-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2020
ବଲାଙ୍ଗିର, (ପ୍ରେରଣା ଖବର):- ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ଗାଁରେ ସଡକ ଦୁର୍ଘଟଣା । ହାଇଡ୍ରା ଧକ୍କାରେ ସାଇକଲ ଆରୋହୀ ବ୍ରୁଦ୍ଧ ମ୍ରୁତ । ମ୍ରୁତକ ହେଲେ କୁଡାସିଂହା ଗାଁର ୭୦ ବର୍ଷର ପଞ୍ଚୁ ସେଠ୍ । ଦେଓଗାଁ ପୋଲିସର ତଦନ୍ତ ଆରମ୍ଭ ।