-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ଜିଲ୍ଲା

ମାତାଲ୍ ପିଇଓଙ୍କୁ ବଞ୍ଚାଇବାକୁ ଯାଇ ସାମ୍ବାଦିକଙ୍କ ବୁମ ଫିଙ୍ଗିଲେ ପ୍ରକ୍ସି ସରପଞ୍ଚ

14-Jan-2024



(ଡୋଲେସ୍ବର ଵାଗ )
 ରାଜ୍ୟ ତଥା ରାଜ୍ୟ ବାହାରେ ବାରମ୍ବାର ସାମ୍ବାଦିକ ମାନେ କେବେ ରାଜନେତା  କେବେ ସରକାରୀ କର୍ମଚାରୀ ତ ଆଉ କେବେ ଅସାଧୁ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହେଉଛନ୍ତି। ହେଲେ ସରକାରଙ୍କ ଉକ୍ତ ଆକ୍ରମଣ କାରୀଙ୍କ ବିରୁଦ୍ଧ ଦୃଢକାର୍ଯ୍ୟାନୁଷ୍ଠାନ ନେଉଁଥିବାରୁ ତାହା କମିବା ବଦଳରେ ତାହା ବଢ଼ିବଢ଼ି ଚାଲିଛି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ପଲସଦା ଗାଁରୁ ଏଠି ସାମ୍ବାଦିକ ଙ୍କୁ ଆକ୍ରମଣ ନକରି ତାଙ୍କୁ ଅପମାନିତ କରିବା ସହ ଅସଭ୍ୟ ଭାଷାରେ ଗାଳଗୁଲଜ କରିବା ସହ ତାଙ୍କ ବୁମଙ୍କୁ ଟାଣି ଫିଙ୍ଗି ଦେଇଛନ୍ତି ଜଣେ ପ୍ରକ୍ସି ସରପଞ୍ଚ। ବୁମ ଫିଙ୍ଗି ଥିବା ବ୍ୟକ୍ତି ଜଣକ ହେଲେ ପଳସଦା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ କୃଷ୍ଣ ବେହେରା । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ପଳସଦା ଗାଁରେ ଜଗନ୍ନାଥ ପ୍ରକଳ୍ପ ରଥ ଶୋଭାଯାତ୍ରା ଚାଲୁଥିବା ସମୟରେ ସ୍ଥାନୀୟ ପିଇଓଙ୍କ ପ୍ରତିକ୍ରିୟା ଲୋଡିଥିଲେ ଜି୯୯ ଓ ଗାଁ ଗହଳି ଖବର ୱେବ୍ ଚ୍ୟାନେ ର ପ୍ରତିନିଧି ମିନିକେତନ ନାଏକ ପ୍ରତିକ୍ରିୟା ନେଉଥିବା ସମୟରେ ପିଇ ଓ ଜଣକ ମାତାଲ୍ ଥିବା ସ୍ପଷ୍ଟ ଜଣା ପଡୁଛି। ପ୍ରତିକ୍ରିୟା ପିଇଓଙ୍କୁ ମାଗୁଥିଲେ ହେଲେ ଏଥିରେ ରାଗି ଯାଇ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ସାମ୍ବାଦିକଙ୍କ ବୁମ ଟାଣି ଫିଙ୍ଗିଦେଇ ସାମ୍ବାଦିକ ଅନେକ ଭିତ୍ତି ହିନ ପ୍ରଶ୍ନ ପଚାରିଥିଲେ। ଏପାଖରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ସାମ୍ବାଦିକ ଙ୍କ ହାତରୁ ବୁମ ଛଡ଼ାଇବାର ଅଧିକାର ଦେଲାକିଏ ସାମ୍ବାଦିକ ଜଣକ ପିଇଓଙ୍କ ପ୍ରତିକ୍ରିୟା ଲୋଡୁ ଥିବା ସମୟରେ ଏଥିରେ ସରପଞ୍ଚଙ୍କ ସ୍ବାମୀ ହସ୍ତକ୍ଷେପ କରିବା ର କାରଣ କଣ କେଉଁ ସ୍ବାର୍ଥରେ ପିଇଓଙ୍କୁ ସେ ସୁରକ୍ଷା ଦେଉଥିଲେ ତାହା ଏବେ ପ୍ରଶ୍ନବାଚୀ  ଏ ବାବଦରେ ସାମ୍ବାଦକ ଜଣକ ବୋଡ଼େନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବିଭିନ୍ନ ସାମ୍ୱାଦିକ ସଂଗଠନ ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅସୁରକ୍ଷିତ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ପ୍ରକ୍ସୀ ସରପଞ୍ଚ ମାନେ ତାଙ୍କ ମନମୁଖୀ ଚଳାଇ ପାରିବେ ନାହିଁ,ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ କଥା କହୁଥିବା ବେଳେ ପଳସଦାରେ ଏହାର ଖୁଲୁମଖୁଲା ଉଲଂଘନ ହେଉଛି। ଏବଂ ଏହାର ସଦ୍ୟ ଉଦାହରଣ ହେଉଛି ଆଜିର ଘଟଣା ଜଣେ ସାମ୍ବାଦିକ ସ୍ଥାନୀୟ ପଞ୍ଚାୟତ କର୍ମଚାରୀଙ୍କ ସହ କଥାବାର୍ତ୍ତା ସମୟରେ ସରପଞ୍ଚ ବଦଳରେ ତାଙ୍କ ସ୍ବାମୀ ଦାଦାଗିରି କରିବା ହାସ୍ୟାସ୍ପଦ ଘଟଣା ଏହାକୁ ନେଇ ସାମ୍ବାଦିକ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଆଜି ଜିଲ୍ଲା ବିଭିନ୍ନ ସଂଘର ଶତାଧିକ ସାମ୍ବାଦିକ ବୋଡ଼େନ ଥାନା ଅଧିକାରୀ ଓ ବୋଡ଼େନ ବିଡ଼ିଓଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ  ସହ ପୀଡ଼ିତା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ସମୂହ ସାମ୍ବାଦିକ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସମୂହ ସାମ୍ବାଦିକ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like