-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
05-Apr-2024
(ମିହିର ଶଙ୍କର ପାତ୍ର,)
ଜିଲ୍ଲା ହିନ୍ଦୁ ମହାସଂଘ ସଭାପତି ଭାବେ ବୋରିଗୁମ୍ମା ର ଜଗନ୍ନାଥ ଶତପଥୀ ଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଭାବରେ ମନୋନୀତ କରା ଯାଇଛି। ଏହିପରି ଜଳନ୍ଧର ସିଂ ଙ୍କୁ ନବରଙ୍ଗପୁର ଜିଲ୍ଲା ସଂପାଦକ ଏବଂ ଜୟସେନ୍ ନାଗେଶ ଙ୍କୁ ପାପଡାହାଣ୍ଡି ବ୍ଲକ କାର୍ଯକାରୀ ସଭାପତି ଭାବରେ ମନୋନୀତ କରା ଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ବରିଷ୍ଠ ସାମ୍ବାଦିକ ମିହିର ଶଙ୍କର ପାତ୍ର, ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୋରା ହରିଜନ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଭବାନୀ ବାହିନୀ ପ୍ରମୁଖ କମଳିନୀ ଖରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।