-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
22-Apr-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ରେ ମାଁ ଠାକୁରାଣୀ ଙ୍କ ନବଦିନ ବ୍ୟାପି କଳସ ଯାତ୍ରା ଆରମ୍ଭ ହୋଇ ଯାଇଛି। ଏକ ବିରାଟ ଵୋଭାଯାତ୍ରାରେ ରାତ୍ର 10 ଘଣ୍ଟା ସମୟରେ ମାଁ ଠାକୁରାଣୀ ମାଁ ଘରକୁ ପାତ୍ର ସାହି କଳସୀ ମଣ୍ଡପ କୁ ଆସିଲେ । ଏହି ଅବସରରେ ପାରମ୍ପରିକ ଶୋଭାଯାତ୍ରା ରେ ହଜାର ହଜାର ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି । ସରପଞ୍ଚ ବିନୋଦ ସୌରା, କମିଟି ସଭାପତି ସତ୍ୟ ରଞ୍ଜନ ପାତ୍ର, ଦେବରାଜ ପାତ୍ର, ଗୁପ୍ତ ବିଷୟୀ, ଅକିଲ୍ ଜୟନ୍ତ କୁମାର ପାତ୍ର, ବିଶ୍ଵ ରଞ୍ଜନ ପାତ୍ର, ଜେ ରାଜଶେଖର ରାଓ, ଶିବ ପ୍ରସାଦ ମିଶ୍ର, ରାଜୁ ରେଲି, ପାପନା ରେଲି, ଜଗନ୍ନାଥ ରେଲି, ତାରିଣୀ ରେଲି, ଜିତୁ ରେଲି, ସୁରେନ୍ଦ୍ର ରେଲି, କୁନା ଭାଟ, ମନୁ ରେଲି, ସନ୍ୟାସୀ ବିଷୟୀ, ସମେତ ଅନେକ ସ୍ବେଛାସେବୀ ମଧ୍ୟ ଉପସ୍ଥିତ ଥିଲେ। ଡ଼୍ରାଇଭର ମହାସଂଘ ପକ୍ଷରୁ ତାରିଣୀ ଛୋକ୍ ନିକଟରେ ପଣା ବିତରଣ କରାଯାଇଥିଲା।