-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||      ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   (29-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (29-Mar-2026)       ||      ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   (29-Mar-2026)       ||      ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   (29-Mar-2026)       ||      ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   (29-Mar-2026)       ||      ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      କୁସଙ୍ଗ କଲେଜ ଅଧ୍ୟକ୍ଷ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (28-Mar-2026)       ||      *ପୌର ପରିଷଦ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ*- *ଡେମୋ ଦେଖାଇଲେ ଏ ଡି ଏମ୍ ଅଞ୍ଜଳୀନା ପଧାନ*-   (28-Mar-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    (28-Mar-2026)       ||      *ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      *ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ    (28-Mar-2026)       ||     

HOME   ରାଜ୍ୟ

ଜଳବାୟୁ ପରିବର୍ତ୍ତନ ଓ ଚାଷ ଶୀର୍ଷକ କର୍ମଶାଳା

18-Dec-2023



ବଲାଙ୍ଗୀର(ପ୍ରେରଣା ଖବର ): ପୁଇଁତଲା ବ୍ଳକ ଅନ୍ତର୍ଗତ ମଲମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜଳବାୟୁ ପରିବର୍ତ୍ତନ ଓ ଚାଷ ସଂପର୍କୀତ ଏକ କର୍ମଶାଳା ସ୍ବେଚ୍ଛାସେବୀ ସଙ୍ଗଠନ ମୁକ୍ତି ତରଫରୁ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇସିଏଆର୍ ସିଆଇଡବ୍ଳୁ ଭୁବନେଶ୍ବରର ବୈଞାନିକ ଡ ଅରୁଣ ପଣ୍ଡା, ବଲାଙ୍ଗୀର କୃଷି ବିଞାନ କେନ୍ଦ୍ର ମୁଖ୍ଯ ଡ ସତ୍ଯମୟ ଶତପଥି, ସାମ୍ବାଦିକ ତଥା କୃଷକ ଉତ୍ପାଦକ କମ୍ପାନୀର ମୋତିଲାଲ ମିଶ୍ର, ସାମ୍ବାଦିକ ସୁଧିର କୁମାର ମିଶ୍ର, ଅଗ୍ରଣୀ ଚାଷୀ ତଥା କୃଷକ ଉତ୍ପାଦକ କମ୍ପାନୀ ନିର୍ଦ୍ଦେଶକ ମଧୁସୂଦନ କ୍ଷେତି ଓ ମୁକ୍ତି ସଭାପତି ସତିଶ ବକ୍ତବ୍ଯ ରଖିଥିଲେ। ହାଇସ୍କୁଲ

ଛାତ୍ରଛାତ୍ରୀ, ମହିଳା ସ୍ଵୟଂ ସହାୟକ ସଭ୍ୟା ଓ ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ଚାଷୀ ଯୋଗଦାନ କରିଥିଲେ। ପରିବର୍ତ୍ତନ ସୁନିଶ୍ଚିତ ଏବଂ ଜଳବାୟୁ ପରିବର୍ତ୍ତନ ଅନେକ ସମସ୍ୟାର କାରଣ। କିନ୍ତୁ ଖାପ ଖୁଆଇ ଚଳିବା ସହ ଜଳବାୟୁ ଉପଯୋଗୀ ଚାଷ ସମୟର ଆବଶ୍ୟକ। ଏଣୁ ନୂତନ ଞାନକୌଶଳ, ଯନ୍ତ୍ରପାତିର ବ୍ୟବହାର, ବିହନ ତଥା ପରିବେଶ ଅନୁକୂଳ ଓ ବଜାର ଚାହିଦା ମୁତାବକ ଚାଷ ସହ ମହିଳାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   29-Mar-2026
  ଜିଲ୍ଲା  
ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2026
  ଜିଲ୍ଲା  
*ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   29-Mar-2026
  ଜିଲ୍ଲା  
ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
*ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   29-Mar-2026
  ଜିଲ୍ଲା  
କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ   29-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   29-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   29-Mar-2026
  ଜିଲ୍ଲା  
ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   29-Mar-2026
  ଜିଲ୍ଲା  
ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   29-Mar-2026
  ଜିଲ୍ଲା  
ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   29-Mar-2026

You Might Also Like