-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Jan-2024
ବିଜାଖମନ ସହ ୧୮ ନମ୍ବର ୱାର୍ଡ଼ ର ଅନ୍ୟାନ୍ୟ ପଡ଼ା କୁ ପହଞ୍ଚିଥିଲା l ନର୍ସିଙ୍ଗ ବାଗ, ବନମାଳୀ ବାଗ, ପଦ୍ମନାଭ ପାଣିଗ୍ରାହୀ, ଗୋପାଳ ବଗର୍ତି, ରନିଜ ସାହୁ, କଳ୍ପନା ବିଭାର, ଭାରତୀ ବୁଡ଼େକ, ରଶ୍ମିତା ଷାଣ୍ଢ, ରିଙ୍କି ଉଦୁରକୁଳିଆ, ରୁକ୍ମଣୀ ବାଗ, ରୀନା ପୁଟେଲ, ଡ଼. ରାଧାକାନ୍ତ ସେଠ୍, ଗୋପାଳ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ଯୋଗଦେଇ ଶୁଭାରମ୍ଭ କରିଥିଲେ l ୧୮ ନମ୍ବର ୱାର୍ଡ଼ ର ପ୍ରତ୍ୟେକ ପଡ଼ା ରେ ରଥ ବୁଲି ଭବ୍ୟ ପରିବେଶ ମଧ୍ୟରେ ଚାଉଳ ଗୁଆ ସଂଗ୍ରହ କରିଥିଲା l ଏହି ୱାର୍ଡ଼ ରେ ରଥ ପରିକ୍ରମା କରିବା ସହ ଏହା ଭବ୍ୟ ପରିବେଶ ସୃଷ୍ଟି କରିଛି l ଲୋକମାନେ ପୂଜାର୍ଚନା କରି ଅର୍ପଣ ରଥ କୁ ଭବ୍ୟ ସ୍ୱାଗତ କରିଥିଲେ l କଳସ ରେ ଲୋକମାନେ ଚାଉଳ ଓ ଗୁଆ ପ୍ରଦାନ କରି ଶୁଭକାମନା ମନାସିଥିଲେ l