-+91-9937148622 |

prerana_bgr@rediffmail.com |

  Wednesday 1st April 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   (01-Apr-2026)       ||      *ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   (01-Apr-2026)       ||      ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   (01-Apr-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (01-Apr-2026)       ||      ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||      ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   (31-Mar-2026)       ||      ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (31-Mar-2026)       ||      ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା    (31-Mar-2026)       ||      ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ    (31-Mar-2026)       ||      ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   (31-Mar-2026)       ||      ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   (31-Mar-2026)       ||      ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   (31-Mar-2026)       ||      ଏକ ଦିବସୀୟ ଜାତୀୟ କାର୍ଯ୍ୟଶାଳା ଅନୁଷ୍ଠିତ   (31-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ    (31-Mar-2026)       ||      ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା*   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଆତ୍ମରକ୍ଷା ତାଲିମ୍ ଝିଅମାନଙ୍କ ପାଇଁଏକ କବଚ ସଦୃଶ? ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ    (31-Mar-2026)       ||      ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   (31-Mar-2026)       ||      "ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   (31-Mar-2026)       ||     

HOME   ଜିଲ୍ଲା

କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

16-Dec-2023



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ):ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗବଯୋର କ୍ଲଷ୍ଟର ଡାହିମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ଶୁକଦେବ ମହାଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସିଆରସିସି

ମନୋରଞ୍ଜନ ନାଏକ ବୈଠକ ପରିଚାଳନାର ତଥ୍ୟ ଉପସ୍ଥାପନା କରିଥିଲେ |ଏଥିରେ  ମୌଳିକ ଭାଷା ଏବଂ ସଂଖ୍ୟା ଜ୍ଞାନ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ ବିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା |ଏଥିରେ  ପ୍ରଧାନ ଶିକ୍ଷକ ଅରୁଣ କୁମାର ସେଠୀ, ଅଭୟ ମହାଲିକ, ରତନ ଠେଲା, ଯଦୁମଣି କୁଶଳ, ଚିତ୍ତରଞ୍ଜନ ନାଏକ, କୈବଲ୍ୟ ମହାକୁଲ, ସୁରେଶ କୁମ୍ଭାର, ଜନ୍ମ ବଣ୍ଡକି ଓ ଉଦ୍ଧବ ପ୍ରଧାନ ଯୋଗଦେଇ ମତ ଉପସ୍ଥାପନା କରିଥିଲେ | କାନନ ସେଠି ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲାରେ କର୍ମଚାରୀ ଓ ଅଫିସର ନିଲମ୍ବିତ; ଅନ୍ୟ କର୍ମଚାରୀଙ୍କ ପାଇଁ ଚେତାବନୀ*   01-Apr-2026
  ଜିଲ୍ଲା  
*ସୁବର୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ*   01-Apr-2026
  ରାଜ୍ୟ  
ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌କୁ ୨୪ ଘଣ୍ଟିଆ ଆକ୍ସନ୍ ମୋଡ୍‌ରେ ରଖନ୍ତୁ   01-Apr-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   01-Apr-2026
  ଜିଲ୍ଲା  
ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର   31-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   31-Mar-2026
  ଜିଲ୍ଲା  
ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   31-Mar-2026
  ଜିଲ୍ଲା  
ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା   31-Mar-2026
  ଜିଲ୍ଲା  
ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ   31-Mar-2026
  ଜିଲ୍ଲା  
ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   31-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   31-Mar-2026

You Might Also Like