-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ନୂଆ ଓ ଯୁବ ଓଡ଼ିଶା ଓ ନବୀନ ଓଡିଶା ପକ୍ଷରୁ ସୋନପୁର କଲେଜ ଯୁକ୍ତ ଦୁଇ ବିଭାଗ ସହଯୋଗ ରେ ଆୟୋଜିତ ସୋନପୁର କଲେଜ୍ ଖେଳ ପଡିଆ ଠାରେ ଏଥଲେଟିକ ମିଟ ଅନୁଷ୍ଟିତ ହୋଇ ଯାଇଛି l ଏଥିରେ ୧୦୦, ୨୦୦, ୪୦୦ ମିଟର ରନ, ହାଇ ଜମ୍ପ, ଲଙ୍ଗ ଜମ୍ପ୍, ଡିସ କସ ଥ୍ରୋ, ମ୍ୟାଜିକ ଚେୟାର, ଫୁଟବଲ, ବେଡ ମିନଟନ, ଇତ୍ୟାଦି ସବୁ ଇଭେଣ୍ଟରେ ଖେଳ ହୋଇ ଥିଲା l ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଉପାଧ୍ୟକ୍ଷl ମଲ୍ଲିକା ଦାନୀ, ସମ୍ମାନିତ ଅତିଥି ଭାବରେ କଲେଜ୍ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ,
ଚିଫ୍ ନୋଡାଲ ଅଫିସର ମହେନ୍ଦ୍ର କୁମାର ଦାଶ, ସ୍ପୋର୍ଟସ ନୋଡାଲ ଅଫିସର ଗିରିଶ ବେହେରା, ଅଧ୍ୟାପକ ଶ୍ରୀ ହୋତା, ଦେବେନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇ ପୁରୁଷ ବିଭାଗ ର ଚମ୍ପିୟାନ ରୋହନ ଥପ୍ପା, ଓ ମହିଳା ବିଭାଗ ର ଚମ୍ପିୟାନ ବୀଣାପାଣି ଙ୍କୁ ପୁରସ୍କୃତ କରିଥଲେ l ପିଇଟି ସଞ୍ଜୟ ସାହୁ। ଖେଳ ପରିଚାଳନା କରିଥିବl ବେଳେ ଚନ୍ଦନ ବେହେର, ଅଭିଷେକ ଶର୍ମା, ରୋହନ ସହୁ, ନିଲେସ, ସ୍ବାଗତ ମିଶ୍ର, ରୋହନ ସୁନା, ସୁନୀଲ ଭୋଇ, ଅମିତ୍, ସ୍ବିଟି, ଇତିଶ୍ରୀ, ରାଗନନ୍ଦିନୀ, ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କିଆରିଥିଲେ l