-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||     

HOME   ରାଜନୀତି

ତରଭାର ବିଭିନ୍ନ ଅନୁଷ୍ଠାନ ସହିତ ସାଂସଦ ଓ ବିଧାୟକ ପ୍ରାଥୀ ଙ୍କ ଆଲୋଚନା, ପ୍ରାଥୀଙ୍କୁ ଆଶିର୍ବାଦ କରନ୍ତୁ-ସାଂସଦ ସଂଗୀତ ସିଂଦେଓ 

08-Apr-2024



ତରଭା(କପିଳାସ ସେଠ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କର୍ମୀ, ନେତା, ସାଂସଦ, ବିଧାୟକ ପ୍ରାଥୀ ତଳ ସ୍ତର ମତଦାତା, ବିଭିନ୍ନ ଅନୁଷ୍ଠାନ ସହିତ ସଂପର୍କ ରଖିବା ସହିତ ଆଲୋଚନା ଓ ପରାମର୍ଶ ନେବାରେ ଲାଗିପଡିଛନ୍ତି I ବଲାଙ୍ଗୀର ସାଂସଦ ତଥା ବିଜେପି ଲୋକସଭା ପ୍ରାଥୀ ସଂଗୀତ କୁମାରୀ ସିଂଦେଓ ଏବଂ ସୋନପୁର ବିଧାୟକ ପ୍ରାଥୀ ପ୍ରମୋଦ ମହାପାତ୍ର ଆଜି (ସୋମବାର)ତରଭା  ଆସି ସହର ର ବିଭିନ୍ନ ବ୍ୟକ୍ତି, ବ୍ୟବସାୟୀ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ସହିତ ଆଲୋଚନା କରିଥିଲେ  I ଏହା ପରେ ଦିନ ୧ ଟା ସମୟରେ ସ୍ଥାନୀୟ ଏକ ହୋଟେଲରେ ଆଲୋଚନା ହୋଇଥିଲା I  କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ନେଇ ଆଲୋଚନା କରିବା ସହ ସାଂସଦ ଓ ବିଧାୟକ ପ୍ରାଥୀଙ୍କୁ ଆଶିର୍ବାଦ କରିବାକୁ ସାଂସଦ ସଂଗୀତ ସିଂଦେଓ ଅନୁରୋଧ କରିଥିଲେ I ରାଜ୍ୟରେ ଆମକୁ ପରୀକ୍ଷା କରନ୍ତୁ, ଆମକୁ ସୁଯୋଗ ଦିଅନ୍ତୁ  I ଥରେ ପରିବର୍ତ୍ତନ ଆବଶ୍ୟକ I ଖୋର୍ଦ୍ଧା -ବଲାଙ୍ଗୀର କାର୍ଯ୍ୟ ତୁରାନ୍ୱିତ କରିବା ସହ ସୋନପୁର ପ୍ରୟାନ୍ତ ୪ଗୋଟି ରେଳ ର ଚଳାଚଳ କରାଯାଇଛି I ଏହା ସହ ବିଭିନ୍ନ ଯୋଜନା ନେଇ ଆଲୋଚନା ହୋଇ ଥିଲା I ତରଭା ଥରେ ତରଭା  ରୋଡ଼ ରେଳ ଷ୍ଟେସନ, ତରଭା ସବଡ଼ିଭିଜନଏବଂ ରେଷ୍ଟ ହାଉସ, ଜିଲ୍ଲା ରେ ଥିବା ଜେ.ଏନ. ଭି.ରେ ଆବଶ୍ୟକ ମୁତାବକ ଶିକ୍ଷକ ଅଭାବ  ନେଇ ଦାବୀ ଉଠି ଥିଲା  I ଆବଶ୍ୟକ ମୁତାବକ ଜିଲ୍ଲା ର ଉନ୍ନତି ଦରକାର, ଆମକୁ ପିଲା ମାନଙ୍କର ସୁବିଧା, ସୁଯୋଗ ଆବଶ୍ୟକ ରହିଛି  I ବୁଲୁ ରିଭୋଲେସନ କାର୍ଯ୍ୟ କାରି କରାଯାଇ କୌଣସି ଜମି ଜଳ ସୋଚନ ନ ହୋଇ ରହିବ ନାହିଁ  I  ଜଳ ସୋଚନ କୁ ଗୁରୁତ୍ୱ ଦିଆଯିବା ସହ ଫୁଟ ପ୍ରସେସିଙ୍ଗ ୟୁନିଟ କରାଯିଵା ନେଇମତ ରହିଥିଲା  (ଆଲୋଚନା ହୋଇ ଥିଲା) ତରଭା ଡ୍ରାଇଭର ସଂଘ ପକ୍ଷରୁ ବ୍ଲକସ୍ତରୀୟ ସଂଘ କାର୍ଯ୍ୟାଳୟ ପାଇଁ ସାଂସଦଙ୍କ ଦୃଷ୍ଟି

ଆକର୍ଷଣ କରାଯାଇଥିଲା i ପରିବର୍ତ୍ତନ ନେଇ ଯୁବଗୋଷ୍ଠୀର ମୁଖ୍ୟ ଭୂମିକା ରହିବ ବୋଲି ମତ ରହିଥିଲା I   ତରଭା ସଂଘ  ଓକିଲ ସଂଘରୁ ସୁଭିଜ୍ଞ ଦରୱାନ, ସାନନ୍ଦ ବିହାରୀ ମହାପାତ୍ର, ହନୁମାନ ମିଶ୍ର, ତରଭା ସାମ୍ବାଦିକ ସଂଘ ସଭାପତି ଅଶୋକ ସାହୁ, କପିଳାସ ସେଠ, ଅନ୍ତର୍ଯ୍ୟାମୀ ସାହୁ, ଅକ୍ଷୟ ବାଘଙ୍କ ସମେତ ବ୍ଲକ  ବିଜେପି ର ବରିଷ୍ଟ ନେତା ରାମନାରାୟଣ ବେଜ,ରାଜକିଶୋର ମେଣ୍ଡଳୀ, କଲ୍ୟାଣ ନାଏକ, ମୁଚୁରାମ ମେଣ୍ଡଳୀ, ଭବାନୀ ପଣ୍ଡା, ସୁବାସ ସାହୁ, ଫଲଗୁନି କର୍ଣ୍ଣ, ଶୁଭ୍ରାଂଶୁ ମହାକୁର, ଙ୍କ ସମେତ ବିଜେପି କର୍ମୀ, ମହିଳା, ମାହେଶ୍ୱରୀ ସଂଗଠନ ର ସଭାପତି ପ୍ରଦୀପ ମେହେର,, ଯୁବ ଗୋଷ୍ଟି, ସ୍ଥାନୀୟ ବ୍ୟକ୍ତି, ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ  I 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026

You Might Also Like