-+91-9937148622 |

prerana_bgr@rediffmail.com |

  Wednesday 1st April 2026 |

| | | |

R.N.I. Regd No. ODIODI/2010/46693

Breaking News

ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ    (01-Apr-2026)       ||      *ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   (01-Apr-2026)       ||      *ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   (01-Apr-2026)       ||      ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   (01-Apr-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (01-Apr-2026)       ||      ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||      ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   (31-Mar-2026)       ||      ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (31-Mar-2026)       ||      ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା    (31-Mar-2026)       ||      ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ    (31-Mar-2026)       ||      ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   (31-Mar-2026)       ||      ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   (31-Mar-2026)       ||      ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   (31-Mar-2026)       ||      ଏକ ଦିବସୀୟ ଜାତୀୟ କାର୍ଯ୍ୟଶାଳା ଅନୁଷ୍ଠିତ   (31-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ    (31-Mar-2026)       ||      ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା*   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଆତ୍ମରକ୍ଷା ତାଲିମ୍ ଝିଅମାନଙ୍କ ପାଇଁଏକ କବଚ ସଦୃଶ? ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ    (31-Mar-2026)       ||      ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   (31-Mar-2026)       ||     

HOME   ଜିଲ୍ଲା

ବିଲେଇସର୍ଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦ୍‌ଯାପିତ

16-Dec-2023



ବଲାଙ୍ଗିର(ପ୍ରେରଣା ଖବର)- ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚାଲିଥିବା ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହେଲେ ଯୁବ ଓଡିଶା ନବୀନ ଓଡିଶାର ଉଦ୍ଦେଶ୍ୟ ସାଧିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ଙ୍କ ତତ୍ତ୍ୱାବଧାନରେ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଯାତ୍ରା, ସଫେଇ ଅଭିଯାନ ଭଳି ବିଭିନ୍ନ ଜନହିତକର ପଦକ୍ଷେପ ସପ୍ତାହ ବ୍ୟାପୀ ଆୟୋଜନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇ କ୍ରୀଡା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଯୁବ ବର୍ଗଙ୍କ ଅଂଶଗ୍ରହଣ କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ମୁଖ୍ୟ ବକ୍ତାଭାବେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର ଯୋଗ ଦେଇ ଆମର ଆଚରଣ ଶିଷ୍ଟ ହେଲେ ଆମେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିବା ବୋଲି କହିପାରିବା ବୋଲି କହିବା ସହ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍ତମ ଆଚରଣ ଶିକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ଇଂରାଜୀ ଅଧ୍ୟାପିକା ନିରୁପମା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଚୈତନ୍ୟ ଦଣ୍ଡସେନା, ଇତିହାସ ଅଧ୍ୟାପକ ରୁଦ୍ରଧର ତ୍ରିପାଠି, ରାଜନୀତି ବିଜ୍ଞାନ ଅଧ୍ୟାପକ ବୈବସୁତ ବିଶ୍ୱାଲ, ଶିକ୍ଷା ଅଧ୍ୟାପକ ନିଳାଚଳ ତ୍ରିପାଠି, କ୍ରିଡା ଶିକ୍ଷକ ମିତ୍ରଭାନୁ ବିଶ୍ୱାଲ, ଗ୍ରନ୍ଥାଗାର ସହାୟକ ଭୁବନେଶ୍ୱର ମହାକୁର, ବରିଷ୍ଠ କିରାଣୀ ସନ୍ତୋଷ ପ୍ରଧାନ, କନିଷ୍ଠ କିରାଣୀ ବନମାଲି ସା, ଶିକ୍ଷା କର୍ମଚାରୀ ହୃଷିକେଶ ମେହେର, ନନ୍ଦଲାଲ ଭାଟି, ପ୍ରସନ୍ନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହରଭଙ୍ଗା ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   01-Apr-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   01-Apr-2026
  ଜିଲ୍ଲା  
*ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   01-Apr-2026
  ରାଜ୍ୟ  
ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   01-Apr-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   01-Apr-2026
  ଜିଲ୍ଲା  
ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର   31-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   31-Mar-2026
  ଜିଲ୍ଲା  
ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   31-Mar-2026
  ଜିଲ୍ଲା  
ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା   31-Mar-2026
  ଜିଲ୍ଲା  
ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ   31-Mar-2026
  ଜିଲ୍ଲା  
ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   31-Mar-2026

You Might Also Like