-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||     

HOME   ରାଜନୀତି

ବିଜେଡି ଓ କଂଗ୍ରେସର ଫୋକସରେ ପୌରାଞ୍ଚଳର ୩ନମ୍ବରୱାର୍ଡ

10-Apr-2024



ବାଲାଙ୍ଗୀର(ପ୍ରେରଣା ଖବର ): -ବଲାଙ୍ଗୀର ସଦର ବିଧାନସଭା କ୍ଷେତ୍ରର ବଲାଙ୍ଗୀର ପୌରାଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ପୌରାଞ୍ଚଳର ୩ ନମ୍ବର ୱାର୍ଡକୁ ଏବେ ୨୦୨୪ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେଡିଦଳ ଗୁରୁତ୍ୱ ଦେଉଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ୱାର୍ଡରେ କଂଗ୍ରେସ ବିଧାୟକ ପ୍ରାର୍ଥି ନରସିଂହ ମିଶ୍ର ବିଜେଡିର ପ୍ରାର୍ଥି ଅର୍କେଶନାରାୟଣ ସିଂଦେଓଙ୍କଠାରୁ ପ୍ରାୟ ୯୦୦ଭୋଟ ଅଧିକ ପାଇଥିଲେ । ଫଳରେ ବଲାଙ୍ଗୀର ପୌରାଞ୍ଚଳୌରେ କଂଗ୍ରେସର ଭୋଟ ବଢିଥିଲା । ସେହିପରି ଗତ ପୌରନିର୍ବାଚନରେ କଂଗ୍ରେସର କାଉନସିଲର ରଜନୀ ବନଛୋର ମଧ୍ୟ ବିଜେଡି କାଉନସିଲରଠାରୁ ପ୍ରାୟ ୧୫୦ ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ । କିନ୍ତୁ ବିଜେଡିର ପୌରଅଧ୍ୟକ୍ଷା ଲିକା ସାହୁ ଏହି ୱାର୍ଡରୁ ୭୦ଟି ଅଧିକ ଭୋଟ ପାଇଥିଲେ । ସେଥିପାଇଁ କଂଗ୍ରେସଦଳର ଚିନ୍ତା ବଢିଯାଇଥିଲା । ନିଜର ପଲା ଭାରି ରଖିବାକୁ ଏବେ କଂଗ୍ରେସଦଳର ପ୍ରାର୍ଥି ସମରେନ୍ଦ୍ର ପ୍ରାର୍ଥି ଉଦ୍ୟମ ଚଳାଇଛନ୍ତି । ପୂର୍ବରୁ ରାଜପରିବାରର ଅନୁଗତ ଥିବା ତଥା ପୂର୍ବତନ ବିଜେଡି କାଉନସିଲର ଉପେନ ଦୀପଙ୍କୁ କଂଗ୍ରେସ ନିଜ ସପକ୍ଷରେ ନେଇଛି । ଗତକାଲି ୩ ନମ୍ବର ୱାର୍ଡରେ ହୋଇଥିବା କଂଗ୍ରେସ ବୈଠକରେ ଉପେନ ଦୀପଙ୍କ ସମେତ ତାଙ୍କ ସମର୍ଥକଙ୍କୁ କଂଗ୍ରେସରେ ଯୋଗଦାନ କରାଯାଇଛି । ଫଳରେ ଏହି ୱାର୍ଡରେ କଂଗ୍ରେସ ମଜବୁତ ହେବ ବୋଲି କଂଗ୍ରେସଦଳ କହିଛି । ସେପଟେ ବିଜେଡିଦଳ ମଧ୍ୟ ନୂଆ ତରିକା ଆପଣେଇଛି । ପୂର୍ବରୁ ଯେଉଁମାନେ କଂଗ୍ରେସଦଳରେ ଥିଲେ ସେମାନଙ୍କୁ ଆଣି ବିଜେଡିଦଳରେ ସାମିଲ କରାଇଛନ୍ତି । ସୋମବାର ଦିନ ଶୈଳଶ୍ରୀ ପ୍ୟାଲେସଠାରେ ହୋଇଥିବା ବିଜେଡିର ଏକ ମିଶ୍ରଣ ପର୍ବରେ ପ୍ରାୟ ୫୦ଜଣ ଯୁବକ ଆସି କଳିକେଶନାରାୟଣ ସିଂଦେଓଙ୍କଠାରେ ବିଜେଡିଦଳରେ ସାମିଲ ହୋଇଛନ୍ତି । ଶୁଣାଯାଉଛି ଗତ ୨୦୧୯ ନିର୍ବାଚନ ବେଳେ ଉପେନ ଦୀପ

ବିଜେଡିଦଳରେ ଥିଲେ ମଧ୍ୟ ବିରୋଧିଦଳ ସହ ହାତ ମିଳାଇଥିଲେ । ଯାହା ପାଇଁ ବିଜେଡିଦଳ ସେଠାରେ ବହୁତ କମ ଭୋଟ ପାଇଲା । ଏହାପରେ ପରେ ଉପେନ ଦୀପ ବିଜେଡିଦଳ ସହିତ ସମ୍ପର୍କ ଛିନ୍ନ କରିଥିଲେ । ଗତ ପୌରନିର୍ବାଚନ ବେଳେ ଉପେନ ବିଜେଡିଛାଡି ଭାଜପାଦଳରୁ କାଉନସିଲର ପ୍ରାର୍ଥି ହୋଇଥିଲେ । କିନ୍ତୁ ସେ ଅଲ୍ପ ଭୋଟ ପାଇ ହାରିଯାଇଥିଲେ । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ସେ କଂଗ୍ରେସଦଳରେ ଯୋଗଦେଇ ନରସିଂହ ମିଶ୍ରଙ୍କୁ ବିକାଶମୂଳକ କାମରେ ସହଭାଗୀ ହେବାକୁ ଚାହିଁଛନ୍ତି । ସେପଟେ ବିଜେଡିଦଳ କହିଛି ଯେ,ଉପେନଙ୍କୁ ଥିବା ଓ ଯିବା ମଧ୍ୟରେ ବିଜେଡିକୁ କୌଣସି ଫରକ ପଡିବନି । ଚଳିତ ନିର୍ବାଚନରେ ବିଜେଡିଦଳ ଏହି ୱାର୍ଡରେ ନିଶ୍ଚୟ ଅଧିକ ଭୋଟ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି । ପ୍ରକାଶ୍ୟ ଯେ,୩ନମ୍ବର ୱାର୍ଡର୍ ହେଉଛି ଏକ ଖ୍ରୀଷ୍ଟିଆନ ଓ ଦଳିତ ବହୁଳ ଅଞ୍ଚଳ । ପ୍ରାୟ ୩୨୦୦ ଭୋଟ ଥିବା ଏହି ୱାର୍ଡରେ ପ୍ରାୟ ୨୫୦୦ ଭୋଟ ପୁଲିଂ ହୋଇଥାଏ । ତେଣୁ ସେଥିରୁ ସିଂଘଭାଗ ଭୋଟ ହାତେଇବାକୁ ଉଭୟ ବିଜେଡି ଓ କଂଗ୍ରେସଦଳ ଉଦ୍ୟମ ଚଳାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026

You Might Also Like