-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ 

13-Jul-2026



ବଲାଙ୍ଗୀର,ତା.୧୩/୦୭/୨୦୨୬:ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ବର୍ଷ ୨୦୨୬-୨୭  ପାଇଁ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ର ମୀନା ମଞ୍ଚ ଏବଂ ନବମ ଓ ଦଶମ ଶ୍ରେଣୀ ର ଛାତ୍ର କ୍ୟାବିନେଟ ଗଠନ ପରେ ମନୋନୀତ ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା।ଶୃଙ୍ଖଳା,ସ୍ୱାସ୍ଥ୍ୟ, ସାଂସ୍କୃତିକ, କ୍ରୀଡ଼ା,ପରିବେଶ,ପୁସ୍ତକାଳ ୟ ଓ ଶିକ୍ଷା ଭଳି ବିଭାଗ ପାଇଁ ମନ୍ତ୍ରୀ ଓ ଉପ ମନ୍ତ୍ରୀ ଚୟନ କରାଯାଇଥିଲା।ସମ୍ପୃକ୍ତ ବିଭାଗର କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା ସହ ସେମାନେ ବିଦ୍ୟାଳୟର ଶୃଙ୍ଖଳା ରକ୍ଷା,ସ୍ୱଚ୍ଛତା, ସହପାଠୀ ମାନଙ୍କ ମଧ୍ୟରେ ସହଯୋଗ ଭାବନା ସୃଷ୍ଟି ଏବଂ ବିଭିନ୍ନ ସହପାଠ୍ୟ କାର୍ଯ୍ୟକଳାପରେ ସକ୍ରୀୟ ଭୂମିକା ଗ୍ରହଣ କରିବେ।ମୀନା

ମଞ୍ଚରେ ମୁଖ୍ୟମନ୍ତ୍ରୀ-ପ୍ରତ୍ୟୁଷା ରାଣୀ ବେହେରା,ଉପ-ମୁଖ୍ୟମନ୍ତ୍ରୀ ଦିପ୍ତିମୟୀ ପ୍ରଧାନ,ଶିକ୍ଷାମନ୍ତ୍ରୀ-ଶ୍ଵେତାଞ୍ଜଳି ମୁଗ୍ରୀ,ଉପ-ଶିକ୍ଷା ମନ୍ତ୍ରୀ ଶ୍ରୀୟାରାଣୀ ନାଏକ,ସ୍ୱାସ୍ଥ୍ୟ ମନ୍ତ୍ରୀ-ହୃଦୟା ନନ୍ଦ,ଉପ-ସ୍ୱାସ୍ଥ୍ୟ ମନ୍ତ୍ରୀ ସିଦ୍ଧି ସାହୁ,ଖାଦ୍ୟ ମନ୍ତ୍ରୀ-ଜ୍ୟୋତିର୍ମୟୀ ସ୍ୱାଇଁ,ଉପ-ଖାଦ୍ୟ ମନ୍ତ୍ରୀ ଶୁଚିସ୍ମିତା ସାହୁ,ସଂସ୍କୃତି ମନ୍ତ୍ରୀ ରିୟାଞ୍ଜଳି ସ୍ୱାଇଁ,ଉପ-ସଂସ୍କୃତି ମନ୍ତ୍ରୀ ସିମରନ ନାଏକ,ପରିବେଶ ମନ୍ତ୍ରୀ-ଅପର୍ଣ୍ଣା ସୁନା,ଉପ-ପରିବେଶ ମନ୍ତ୍ରୀ ସିମରନ ବେହେରା,କ୍ରୀଡ଼ାମନ୍ତ୍ରୀ -ସୁଶ୍ରୀ ସାଗରୀକା ଜେନା,ଉପ-କ୍ରୀଡ଼ା ମନ୍ତ୍ରୀ ଆରୋହୀ ଛତ୍ରିଆ ମନୋନୀତ ହୋଇଥିବା ବେଳେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କ କ୍ୟାବିନେଟ ରେ ମୁଖ୍ୟମନ୍ତ୍ରୀ-ଅମନ୍ନାଲାଲ ଶତପଥୀ,ଉପ-ମୁଖ୍ୟମନ୍ତ୍ରୀ ଅର୍ଚ୍ଚନା ବେହେରା,କ୍ରୀଡ଼ା ମନ୍ତ୍ରୀ-ସୁହାନୀ ନାଏକ,ଉପ-କ୍ରୀଡ଼ା ମନ୍ତ୍ରୀ ପ୍ରାଚୁର୍ଯ୍ୟା ମାହାଣା,ପରିବେଶ ମନ୍ତ୍ରୀ-ଈଶା ବହିଦାର,ଉପ-ପରିବେଶ ମନ୍ତ୍ରୀ ଆରାଧ୍ୟା କବାଟ,ସଂସ୍କୃତି ମନ୍ତ୍ରୀ-ଲୋପାମୁଦ୍ରା ବାଗ,ଉପ-ସଂସ୍କୃତି ମନ୍ତ୍ରୀ ସୁଲଗ୍ନା ବକୁଳ,ଖାଦ୍ୟ ମନ୍ତ୍ରୀ -ଶ୍ରୀୟା ସାହୁ,ଉପ-ଖାଦ୍ୟମନ୍ତ୍ରୀ ଅର୍ପିତା ସିଂ ନିନା,ସ୍ୱାସ୍ଥ୍ୟ ମନ୍ତ୍ରୀ-ଶିଖା ମିଶ୍ର,ଉପ-ସ୍ୱାସ୍ଥ୍ୟ ମନ୍ତ୍ରୀ ରୀୟା ନନ୍ଦ,ଶିକ୍ଷା ମନ୍ତ୍ରୀ-ଦମୟନ୍ତୀ ଖୁଆସ,ଉପ-ଶିକ୍ଷା ମନ୍ତ୍ରୀ ସୁସ୍ମିତା କୁମ୍ଭାର ମନୋନୀତ ହୋଇଥିଲେ।ଏହି ଅବସରରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ରେ ମନୋନୀତ ସମସ୍ତ ମନ୍ତ୍ରୀ ଓ ଉପ-ମନ୍ତ୍ରୀ ମାନଙ୍କୁ ନିଜ ନିଜ ବିଭାଗର ଦାୟିତ୍ୱ,ସଚ୍ଚୋଟତା,ନିଷ୍ଠା ଓ ଦାୟିତ୍ୱବୋଧର ସହିତ ସଠିକ ଭାବେ ନିର୍ବାହ କରିବା ସହ ବିଦ୍ୟାଳୟ ର ଶୃଙ୍ଖଳା,ସ୍ୱଚ୍ଛତା ଓ ସାମଗ୍ରିକ ବିକାଶ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସେଵାଶ୍ରୀ ଭୋଇ ଛାତ୍ରୀମାନଙ୍କୁ ଦାୟିତ୍ୱବାନ,ଶୃଙ୍ଖଳିତ ଏବଂ ସେବାଭାବୀ ନେତୃତ୍ୱ ଗଢ଼ି ତୋଲିବାକୁ ଆହ୍ୱାନ କରିଥିଲେ।ଏଭଳି ଛାତ୍ର ନେତୃତ୍ୱ ବ୍ୟବସ୍ଥା ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦାୟିତ୍ୱବୋଧ ଓ ନେତୃତ୍ୱ ଦକ୍ଷତା ବୃଦ୍ଧି କରିବା ସହ ସେମାନଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ନିଜ ବକ୍ତବ୍ୟରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ଦାୟିତ୍ୱବୋଧ ଓ ସାମାଜିକ ଚେତନା ର ବିକାଶ ଘଟିବା ସହ ବିଦ୍ୟାଳୟ ର ସାମଗ୍ରିକ ବିକାଶରେ ସେମାନଙ୍କ ସକ୍ରୀୟ ସହାଭାଗିତା ସୁନିଶ୍ଚିତ ହେବ ବୋଲି ମତବ୍ୟକ୍ତ କରିଥିଲେ।ଶିକ୍ଷକ ସୁରେଶ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ନୂତନ ନାୟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ।ଶିକ୍ଷୟତ୍ରୀ ଯାଜ୍ଞସିନୀ ମହାପାତ୍ର,ରଶ୍ମିତା ଦାଶ,ସୌମ୍ୟାଶ୍ରୀ ସାହୁ,ଦେବସ୍ମିତା ପାଣିଗ୍ରାହୀ,ପ୍ରଜ୍ଞା ପରମିତା ବଘାର,ସଂଗୀତା ସାହୁ,ଲିଜା ସାହୁ,ସୋମନାଞ୍ଜଳି ସାହୁ,ସ୍ୱରୂପା ହୋତା,ଧାରାଶ୍ରୀ ଧୀମହୀ ବେହେରା,ବିନ୍ଦୁରେଖା ସାହୁ,ଜସ୍ମିନ ସାହୁ,ଲିଲି ଭୋଇ,ସ୍ୱରଞ୍ଜିକା ରାଉତ,ରଶ୍ମିରେଖା ବାଗ,ରଶ୍ମିତା ହୋତା,ପୂଜା ଦାସ, ଜ୍ୟୋତିର୍ମୟୀ ପୁଝାହାରୀ, ସନ୍ତୋଷିନୀ ତାଣ୍ଡି,ତାରକାନ୍ତୀ ସାଏ,ଅଂଶୁ ସାହାଣୀ,ନମିତା କର,ଏକଲବ୍ୟ ଚନ୍ଦନ,ରଞ୍ଜିତ ମିଶ୍ର,ହରି ଖେତୀ,ମୁରର୍ଜିତ ମହାନନ୍ଦ,ନୃସିଂହ ମାଝୀ ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like