-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2023
ବଲାଙ୍ଗିର (ଚିତ୍ରସେନ ବେହେରା ): ଗତ ରାତ୍ରି ଅଧରେ ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଠାରେ ପିକ ଅଫ ଭେନ ଧକ୍କା ଦେଲା ଡମ୍ଫରକୁ l ହେଲେପର ଗୁରୁତର ହୋଇ ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାରୁ ପ୍ରକାଶ ଯେ , ଆଜି ସକାଳୁ ଏକ ପିକ୍ ଅଫ୍ ଭେନ ରେ ଚପଲ ବୋଝାଇ ହୋଇ କଟକରୁ ବଲାଙ୍ଗିରକୁ ଆସୁଥିବା ସମୟରେ ବଲାଙ୍ଗିର ଜିଲ୍ଲା ରଣ୍ଡା ଛକ ନିକଟରେ
ତାଙ୍କ ସାମ୍ନାରେ ଯାଉଥିବା ଏକ ଡମ୍ଫର୍ ଗାଡି ହଠାତ ବ୍ରେକ ମାରି ଦେଇ ଥିଲେ l ସାମାନ୍ୟ ଅସାବଧାନତା ଯୋଗୁଁ ପିକ୍ ଅଫ୍ ଭେନ ଟି ଡମ୍ଫର୍ ର ପଛ ପଟେ ବହୁତ୍ ଜୋର୍ ରେ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଗାଡ଼ିରେ ବସି ଥିବା ହେଲ୍ପର ନନ୍ଦୁ କୁମ୍ଭାରଙ୍କ ମୁଣ୍ଡ ଆଉ ମୁହଁରେ ଗଭୀର ଆଘାତ ଲାଗିଥିଲା l ସ୍ଥାନୀୟ ଲୋକେ ଗୁରୁତର ଆହାତ ନନ୍ଦୁ କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରିଥିଲେ