-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||     

HOME   ଜିଲ୍ଲା

ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷାଙ୍କ ପଞ୍ଚାୟତରେ ପାଣି ସଙ୍କଟ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ମୁଣ୍ଡାବାହାଲ ଗ୍ରାମ ବାସି

14-Apr-2024



ଲାଞ୍ଜିଗଡ  (ଅଜିତ ମାଝି )
ଆଜି ବି ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ଅପହଞ୍ଚ ହୋଇ ପଡିଛି ସରକାରୀ ଯୋଜନା l ମିଳି ପାରୁନି ସାଧାରଣ ମୌଳିକ ସୁବିଧା l ସ୍ୱାଧୀନତାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ବିକାଶର ଅନେକ ସ୍ବପ୍ନ ମଧ୍ୟ୍ୟରେ ହଜିଯାଇଛି ଉନ୍ନତ ଗ୍ରାମାଞ୍ଚଳ ଚିତ୍ର l ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହତଭାଗ୍ୟ ଗ୍ରାମବାସି l ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଦ୍ୟୁଷିତ ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାବାହାଲ ଗାଁ l ଏହି ଗାଁ ରେ ଦୀର୍ଘ ବର୍ଷ ଧରି ୩୫ ଘର ଆଦିବାସୀ ତଥା ଗଣ୍ଡ ସମ୍ପ୍ରଦାୟ ଲୋକେ ବସ ବାସ କରି ଆସୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ଓ ବିଜୁଳୁ ଆଲୁଅ ସାତସପନ ହୋଇ ରହିଛି କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏ ୧ କିଲୋମିଟର ଥିବା ବେଳେ ପଞ୍ଚାୟତ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଶୁଦ୍ଧ ପାଣି ଓ ବିଜୁଳି ଆଲୁଅରୁ ବଞ୍ଚିତ ରହିଛନ୍ତି l ଗାଁର ପ୍ରତ୍ୟେକ ଘରକୁ ଆଲୋକିତ କରିବା ପାଇଁ ସୌର ପ୍ରକଳ୍ପ ବ୍ୟବସ୍ଥା ହୋଇଛି ହେଲେ ବର୍ତମାନ ଅନେକ ପ୍ରକଳ୍ପ ଖରାପ ହୋଇଥିବା ବେଳେ ସମ୍ବଳ ଅଭାବ ଯୋଗୁଁ ଏହାକୁ ମରାମତି ସମ୍ଭବ ହେଉନ ଥିବା ଗ୍ରାମ ବାସି କହିଛନ୍ତି l ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ଏହି ଗାଁ ପାଇଁ ଯୋଜନା ଗୁଡିକୁ ଉପହାର ସଦୃଶ୍ୟ l

ଗାଁର ଦୁଆର ମୁହଁରେ ଲାଗୁଚି ସୌର ଚାଳିତ ଅଭର ହେଡ଼ ପାଣି ଟାଙ୍କି କିନ୍ତୁ ନିର୍ମାଣର ମାତ୍ର ୨ ମାସ ଗାଁ ଲୋକେ ବ୍ୟବହାର ଭିତରେ ଅଚଳ ହୋଇ ପଡିଛି ଆଜକୁ ୩ ବର୍ଷ ରୁ ଅଧିକ ସମୟ ବିତିଗଲାଣି ଏବେ ଯାଏଁ ଅଭିଯୋଗ ସତ୍ୟ ମଧ୍ୟ୍ୟ ମରାମତି ହୋଇ ପାରୁନି ଫଳରେ ଗାଁ ନିକଟ ଚାଷ ଜମିର ଦୂଷିତ ଝରଣା ପାଣିକୁ ଗ୍ରାମ ବାସି ବ୍ୟବହାର କରୁଛନ୍ତି l
 ପ୍ରତ୍ୟେକ ଘର ପାଇଁ ସ୍ୱଚ୍ଛ ଭାରତ ଶୌଚାଳୟ ନିର୍ମାଣ ହୋଇଛି ଜଳ ଯୋଗାଣ ଅଭାବ ଯୋଗୁଁ ଏହି ପାଇଖାନା ଗୁଡିକ ଭଙ୍ଗା ଦଦରା ହୋଇ ପଡ଼ିଥିବା ବେଳେ ଗ୍ରାମ ବାସି ବାହାରେ ମଳତ୍ୟାଗ କରିବାକୁ ବାଧ୍ୟ୍ୟ ହେଉଥିବା ଅଭିଯୋଗ ହେଉଛି l ବର୍ତମାନ ଶୌଚାଳୟ ଗୁଡିକ କାଠ, କୁକୁଡ଼ା ଓ ଛେଳି ଘର ଭାବରେ ବ୍ୟବହାର ହେଉଛି l ପରିମଳ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅବହେଳିତ ଥିବା ଏହି ଗାଁରେ ସୃଷ୍ଟି ହୋଇଛି ଦୂଷିତ ପରିବେଶ l ତେବେ ଅଞ୍ଚଳ ବାସୀଙ୍କ କହିବା ଅନୁସାରେ ଆମ ଭର୍ଟିଗଡ଼ ପଞ୍ଚାୟତରୁ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ନିର୍ବାଚିତ ହୋଇଛନ୍ତି ସତ ନିର୍ବାଚିତ ହେଲା ପରେ ତାଙ୍କର ଦେଖା ଦର୍ଶନ ମିଳୁନି କି ବିଭିନ୍ନ ସମସ୍ୟା ଜଣାଇଥିଲେ କର୍ଣ୍ଣ ପାତ କରୁ ନାହାନ୍ତି ଯାହା ଫଳରେ ଆମେ ବିଭିନ୍ନ ସମସ୍ୟା ଭୋଗୁଛି  ସେ ମାନେ ନିର୍ବାଚନ ସମୟରେ ଆସି ଆମକୁ ପ୍ରତିଶୃତି ଦେଇ ଥାନ୍ତି କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ଆଉ ସେମାନଙ୍କ ଦେଖା ମିଳୁନି ବୋଲି  ଅଭିଯୋଗ କରିଛନ୍ତି ମୁଣ୍ଡାବାହାଲ ଗ୍ରାମ ବାସି l ତେବେ ବିଜୁଳି ଓ ପାଣିର ବ୍ୟବସ୍ଥା ନ ହେଲେ ଆମେ ଭୋଟ ବର୍ଜନ କରିବୁ ବୋଲି ଚେତା ବନି ଦେଇଛନ୍ତି ଅଞ୍ଚଳ ବାସି l


News Comment




Photo in News

Advertisment
Lastest News
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026

You Might Also Like