-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମାରୁତି ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ଶ୍ରୀରାମ ଲୀଳା ଉତ୍ସବ ବ ପଞ୍ଚମ ରଜନୀରେ ସୀତା ଚୋରୀ ନାଟକ ମଞ୍ଚସ୍ଥ ହୋଇଯାଇଛି |ପୂଜକ ମୋତିଲାଲ ପୂଜାହାରୀ ଓ କର୍ତ୍ତା ଗୋବିନ୍ଦ ମହାକୁଡ ଙ୍କ ତତ୍ତ୍ବାବଧାନରେ ଗୁରୁଶ୍ରୀ ରବିନ୍ଦ୍ର କୁମାର ସାହୁ ଙ୍କ ଲିଖିତ ଓ ଚିଣ୍ଟୁ ସତପଥିଙ୍କ ନିର୍ଦ୍ଦେଶନାରେ ଅଭିନିତ ନାଟକରେ ରାମଭୂମିକାରେ ଅକ୍ଷୟ କୁମାର ଗିରି,ଲକ୍ଷ୍ମଣ ଭୂମିକାରେ କାମାକ୍ଷ ପ୍ରଧାନ,ସୀତାରେ ଶାନ୍ତସନ ସାହୁ, ରାବଣରେ ରବିନ୍ଦ୍ର ସାହୁ,ଜଟାୟୁରେ ବିକ୍ରମ ପୁଟେଲ,ମାରିଚରେ ବିବେକ ମହାକୁଡ ପ୍ରମୁଖ ଙ୍କ ଅଭିନୟ ଉଚ୍ଚ କୋଟିର ଥିଲା |ବାଦ୍ୟାଂଶରେ ଅଜିତ କୁମାର ଗିରି,ପ୍ରହଲ୍ଲାଦ ପ୍ରଧାନ,କ୍ରୁଷ୍ଣ ଓ ଶିବ ସାହୁ ସହଯୋଗ କରିଥିଲେ |