-+91-9937148622 |

prerana_bgr@rediffmail.com |

  Thursday 18th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||      ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ    (17-Jun-2026)       ||      ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (17-Jun-2026)       ||      ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   (17-Jun-2026)       ||      ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   (17-Jun-2026)       ||      ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   (17-Jun-2026)       ||      *ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (17-Jun-2026)       ||      *ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   (17-Jun-2026)       ||      *କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   (17-Jun-2026)       ||      ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   (17-Jun-2026)       ||      ଗ୍ରାମର ସମସ୍ୟା ନେଇ ବିଡିଓଙ୍କ ସହିତ ଆଲୋଚନା   (17-Jun-2026)       ||      ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   (17-Jun-2026)       ||      କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍    (17-Jun-2026)       ||      +୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   (17-Jun-2026)       ||      ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   (17-Jun-2026)       ||      ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||     

HOME   ଜିଲ୍ଲା

ଶ୍ୟାମା ଶ୍ୟାମ ସତ୍‌ସଙ୍ଗ ବଲାଙ୍ଗୀର ତରଫରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି  ପାଳିତ

14-Apr-2024



ବଲାଙ୍ଗୀର, ୧୪/୪() ସ୍ଥାନୀୟ ଭଗବତୀ ନଗର ଠାରେ ସଦ୍‌ଗୁରୁ ଶ୍ରୀ ଶ୍ରୀ କୃପାଳୁଜୀ ମହାରାଜଙ୍କ ଅପାର ଆର୍ଶିବାଦରୁ ଶ୍ୟାମା ଶ୍ୟାମ ସତ୍‌ସଙ୍ଗ ଆନୁକୂଲ୍ୟରେ ମହାବିଷୁବ ସଂକ୍ରାନ୍ତି ମହାଆଡମ୍ବରରେ ପାଳିତ ହୋଇଯାଇଛି । ସର୍ବପ୍ରଥମେ ସକାଳ ୮ ଟାରୁ ସମସ୍ତ ଭକ୍ତବୃନ୍ଦ ସତ୍‌ସଙ୍ଗ ସ୍ଥଳୀରେ ଏକତ୍ରିତ ହୋଇ ସାମୁହିକ ଗୁରୁ ବନ୍ଦନା କରିଥିଲେ । ତତ୍‌ପଶ୍ଚାତ ଭଗବାନ ଶ୍ରୀରାମଙ୍କ ନାମ ସଂକୀର୍ତ୍ତନ ଓ ଭଜନ କାର୍ଯ୍ୟକ୍ରମ ହୋଇଥିଲା । ପରେ ପରେ ସାମୂହିକ ହନୁମାନ ଚାଳିଶା ପାଠ ହୋଇଥିଲା । ଶ୍ରୀରାମ, ହନୁମାନ, ଶ୍ରୀରାଧାକୃଷ୍ଣ, ଗୁରୁ ମହାରାଜଙ୍କ ପ୍ରତିମା ପୂଜା ଓ ପ୍ରସାଦ ପୂଜନ ପରେ ସମସ୍ତ ଭକ୍ତଗଣ ଭଗବତୀ ନଗର ଛକ ଠାରେ ଶତାଧିକ ପଥିକ ମାନଙ୍କୁ ଦହିପଣା ବଂଟନ କାର୍ଯ୍ୟକ୍ରମ କରିଥିଲେ । ପଥିକ ମାନେ ଆନନ୍ଦର ସହ ପଣା ପିାଇ ତୃଷା ନିବାରଣ କରିଥିଲେ । 
   ବଲାଙ୍ଗୀର ଶ୍ୟାମା ଶ୍ୟାମ ସତ୍‌ସଙ୍ଗ ର ସମସ୍ତ ଭକ୍ତ ଭାଇଭଉଣୀ ମାନଙ୍କ ମିଳିତ ଉଦ୍ୟମରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦିତ ହୋଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   17-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ   17-Jun-2026
  ଜିଲ୍ଲା  
ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   17-Jun-2026
  ଜିଲ୍ଲା  
ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   17-Jun-2026
  ଜିଲ୍ଲା  
ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   17-Jun-2026
  ଜିଲ୍ଲା  
ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   17-Jun-2026
  ଜିଲ୍ଲା  
*ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   17-Jun-2026
  ଜିଲ୍ଲା  
*ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   17-Jun-2026
  ଜିଲ୍ଲା  
*କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   17-Jun-2026
  ରାଜ୍ୟ  
ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   17-Jun-2026

You Might Also Like