-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
25-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୩୮୭ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୨୩୨ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୭ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୪ ରୁ ୧ ଜଣ,
ୱାର୍ଡ ନଂ୧୪ ରୁ ୧ ଜଣ, ୧୫ ରୁ ୧ ଜଣ, ଓ୍ବାର୍ଡ ନଂ୧୯ ରୁ ୧ଜଣ
ଓ ଓ୍ବାର୍ଡ ନଂ ୨୦ ରୁ ୧ ଜଣ। ।
(୨) ବଙ୍ଗୋମୁଣ୍ଡା ବ୍ଳକ ଚାନ୍ଦୋତରା ରୁ ୧ ଜଣ।
(୩) ଦେଓଗାଁ ବ୍ଲକ ମୁକୁନ୍ଦପୁର ରୁ ୧ ଜଣ।
(୪) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ ୨ ରୁ ୧ ଜଣ।
(୫) ପାଟନାଗର ଫଟାମୁଣ୍ଡା ରୁ ୧ ଜଣ ।
(୬) ଟିଟିଲାଗଡ ସିହିଣି ରୁ ୧ ଜଣ ।
(୭) ପୁଇଁନ୍ତଲା ବ୍ଲକ ପିପିର୍ଡା ରୁ ୧ ଜଣ ଓ ରଣ୍ଢା ରୁ ୧ ଜଣ।