-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||      ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   (29-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (29-Mar-2026)       ||      ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   (29-Mar-2026)       ||      ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   (29-Mar-2026)       ||      ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   (29-Mar-2026)       ||      ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      କୁସଙ୍ଗ କଲେଜ ଅଧ୍ୟକ୍ଷ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (28-Mar-2026)       ||      *ପୌର ପରିଷଦ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ*- *ଡେମୋ ଦେଖାଇଲେ ଏ ଡି ଏମ୍ ଅଞ୍ଜଳୀନା ପଧାନ*-   (28-Mar-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    (28-Mar-2026)       ||      *ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      *ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ    (28-Mar-2026)       ||     

HOME   ଜିଲ୍ଲା

ଉଲୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

18-Dec-2023



ସୁବର୍ଣ୍ଣପୁର,  (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ  ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ପାଢ଼ୀ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୧ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୧୮ ଗୋଟି  ଗ୍ରହଣ କରାଯାଇଥିବା ବେଳେ ୩ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି l ଗୋଟିଏ ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ନିମନ୍ତେ ଗ୍ରହଣ କରାଯାଇଛି l ୬ ଗୋଟି ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା  ବେଳେ ଅନ୍ୟ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଉଲୁଣ୍ଡା ବ୍ଲକ  ଅନ୍ତର୍ଗତ ଦୁଇ ଜଣଙ୍କୁ ବିଧବା ଭତ୍ତା @500/-ଓ ୩ ଜଣଙ୍କୁ ପରିବାର କଲ୍ୟାଣଯୋଜନା ରେ @ 20000/ - ଲେଖାଏଁ ର ଆର୍ଥିକ ସହାୟତା ରାଶି ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ବିଡିଓ, ଉଲୁଣ୍ଡା କରିଶ୍ମା  ବେଶ୍ରା  ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ  ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା  ନିର୍ବାହୀ ଅଧିକାରୀ ଅଶ୍ଵିନି ମେହେର,
ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି , ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ରମେଶ ଚନ୍ଦ୍ର ସ୍ୱାଇଁ , ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ, ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ,ଜିଲ୍ଳା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ତହସିଲଦାର ଉଲୁଣ୍ଡା ଦିଲ୍ଲିପ ମାଝି ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   29-Mar-2026
  ଜିଲ୍ଲା  
ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2026
  ଜିଲ୍ଲା  
*ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   29-Mar-2026
  ଜିଲ୍ଲା  
ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
*ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   29-Mar-2026
  ଜିଲ୍ଲା  
କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ   29-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   29-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   29-Mar-2026
  ଜିଲ୍ଲା  
ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   29-Mar-2026
  ଜିଲ୍ଲା  
ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   29-Mar-2026
  ଜିଲ୍ଲା  
ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   29-Mar-2026

You Might Also Like