-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ରୁପ୍ରାରୋଡ, (ଅନିଲ ଅଗ୍ରୱାଲ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଶାନ୍ତି ନଗର ସ୍ଥିତ କମାନୀ ବାସଗ୍ରୁହ ନିକଟରେ ଥିବା ଖାଲି ପଡିଆ ରେ ଦାଦି ରାଣୀସତିଙ୍କ ମଙ୍ଗଳ ପାଠ ଅନୁଷ୍ଠିତ ହୋଇଯାଇଛି ।ଏହି ପୂଜାନୋତ୍ସବରେ। କୋରବା ର ସମତା ଅଗ୍ରବାଲ ଓ ତାଙ୍କ ଦଳ ଯୋଗ ଦେଇ ଭଜନ ପରିବେଷଣ କରିଥିଲେ ।ଏଥିରେ ବିଭିନ୍ନ ସ୍ଥାନରୁ ବହୁତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୋହନ କମାନୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରବି କମାନୀ,ବଜରଙ୍ଗ କମାନୀ,ବଣ୍ଟୁ କମାନୀ,ସଚିନ ଅଗ୍ରବାଲ, ବିଜୟ ଅଗ୍ରବାଲ, ନରେଶ ଅଗ୍ରବାଲ, ସୁନ୍ଦର ଅଗ୍ରବାଲ, ସତନାରାୟଣ ଅଗ୍ରବାଲ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଅଜୟ କମାନୀ ଓ ତାଙ୍କ ଧର୍ମ ପତ୍ନୀ ସଙ୍ଗିତା କମାନୀ କରତା ରୁପେ କାର୍ଯ୍ୟ ତୁଲାଇଥିଲେ ଓ ସ୍ଥାନୀୟ ପୂଜକ ବିଷ୍ଣୁ ଶର୍ମା ପୂଜା କାର୍ଯ୍ୟ ତୁଲାଇଥିଲେ ।