-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
(ମିହିର ଶଙ୍କର ପାତ୍ର)
ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପକନା ଗୁଡା ରେ ପ୍ରଧାନ ଶିକ୍ଷକ ସୁରେଖା ଵାଘ, ସହକାରୀ ଶିକ୍ଷକ ଶର୍ମିଷ୍ଠା ବଳିୟାର ସିଂହ ଓ ଛାତ୍ର ଛାତ୍ରୀ ମାନଙ୍କୁ ଗହଣରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ଯୋଗଦାନ କରି ପିଲାମାନଙ୍କୁ ଏଡ଼ସ ରୋଗ ବାବଦରେ ଆଲୋଚନା ଓ ସଚେତନତା ବାର୍ତ୍ତା ସହ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଡ଼ସ ମୁକ୍ତ ଭାରତ ଦେଶ ଗଠନରେ ଭାଗୀଦାର ହେବା ପାଇଁ ମତ ପୋଷଣ କରିଥିଲେ। ପ୍ରଧାନ ଶିକ୍ଷକ ସମସ୍ତକୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ କୁ ସମାପ୍ତ ଘୋଷଣା କରିଥିଲେ