୀତିକୁ ଆସି ପାରନ୍ତି ବୋଲି ଆଲୋଚନା ଚାଲିଛି । ଅବଶ୍ୟ ସେ କେଉଁଦଳରୁ  ପ୍ରାର୍ଥି ହେବେ କିମ୍ବା ରାଜ୍ୟସଭା ପଦବୀ ଦେଇ ତାଙ୍କୁ ଦିଲ୍ଲୀକୁ ପଠାଯାଇ ପାରେ ସେହି ପ୍ରକାର ଚର୍ଚ୍ଚା ଚାଲିଛି । ଅବଶ୍ୟ ଉଭୟେ କେହି ରାଜନୀତି ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି । କେବଳ ଲୋକମୁଖରେ ଯାହା ଆଲୋଚନା ହେଉଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026

You Might Also Like