-+91-9937148622 |

prerana_bgr@rediffmail.com |

  Tuesday 14th July 2026 |

| | | |

R.N.I. Regd No. ODIODI/2010/46693

Breaking News

ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||     

HOME   ଜିଲ୍ଲା

ଡୁଙ୍ଗୁରିପାଲି ବ୍ଲକରେ ଟଙ୍କା ହେରଫେର , ଗୋଟିଏ ଏକାଉଣ୍ଟକୁ ବାରମ୍ବାର ଟଙ୍କା ପଠାଯାଇ ଭାଗବଣ୍ଟା କରାଯାଉଥିବା ଅଭିଯୋଗ,  ଟଙ୍କା ନଦେବାରୁ ଥାନାର ଧମକ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ,ସମାଜ ହାତରେ ଟଙ୍କା ଫେରସ୍ତ ଚିଠି

30-Dec-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାମ ଅଥବା ଅନ୍ୟାନ୍ୟ କାର୍ଯ୍ୟାରେ ପ୍ରଦାନ କରାଯାଉଥିବା ଟଙ୍କା ହେରଫେର ହେଉଥିବା ଅଭିଯୋଗ ହେଉଅଛି । ଜଣକ ନାମରେ କୌଣସି ଯଥାର୍ଥ ନଥାଇ ବାରମ୍ବାର ତାଙ୍କ ଆକାଉଣ୍ଟରେ ଟଙ୍କ ପଠାଯାଇ ପରେ ଉକ୍ତ ଟଙ୍କାକୁ ମିଳିମିଶି ଭାଗବଣ୍ଟା କରୁଥିବା ଭଲି ଗୁରୁତର ଘଟଣା ଦେଖିବାକୁ ମିଳେ । ମିଳିଥିବା ଅଭିଯୋଗରୁ ଜଣାଯାଏ  ଶୁଖା ଗ୍ରାମର ସରୋଜ କୁମାର ପଧାନଙ୍କ ନାମରେ ଥିବାବ୍ୟାଙ୍କ ଆକାଉଣ୍ଟ ନଂ. ୩୫୭୮୦୪୬୦୯୩୫ରେ ଭୁଲରେ  ଡୁଙ୍ଗୁରିପାଲି ବ୍ଲକ ସରକାରୀ ଏକାଉଣ୍ଟରୁ ୩୧ହଜାର୩ଶହ୪୦ଟଙ୍କା ଯାଇଥିବା କାର୍ଯ୍ୟାଳୟ ପକ୍ଷରୁ ୭ଦିନ ମଧ୍ୟରେଟଙ୍କା ଫେରସ୍ତ ପାଇଁ  ପତ୍ର ସଂଖ୍ୟା୫୨୮୫ ତା.୩୦.୧୧.୨୦୨୩ରେ ସରୋଜ ପଧାନକୁ ପ୍ରଦାନ କରାଯାଇଛି ।  ଉକ୍ତ ଟଙ୍କା ଫେରସ୍ତ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଛି । ଉକ୍ତ ଟଙ୍କା ୧୯.୧୦.୨୦୨୩ରେ ଗଜମାଲ ଗ୍ରାମରେ ୪ର୍ଥ ଏସଏଫସି ଯୋଜନାରେ ୨ଟି ବିଦ୍ୟୁତ କାମ  ପିଏସ ସିଆର ନଂ.୫୩/୧୯-୨୦ରେ କରାଯାଇଥିବା ସେଥିରେ ଉଲ୍ଲେଖ ରହିଛି ।  ହିତାଧିକାରୀଙ୍କ ଏକାଉଣ୍ଟକୁ ଗତ   ୪୦ଦିନ ହେବ ଯାଇଥିଲେ ମଧ୍ୟ  ବର୍ତ୍ତମାନ ଟଙ୍କା ଫେରସ୍ତ ଉପରେ କାହିଁକି ଜୋର ଦିଆଯାଉଛି । ଏ ସଂପର୍କରେ ସରୋଜ ପଧାନ ପ୍ରକାଶ କରିଛନ୍ତି ଯେ, ମୋ ଏକାଉଣ୍ଟକୁ ଟଙ୍କା ଆସିଛି । ମୋର ଜ୍ୱର ହେବାର ମୁଁ ଆସି ପାରି ନଥିଲି । ପ୍ରଥମେ ଏହା ସରକାରୀ ଯୋଜନାରେ ମାଗଣ ଆସିଥିବ ଭାବି ଉଠାଇ ଦେଛି । ପରେ ଯେତେବେଳ ବ୍ଲକ କମ୍ପୁଟର ଅବିନାଶ ପଣ୍ଡା ମୋତେ ଫୋନ କରି ଏବିଷୟରେ କହିଲେ । ମୁୁଁ ତାକୁ କାହିଁକି  ମୋ ନାରେ ବାରମ୍ବାର ଟଙ୍କା ପଠାଉଛ ବୋଲି କହିଥିଲି ।  ଆଗ ଭଲି ଏଟଙ୍କା ପଠାଇ ଦିଅ ବୋଲି ମୋତେ କହିଥିଲେ ।  ଟଙ୍କା ଫେରସ୍ତ ନ କଲେ ଥାନାର ଧମକ ଦେଖାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଧ୍ୟ ତାଙ୍କର ଏକାଉଣ୍ଟକୁ ୬୦ହଜାର ଟଙ୍କା ପଠାଇଥିଲେ । ଉକ୍ତ ଟଙ୍କାକୁ  ସରୋଜଙ୍କ ପାଖରୁ ଗୁଗୁଲ ପେ ମାଧ୍ୟମରେ ବ୍ଲକ ପାଇଖାନା ବିଭାଗର ବିଆରସି ବିଶ୍ୱନାଥ ସାହୁ ଙ୍କ ଗୁୁଗୁଲ ପେ ଏକାଉଣ୍ଟକୁ ୫୦ହଜାର ଟଙ୍କା ନେଇ ବାକି ଦଶ ହଜାର ଟଙ୍କାକୁ ସରୋଜକୁ ରଖିବାକୁ ସିପି ଶ୍ରୀ ପଣ୍ଡା କହିଥିବା ସରୋଜ ପ୍ରକାଶ କରିଛନ୍ତି । ଉକ୍ତ ୧୦ ହଜାର ଟଙ୍କା ସରୋଜ ପଧାନକୁ କାହିଁକି ଦିଆଗଲା । ସରକାରୀ ଟଙ୍କା ସରକାରୀ ଜମା ଖାତାକୁ ନ ଯାଇ ବିଶ୍ୱନାଥ ସାହୁଙ୍କ ବ୍ୟକ୍ତିଗତ ଜମାଖାତାକୁ କାହିଁକି ଟଙ୍କା ନେଲେ । ବାକି ୧୦ ହଜାର ଟଙ୍କା କାହିଁକି ସରୋଜକୁ ପ୍ରଦାନ କରାଯାଇଛି । କେଉଁ କାମ ପାଇଁ ୬୦ ହଜାର ଟଙ୍କାର ବିଲ କରାଯାଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି । ଆହୁରି ମଧ୍ୟ  ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଏ ଯେ,  ଉକ୍ତ  ୩୧ହଜାର ୩ଶହ ୪୦ଟଙ୍କା କାହିଁକି ସରୋଜ ପଧାନଙ୍କ ଆକାଉଣ୍ଟକୁ ପଠାଗଲା ଓ ଏହି ଟଙ୍କା ଫେରସ୍ତ କରାଯିବାକୁ ସିପି ଅବିନାଶ ପଣ୍ଡାକୁ କାର୍ଯ୍ୟାଳୟ  ପକ୍ଷରୁ ଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଏ ।  ଏଣୁ ବ୍ଲକର ସରକାରୀ ଟଙ୍କା କିଭଳି ଭାବରେ ଅନ୍ୟମାନଙ୍କ ଜମାଖାତାକୁ ପଠାଯାଇ ପରେ ଏହାକୁ ଗୁୁଗୁଲପେରେ ନିଆଯାଇ ଭାଗବଣ୍ଟା କରାଯାଉଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ଆହୁରି ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ଅଚଳବାସୀ ଅପେକ୍ଷା କରିଛନ୍ତି । ଆବାସ ଯୋଜନାର ବୋନସ ଟଙ୍କା ପ୍ରଦାନରେ ମଧ୍ୟ ଏଭଳି ଅଭିଯୋଗ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଏ ସଂପର୍କରେ ବିଆରସି ବିଶ୍ୱନାଥ ସାହୁଙ୍କୁ ପଚାରିବାରୁ ସରୋଜ ପଧାନଙ୍କ ଆକାଉଣ୍ଟକୁ ବର୍ଷେ ତଳେ ୬୦ ହଜାର ଟଙ୍କା ପଠାଯାଇଥିଲା । ଉକ୍ତ ଟଙ୍କା ସେ ମୋତେ ଫେରସ୍ତ କରିଥିବା ପ୍ରକାଶ କରିଥିଲେ । ତାହା ସରକାରୀ ଟଙ୍କା ଅଟେ । ବାକି ୧୦ହଜାର ଟଙ୍କା ତାଙ୍କୁ କାହିଁକି କାଟି ଦିଆଗଲା ସେ ଉପରେ ସେ କୌଣସି ପ୍ରତ୍ରିକ୍ରିୟା ଦେଇ ପାରିନଥିଲେ ।  ବିଡିଓ ରୋହିତ ଭୋଇଙ୍କୁ ପଚାରିବାରୁ ମୁଁ ନୁଆ ହୋଇ ଆସିଛି । ପୂର୍ବର ୬୦ ହଜାର ଟଙ୍କା ବାବଦରେ କିଛି ଜାଣି ନାହିଁ । ବର୍ତ୍ତମାନର ଟଙ୍କା ଫେରସ୍ତ କରିବାକୁ ଚିଠି ଦିଆଯାଇଥିବା ପ୍ରକାଶ କରିଥିବା ବେଳେ ୬୦ ହଜାର ଟଙ୍କା ଉପରେ ତଦନ୍ତ କରାଯିବ ବୋଲି କହିଥିଲେ । ସିପି  ଅବିନାଶ ପଣ୍ଡାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିବାରୁ ତାଙ୍କର ପ୍ରତିକ୍ରୀୟା ଜଣାପଡି ନଥିଲା ।

 


News Comment




Photo in News

Advertisment
Lastest News
ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   14-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର   14-Jul-2026
  ଜିଲ୍ଲା  
ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ   14-Jul-2026
  ଜିଲ୍ଲା  
ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   14-Jul-2026
  ଜିଲ୍ଲା  
ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   14-Jul-2026
  ଜିଲ୍ଲା  
ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   14-Jul-2026
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026
  ଜିଲ୍ଲା  
ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   13-Jul-2026

You Might Also Like