-+91-9937148622 |

prerana_bgr@rediffmail.com |

  Tuesday 14th July 2026 |

| | | |

R.N.I. Regd No. ODIODI/2010/46693

Breaking News

ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||     

HOME   ଜିଲ୍ଲା

ହାଉସସର୍ଜନ ଡାକ୍ତରଙ୍କୁ ଆକ୍ରମଣ ଘଟଣା.. ଦୁଇ ଅଭ୍ୟାସଗତ ଅପରାଧୀ ଗିରଫ ପରେ କୋର୍ଟଚାଲାଣ,ପୂର୍ବରୁ ମଧ୍ୟ ରହିଛି ଡକାୟତି ମାମଲା

30-Dec-2023



ବଲାଙ୍ଗୀର,-ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ହାଉସସର୍ଜନ ଡାକ୍ତର ଡ.ବିଶ୍ୱରଂଜନ ସାହୁଙ୍କୁ ଗୁରୁବାର ଦିନ ସଂଧ୍ୟାରେ ଲାଲଟିକ୍ରାଠାରେ ଦୁଇଜଣ ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ଘଟଣାକୁ ନେଇ ଗତଦୁଇ ହେଲା ହାଉସସର୍ଜନମାନେ କାର୍ଯ୍ୟବନ୍ଦ କରି ଧାରଣା ଦେଇ ଆନ୍ଦୋଳନ କରିଥିଲେ । ତେବେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେହି ଦୁଇଜଣ ଅଭିଯୁକ୍ତଙ୍କୁ କନ୍ଧମାଳରୁ ଯାଇ ଧରି ଗିରଫ କରିଥିବା ଆଜି ପୋଲିସ ସୂଚନା ଦେଇଛି । ସ୍ଥାନୀୟ ଟାଉନଥାନାଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସଦର ଏସଡିପିଓ ତୁଫାନ ବାଘ ଏନେଇ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟ ଡାକ୍ତରଙ୍କୁ ଆକ୍ରମଣ ମାମଲା ରହିଥିବା ସହ ପୂର୍ବରୁ ମଧ୍ୟ ସେମାନଙ୍କ ନାମରେ ଡକାୟତିକେସ ରହିଥିବା ପୋଲିସ ସୂଚନା ଦେଇଛି । ଏହି ଦୁଇ ଅଭିଯୁକ୍ତଙ୍କୁ ଏନଏସଏରେ ବୁକ କରାଯିବାକୁ କୁହାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଚଟିଆପାଲିପଡାର ସମୀର ବଡମାଲି ଓ ଶାନ୍ତିପଡାର ଲିପୁନ ଓରଫ ରାଜୁ ସାହୁ ବୋଲି ଜଣାଯାଇଛି । ମୁଖ୍ୟ ଅଭିଯୁକ୍ତ ସମୀର ତାଙ୍କ ସ୍ତ୍ରୀକୁ ଡାକ୍ତରଖାନାକୁ ଦେଖାଇବାକୁ ଯାଇଥିଲେ । କିନ୍ତୁ ସେଠାରେ ଥିବା ଡ.ବିଶ୍ୱରଂଜନ ସାହୁ କୁଆଡେ ଚିକିତ୍ସାରେ ଅବହେଳା କରିଥିଲେ । ଫଳରେ ସେତେବେଳେ ସମୀର ଡାକ୍ତରଙ୍କ ସହିତ ଉଚ୍ଚବାଚ ହୋଇଥିଲେ । ସେହି ଘଟଣାକୁ ନେଇ ସଂଧ୍ୟାରେ ଡାକ୍ତର ହ ଷ୍ଟେଲକୁ ଫେରିବା ବେଳେ ଲାଲଟିକ୍ରାଠାରେ ତାଙ୍କୁ ଅଟକାଇ ସମୀର ଓ ତାର ସହ ଯୋଗୀ ଲିପୁନ ମାଡମାରିଥିଲେ । ଏହି ଘଟଣାକୁ ନେଇ ଡାକ୍ତରମାନେ ଉଦବେଗ ପ୍ରକାଶ କରିଥିଲେ ଓ ଆନ୍ଦୋଳନ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଡାକ୍ତରଙ୍କୁ ସୁରକ୍ଷା ଦିଆଯିବାକୁ ଦାବି କରିଥିଲେ । ଡ.ବିଶ୍ୱରଂଜନ ସାହୁଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନଥାନାରେ ମାମଲା ନମ୍ବର-୭୪୦/୨୦୨୩ ଦଫା ୩୪୧/୨୯୪/୩୨୩/୩୨୪/୩୦୭/୩୪ ଆଇପିସି ଓ ୩ ମେଡିକାଲ କର୍ମଚାରୀଙ୍କୁ ଦୁର୍ବବ୍ୟହାର(୨୦୦୮)ରେ ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତ ଟିମରେ ଆଇଆଇସି ବିଶ୍ୱଜିତ ମନବୋଧ,ଆଇଆଇସି ଅନୀତା ପଟନୀଆ,ଏସଆଇ ଏସ.କେ.ବାରିକ,ଏମ.ମଲ୍ଲିକ,ଏ.ନାୟକ,ଏ.ସାମଲ,ଏଏସଆଇ ଏଚ.କେ.ମିଶ୍ର,କେ.ମାଝୀ,ବି.ଦେହେରି,ବି.ଭୋଇ,କେ.ପାଣ୍ଡେ,ଟି ଭୁମିଆ ଓ କନଷ୍ଟବଲ ଏସ.ସାହୁ ସାମିଲ ଥିଲେ । ଗତ ୨୦୧୯ ମସିହାରେ ଟାଉନଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ମାମଲା ଏହି ଦୁଇଜଣ ଅଭିଯୁକ୍ତ ସାମିଲ ଥିଲେ । ସେତେବେଳେ କେସନମ୍ବର-୫୧୧/୨୦୧୯ ଦଫା ୩୯୫/୩୨୪/୧୨୦(ବି) ଆଇପିସିରେ ସାମିଲ ଥିଲେ ଓ ଗିରଫ ହୋଇ ଜେଲ ଯାଇଥିଲେ ବୋଲି ଏସଡିପିଓ ଶ୍ରୀ ବାଘ ସୂଚନା ଦେଇଛନ୍ତି । 


News Comment




Photo in News

Advertisment
Lastest News
ନାଗରିକ କମିଟୀ କୁ ରାଜନୀତି ର ଉର୍ଦ୍ଧରେ ରଖାଯାଉ   14-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର   14-Jul-2026
  ଜିଲ୍ଲା  
ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ   14-Jul-2026
  ଜିଲ୍ଲା  
ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   14-Jul-2026
  ଜିଲ୍ଲା  
ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   14-Jul-2026
  ଜିଲ୍ଲା  
ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   14-Jul-2026
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026
  ଜିଲ୍ଲା  
ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   13-Jul-2026

You Might Also Like