-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ବଲାଙ୍ଗୀର, - ଜିଲ୍ଲା ଅଭିଭାବକ ସଂଘ ବଲାଙ୍ଗିର ତରଫରୁ ବଲାଙ୍ଗିର ନୂତନ ଜିଲ୍ଲାପାଳ ଙ୍କ ଠାରେ ଏକ ସୌଜନ୍ୟମୂଳକ ତଥା ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବିଷୟବସ୍ତୁକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ବିସ୍ତୃତ ଆଲୋଚନା ପାଇଁ ଆମ ସଂଘକୁ ନିମନ୍ତ୍ରଣ ସକାଶେ ଆଲୋଚନା ପାଇଁ ସହମତି ପ୍ରକାଶ ପାଇଥିଲା । ସଂଘ ତରଫରୁ ଦ୍ରୋଣ କୁମ୍ଭାର, ସୀତାରାମ କୁମ୍ଭାର, ବିଶ୍ୱାମିତ୍ର କୁମ୍ଭାର, ନଳିନୀ ଦିପ, ଜ୍ୟୋତିଷ ମୁଗ୍ରୀ, ଗଦାଧର, ନିଳିମା, ହେମନ୍ତ, ଶ୍ରୀକାନ୍ତ ମୁଗ୍ରୀ, ପ୍ରଦୀପ ବିଭାରମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମହୋଦୟଙ୍କୁ ଉପଢୈାକନ ଦେଇ ସ୍ୱାଗତପୂର୍ଣ୍ଣ ଦାବିପତ୍ର ଦିଆଗଲା ।