-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||     

HOME   ରାଜ୍ୟ

ଦୁଇ ପୁଅଙ୍କ ସହ କରୁଥିଲେ ଡେଟିଂ ନାବାଳିକା, ଦ୍ୱିତୀୟ ପ୍ରେମିକ ସହ ପଳାଉଥିବା ବେଳେ ଧରାପଡିଲେ ଛାତ୍ରୀ

22-Dec-2020



ଭୁବନେଶ୍ୱର,(ଶୁଭାଶିଶଷ ନାୟକ): ପ୍ରଥମ ପ୍ରେମିକ ବେକାର ଥିବାରୁ ଦ୍ୱିତୀୟ ପ୍ରେମିକ ସହ ଯୋଡି ହୋଇଗଲେ ଦଶମ ଶ୍ରେଣୀ ଝିଅ । ଏଭଳି ଘଟଣା ଘଟିଛି ପୁରୀ ସହରରେ,

ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ତାର ପ୍ରଥମ ପ୍ରେମିକ ପ୍ରେମର ସନ୍ତକ ଭାବେ ଏକ ମୋବାଇଲ ଫୋନ୍‌ ଉପହାରରେ ଦେଇଥିଲା । ମାତ୍ର ମୋବାଇଲ ଫୋନରେ ଦୁଇଟି ସିମ୍‌ କାର୍ଡ଼ ବ୍ୟବହାର କରି ପ୍ରେମିକ ଭାବେ ନାବାଳିକା ଦୁଇ ଜଣଙ୍କ ସହ ବର୍ତ୍ତାଳାପ କରୁଥିଲେ । ଦୁଇ ମାସ ଧରି ପ୍ରଥମ ପ୍ରେମିକକୁ ଛାଡି ଦ୍ୱିତୀୟ ପ୍ରେମିକ ସହ ବାର୍ତ୍ତାଳାପ ଜାରି ରଖିଥିବା ବେଳେ ନିଜ ପରିବାର ହାତରେ ଧରାପଡ଼ିଯିବା ପରେ ସେ ଦ୍ୱିତୀୟ ପ୍ରେମିକ ସହ ମୁମ୍ବାଇ ଚାଲିଯିବାକୁ ବାହାରିଥିଲେ । କିନ୍ତୁ ଠିକ୍‌ ସମୟରେ ତାଙ୍କୁ ପୁରୀ ରେଳ ଷ୍ଟେସନରେ ଦେଖି ତାଙ୍କ ପରିବାର ଓ ଆର୍‌.ପି.ଏଫ୍‌. କର୍ମୀମାନେ ଅଟକାଇଦେଲେ । 

ଆର.ପି.ଏଫ୍‌ଙ୍କ କହିବା ଅନୁଯାୟୀ ଗୋଟିଏ ଫୋନରେ ସେ ଦୁଇଟି ସିମ୍‌ କାର୍ଡ ବ୍ୟବହାର କରି ଜଣ ପ୍ରେମିକଙ୍କୁ ସମୟ ଦେଉଥିଲେ । ଫଳରେ ନାବାଳିକା ଜଣଙ୍କ ମାନସିକ ଚାପରେ ରହୁଥିଲେ ।  ମାତ୍ର ତାଙ୍କ ପାଖରେ ମୋବାଲ ଅଛି ବୋଲି ତାଙ୍କ ପରିବାର ସଦସ୍ୟ ଜାଣିନଥିଲେ ।  ରାତି ଅଧରେ ମୋବାଇଲ ଫୋନ୍ ରିଙ୍ଗ ହେବାରୁ ଏହି ରହସ୍ୟ ଖୋଲିଯାଇଥିଲା । ପରିବାର ଲୋକଙ୍କ ଗାଳି ଓ ତାଗିଦ୍‌ ସହି ନ ପାରି ସେ ଭୋରରୁ ଘରୁ ଲୁଚି ଫେରାର୍ ହୋଇଯାଉଥିବା ବେଳେ ପୁରୀ ରେଳ ଷ୍ଟେସନରେ ଧରାପଡ଼ିଥିଲେ ।

