-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2024
ତୁଷୁରା (ପଞ୍ଚାନନ ନାଏକ) ମକରସଂକ୍ରାନ୍ତି ଅବସରରେ ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ ମହକୁମା ବଜାରରେ ରବିବାର ସମାଜସେବୀ ନବୀନ ଜୈନ ଅସହାୟ ଲୋକମାନଙ୍କ କମଳ ବଣ୍ଟନ କରିବା ସହ ଚା ଓ ସରବତ ବଣ୍ଟନ କରିଥିଲେ। ଶୀତ ଦାଉରୁ ଲୋକମାନେ କିଛି ରକ୍ଷା ପାଇ ପାରିବେ ଆଶାରେ ପ୍ରତିବର୍ଷ ଏପରି କମଳ ବିଭିନ୍ନ ଗ୍ରାମ ଓ ବଜାର ମାନଙ୍କୁ ଯାଇ ଅସହାୟ ଲୋକମାନଙ୍କୁ ଦେଇଥାଏ । ଏପରି କରି ମୁଁ ଆତ୍ମ ସନ୍ତୋଷ ପାଇଥାଏ ବୋଲି ଶ୍ରୀ ଜୈନ ପ୍ରକାଶ କରିଥିଲେ।