-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ତୁଷୁରା, (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୌରଗୋଠ ଠାରେ ଶ୍ରୀ ବଡଦେଓ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବରୁଆ ଦେହରେ ଶ୍ରୀ ବଡଦେଓ ଆବିର୍ଭାବ ହୋଇ ଭକ୍ତଙ୍କ ସମସ୍ୟା ବୁଝିଥିଲେ । ଏପରିକି ଶ୍ରୀ ବଡଦେଓଙ୍କ ଶରଣ ନେଲେ ମାନସିକ ରୋଗୀ ଆରୋଗ୍ୟ ହୋଇଥାନ୍ତି ଏବଂ ବନ୍ଧ୍ୟା ଦମ୍ପତିଙ୍କ କୋଳ ପୂରି ଥାଏ ବୋଲି ବିଶ୍ବାସ ରହିଛି ଆସିଛି।ରଥୁ ବାବା ଓ କୁଅଁର ବୁଡୁ ସହଯୋଗ କରିଥିବା ବେଳେ ଯାତ୍ରା ଦେଖିବା ପାଇଁ ଶହଶହ ଲୋକଙ୍କ ସମାଗମ ହୋଇଥିଲା।