    ନାବାଳିକାଙ୍କ ୪୫ ବର୍ଷୀୟ ବାପାଙ୍କ କହିବା ଅନୁସାରେ ଝିଅଟି ପାଖରେ ମୋବାଇଲ ଫୋନ୍‌ ଥିବା ପରିବାର ଲୋକେ ଜାଣି ନ ଥିଲୁ । ‘‘ସେ ମୋବାଇଲ୍‌ ଫୋନଟିକୁ ଅତି ସାବଧାନତାର ସହ ବ୍ୟବହାର କରୁଥିଲା । ରୁମରେ କବାଟ ଦେଇ ପାଠ ପଢୁଛି ବୋଲି ଆମେ ଭାବୁଥିଲୁ, ହେଲେ ସେ ମୋବାଇଲରେ ଯୁବକମାନଙ୍କ ସହ କଥା ହେଉଥିଲା । ସେ ସବୁ ଦିନ ସାଇଲେଣ୍ଟ ବା ଭାଇବ୍ରେସନ ମୋଡରେ ଫୋନକୁ ରଖି କଥା ହେଉଥିବା ବେଳେ ଶନିବାର ମଧ୍ୟ ରାତ୍ରିରେ ତାହା କରି ନ ଥିବାରୁ ଫୋନଟି ରିଙ୍ଗ୍‌ ହୋଇଥିଲା । ଝିଅ ପାଖରେ ଏହି ମୋବାଇଲ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ତା’ ବାପା ଓ ମା’ ତାକୁ ଗାଳି କରି ତାଗିଦ କରିଥିଲେ । ସେହି ତାଗିଦକୁ ସହ୍ୟ କରି ନ ପାରି ସେ ଘର ଛାଡ଼ି ପଳେଇବାକୁ ବାହାରିଥିଲା । ମହାରାଷ୍ଟ୍ରରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ବାଲେଶ୍ୱରର ଜଣେ ଯୁବକ ସହ ଦୁଇ ମାସ ତଳେ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ ହୋଇଥିଲା ଓ ଏହା ପ୍ରେମ ଦିଗକୁ ଗତି କରିଥିଲା । ପ୍ରଥମ ପ୍ରେମିକ ବେକାର ଥିବାରୁ ତାକୁ ଧୀରେ ଧୀରେ ଦୂରେଇ ଦ୍ୱିତୀୟ ପ୍ରେମିକ ସହ ସେ ଯୋଡ଼ିହୋଇ ଯାଇଥିଲି । 

ପୁରୀ ଆର୍‌.ପି.ଏଫ. ଥାନା ଅଧିକାରୀ ଅନିଲ ସିଂ କହିଛନ୍ତି ଯେ ‘‘ତାଙ୍କ ଦ୍ୱିତୀୟ ପ୍ରେମିକ ରିଜର୍ଭେସନ ଟିକେଟ କରି ନାବାଳିକାଙ୍କ ମୋବଇଲ ଫୋନକୁ ପଠାଇଥିଲା । ନାବାଳିକା ଜଣକ ପୁରୀ ରେଳ ଷ୍ଟେସନରେ ସକାଳ ୧୦ଟା ବେଳେ ନନ୍ଦନକାନନ ଏକ୍ସପ୍ରେସରେ ଭୁବନେଶ୍ୱର ଯାଇ ସେଠାରୁ କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଚାଲିଯିବାକୁ ସେ ପ୍ରସ୍ତୁତ ହୋଇଥିଲେ । ସକାଳ ୮ଟାରୁ ନାବାଳିକା ଝିଅଟି ଷ୍ଟେସନରେ ଏକା ବୁଲୁଥିବାର ଦେଖି ଆର.ପି.ଏଫ. ଟିମ୍ ଥାନାକୁ ଖବର ଦେବାରୁ ତାଙ୍କୁ ଧରିବା ସମ୍ଭବ ହୋଇଥିଲା,’’  ।

ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଚାହିଁଲେ ସୁଦ୍ଧା ନାବାଳିକା ଘରକୁ ଯିବେ ନାହିଁ ବୋଲି କହିବା ପରେ ତାଙ୍କୁ ଚାଇଲ୍ଡ ଲାଇନ୍ ସେଲ ର ହୋମରେ ରଖାଯାଇଥିଲା । ତା’ ପରେ ନାବାଳିକା ନିଜ ଭୁଲ ବୁଝିପାରିବା ପରେ କାଗଜପତ୍ର କାର୍ଯ୍ୟ ସାରି ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।


News Comment




Photo in News

Advertisment
Lastest News
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026

You Might Also Like