-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
22-Dec-2023
(କେଶବ ମେହେର) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମ ପଞ୍ଚାୟତ ଠାରେ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭା କାର୍ଯ୍ୟ ଦେପୁର୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଉରମିଲା ଜାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ଭି ଆର ପି ଶ୍ରୀମତୀ ଅନୁଷ୍କା ସ୍ଵାଇ,ଶ୍ରୀମତୀ ସୁରଚି ନାଏକ,ଶ୍ରୀମତୀ ବିଶାଖା ସୁନାନୀ ଓ ଜି ଆର୍ ଏସ ଶ୍ରୀ ବସନ୍ତ କୁମାର ସା,ଏବଂ ଗ୍ରାମ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା,ଙ୍କ ସହ ଉକ୍ତ ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମରୁ ସମସ୍ତେ ଆସି ଯୋଗଦେଇଥିଲେ ।ଉକ୍ତ ଗ୍ରାମ ପଞ୍ଚାୟତ ସମସ୍ତ କାର୍ଯ୍ୟ କ୍ରମ ଉପରେ ଆଲୋଚନା କରିଥିଲେ ଓ ସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।