-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||     

HOME   ଜିଲ୍ଲା

ବନ୍ଦ ହେବାକୁ ବସିଲାଣି ମଣ୍ଡି, ଲ୍ୟାମ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ପଞ୍ଜୀକରଣ ପରେବି ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ

02-Mar-2024



ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ବନ୍ଦ ହେବାକୁ ବସିଲାଣି ମଣ୍ଡି ପଞ୍ଜୀକରଣ ପରେ ବି ଧାନ ବିକ୍ରୟ କରି ପାରି ନାହାନ୍ତି ୪ ଲକ୍ଷ ୪୫ ହଜାର ୮୯୦ ଚାଷୀ। ଏଭଳି କିଛି ଅଭାବନୀୟ ଘଟଣା ଡାବୁଗାଁ ଆଞ୍ଚଳରେ ମଧ୍ୟ ଦେଖୁବାକୁ ମିଳିଛି। ପୂର୍ବତନ ଲ୍ୟାମ୍ସ କର୍ମଚାରୀ ନୂତନ ଏମଡି ଭାବରେ ହରିବନ୍ଧୁ ମିର୍ଗାନ ଦାୟିତ୍ୱ ଗ୍ରହଣ କରିବା ପରେ  ସବୁ ଗଡ ବଡ ହେଉଛି, ଲ୍ୟାମ୍ସ ରେ ସଠିକ ଭାବରେ ଚାଷୀଙ୍କ ପଞ୍ଜିକରଣ ହୋଇ ପାରିନାହିଁ, ଯେଉଁ ମାନଙ୍କ ହୋଇଛି ଆଜି ପର୍ଯ୍ୟନ୍ତ ଟୋକେନ ଆସି ନାଇଁ। ଚାଷୀଙ୍କ ପାଇଁ ଆସିଥିବା ଖତ ଷ୍ଟକ ନାହିଁ, ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏ ସଵୁ ଗଲା କୁଆଡେ? ଚାଷ ଋଣ ପାଇଁ ଆବେଦବ କରି ବର୍ଷେ ହେବାକୁ ବସିଲାଣି ସମସ୍ତ କାଗଜ ପାତ୍ର ଠିକ ଥାଇ ମଧ୍ୟ ଆଜି ପାର୍ଯ୍ୟନ୍ତ ଋଣ ପାଇ ନାହାନ୍ତି  ଚାଷି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ଧାନ ବାହାର ରାଜ୍ୟକୁ ଚାଲିଯାଇଥିବାରୁ ମଣ୍ଡି ଆସିନଥିବା ଚାଷୀଙ୍କ ସଂଖ୍ୟା ଗତବର୍ଷମାନଙ୍କ ଠାରୁ ବଢିଥିବା କୁହାଯାଉଛି। ଚଳିତ ଖରିଫରେ ଓଡ଼ିଶାରେ ଅଣ ଜଳସେଚିତ ଅଞ୍ଚଳରେ ୧ ଏକର ହିସାବରେ ସର୍ବାଧିକ ୧୩ ଏବଂ ଜଳସେଚିତ ଅଞ୍ଚଳରେ ୧୯ କ୍ବିଣ୍ଟାଲ୍‌ ଧାନ ବିକ୍ରି ହୋଇଥିଲା। ଅନ୍ୟଦିଗରେ ଛତିଶଗଡ଼ରେ ୧ ଏକର ହିସାବରେ ୨୧ କ୍ବିଣ୍ଟାଲ୍‌ ଏବଂ କ୍ବିଣ୍ଟାଲ୍‌ ପ୍ରତି ୩୧୦୦ ଟଙ୍କାରେ ବିକ୍ରି ହୋଇଥିଲା ଧାନ। ସେଥିରେ ପୁଣି ଛତିଶଗଡ଼ରେ ଲକ୍ଷ୍ୟ ଅନୁସାରେ ଉତ୍ପାଦନ ହୋଇନଥିବାରୁ ଅଧିକାଂଶ ଛତିଶଗଡ଼ ବ୍ୟବସାୟୀମାନେ ଓଡ଼ିଶା-ଛତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳ ଖାସ କରି ନବରଙ୍ଗପୁର ଜିଲ୍ଲା ରେ ଯାଇ ଧାନ କିଣିଥିଲେ। କେବଳ ଏହି ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାର ଧାନ ଏହି ସୀମାବର୍ତ୍ତୀ ଜିଲ୍ଲା ରୁ ଛତିଶଗଡ଼ ଯାଇଥିବା କୁହାଯାଉଛି।ଛତିଶଗଡ଼ରେ ଚାଷୀଙ୍କୁ ବୋନସ ଦିଆଯାଉଥିବାରୁ ସେମାନେ ଅଧିକ ପ୍ରାପ୍ୟ ପାଆନ୍ତି। ଓଡ଼ିଶା ଚାଷୀଙ୍କୁ ବୋନସ ତ ମିଳେ ନାହିଁ ବରଂ ଚଳିତ ବର୍ଷ କ୍ବିଣ୍ଟାଲ୍‌ ପିଛା ମଧ୍ୟ ୨ରୁ୩ କେଜି ଧାନ କାଟି ଦିଆଯାଇଥିଲା। ନିର୍ବାଚନ ବର୍ଷ ହୋଇଥିବାରୁ ପୂର୍ବବର୍ଷ ଭଳି ସ୍ଥିତି ଗୁରୁତର ନଥିଲା କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ସହଜ ମଧ୍ୟ ନଥିଲା।ନବରଙ୍ଗପୁରର ୨୨ ହଜାର ୧୨୭ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରି ନାହାନ୍ତି।ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୩ ମସିହାର ଖରିଫ ଧାନ ସଂଗ୍ରହ ପାଇଁ ୧୭ ଲକ୍ଷ ୩୫ ହଜାର ୧୭୯ ଚାଷୀ ପଞ୍ଜୀକୃତ ହୋଇଥିଲେ। ବର୍ତମାନ ପର୍ଯ୍ୟନ୍ତ ୨୫୯୭ ପେକ୍ସରୁ ୧୨ଲକ୍ଷ ୮୯ ହଜାର ୨୮୯ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   23-Aug-2026
  ଜିଲ୍ଲା  
*ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026

You Might Also Like