-+91-9937148622 |

prerana_bgr@rediffmail.com |

  Sunday 28th June 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||      ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ    (27-Jun-2026)       ||     

HOME   ଜିଲ୍ଲା

ତରାପୁର ଗ୍ରାମରେ ଅକ୍ଷତ କଳସ ଯାତ୍ରା

14-Jan-2024



ବୋଡ଼େନ ( ଡୋଲେସ୍ବର ଵାଗ )
 କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନୂଆ ନୂଆ ଯୋଜନା ଭିତରେ ଛନ୍ଦି ହୋଇଯାଇଛନ୍ତି ସାଧାରଣ ଜନତା ।ବର୍ତ୍ତମାନ ଚାଲୁରହିଥିବା ଆମ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ତଥା ଭକ୍ତି ଆଧାରିତ ସରକାରୀ କାର୍ଯ୍ୟକ୍ରମ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ ଚାଉଳ ବଣ୍ଟନ ଓ ନିମନ୍ତ୍ରଣ ପତ୍ର ପ୍ରଦାନ ଏବଂ  ଜଗନ୍ନାଥ ମନ୍ଦିର ପରିକ୍ରମା ଯୋଜନା ନିମିତ୍ତ ଅର୍ପଣ ରଥ ପ୍ରତି ଗାଁକୁ ପରିଭ୍ରମଣ ।  ଆଜି ବୋଡ଼େନ ବ୍ଲକର ରୋକାଲ ପଞ୍ଚାୟତର ସମସ୍ତ ଗାଁ ଖିରମାଲ୍, ରୋକାଲ,କମଲାମାଲ, ଜୟବାହାଲ ଏବଂ ତରାପୁର ଗ୍ରାମରେ ଅକ୍ଷତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମର ସମାପ୍ତି ଘଟିଛି ।ତରାପୁର ଗ୍ରାମରେ ରାମନାଥ ପଣ୍ଡା ପ୍ରଭୁ ଶ୍ରୀ ରାମଙ୍କ ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ଦିବସର ନିମନ୍ତ୍ରଣ ପତ୍ର ଓ ଅକ୍ଷତ କଳସ ପୁଡିଆ ବଣ୍ଟନ କରିଥିବା ବେଳେ ତାଙ୍କ ଧର୍ମ ପତ୍ନୀ ମିନତୀ ପଣ୍ଡା ମୁଣ୍ଡରେ ଅକ୍ଷତ କଳସ  ବୋହି ଗ୍ରାମର ପ୍ରତ୍ୟେକ ପରିବାର ପାଖକୁ ପହଞ୍ଚି ଥିଲେ ।ଗାଁ ଭ୍ରମଣ ସମୟରେ କାର୍ଯ୍ୟକ୍ରମ ସଂଯୋଜକ ବଳମତ ଶବର ,ସଙ୍କୀର୍ତ୍ତନ ମଣ୍ଡଳୀର ସୁବଳ ବାଗ,ଯୁଧିଷ୍ଠିର ବାଗ,ଉମେଶ ଯୋଶୀ,କ୍ଷୀର ସିନ୍ଧୁ ନାଗ ,ମାଧବ ବାଗ,ଜଗନ୍ନାଥ ବାଗ ପ୍ରମୁଖ ବାଦ୍ୟ ବଜାଇ ସ୍ବାଗତ ଜଣାଇବା ସହ ଗାଁ ଭ୍ରମଣରେ ସହଯୋଗ କରିଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜକ ବିରଞ୍ଚି ନାରାୟଣ ଯୋଶୀ ,ଚିତ୍ର ରେଖା ଯୋଶୀ, ବିଳାସ ବାଗ, କୃତାଞ୍ଜଳି ବାଗ,ସରସ୍ଵତୀ ପଣ୍ଡା, ଯାଜ୍ଞସେନି ପଣ୍ଡା,ଉତ୍ତମ ପୁରୋହିତ,ଶାରିକା ମୁଣ୍ଡ,ଆରାଧ୍ୟା ପୁରୋହିତ,ଅନିତା ପଣ୍ଡା,ସୁଜାତା ପଣ୍ଡା,ମନୋରମା ପଣ୍ଡା,ନଳିନୀ ଯୋଶୀ,ରଞ୍ଜିତା ଯୋଶୀ ,ପୁଷ୍ପାଞ୍ଜଳି ପତି, ଶ୍ରେୟଶ,ବାସ୍ତବ,ହାର୍ଦିକ,ପ୍ରତ୍ୟାସା ପଣ୍ଡା,ବଂଶୀ କାଣ୍ଡ, ଗୁପ୍ତ ନିଆଳ ,ସୌରଭ ପଣ୍ଡା ପ୍ରମୁଖ ପ୍ରଭୁ ଶ୍ରୀ ରାମଙ୍କ ଫଟୋ ,ପତାକା ଓ ଅକ୍ଷତ କଳସ ବଣ୍ଟନରେ ସମ୍ପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।ପ୍ରଭୁଙ୍କ ନାମ ଗାନ ଓ ହରିବୋଲ ଶବ୍ଦରେ ଉକ୍ତ ସମୟଟି ଲାଗୁଥିଲା ସତେ ଯେମିତି ଅଯୋଧ୍ୟାର ପରିବେଶ ତରାପୁର ଗ୍ରାମରେ ଆସିଯାଇଛି ।ଆସନ୍ତା ୨୨ ତାରିଖ ଦିନ ସନ୍ଧ୍ୟାରେ ସମସ୍ତଙ୍କ ଘରେ ୩ଟି ଲେଖାଏଁ ଦୀପ ଜାଳିବାର ଅନୁରୋଧକୁ ରକ୍ଷା କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026
  ଜିଲ୍ଲା  
ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   27-Jun-2026

You Might Also Like