-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||     

HOME   ଜିଲ୍ଲା

ମିଶନ୍ ଶକ୍ତି ପକ୍ଷରୁ ଏମ୍ ବି କେ, ସିଆରପି -ସି ଏମ୍, ବ୍ୟାଙ୍କ୍ ମିତ୍ର ଚୟନ ରେ ଅନିୟମିତତା ଅଭିଯୋଗ

29-Nov-2023



ଚନ୍ଦାହାଣ୍ଡି (ମିହିର ଶଙ୍କର ପାତ୍ର,)
ମିଶନ ଶକ୍ତି ପକ୍ଷରୁ ବ୍ଲକ୍ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟୀକା ଗୋଷ୍ଠୀ ସଦସ୍ୟା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇ ମହିଳା ମାନଙ୍କ ବିକାଶ କୁ ଗୁରୁତ୍ଵ ଦେଇ ଓଡିଶା ସରକାର ଆତ୍ମ ନିଯୁକ୍ତି ସୃଷ୍ଟିକରି ମହିଳା ମାନଙ୍କୁ ନିୟୋଜିତ କରିବା ଲକ୍ଷ୍ୟ ରଖି  ଥିବା ବେଳେ ଗ୍ରାମପଞ୍ଚାୟତ ସ୍ତରରେସି.ଆର.ପି-ସି.ଏମ୍ ,ଏମ୍.ବି.କେ,ବ୍ୟାଙ୍କ ମିତ୍ର ପଦବୀ ପୂରଣ ପାଇଁ ଗତ ମାର୍ଚ୍ଚ 2023 ରେ ଦରଖାସ୍ତ ଆହ୍ଵାନ କରିଥିଲେlତେବେ ଇଚ୍ଛୁକ ପ୍ରାର୍ଥିନୀମାନେ ଏନେଇ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଚନ୍ଦାହାଣ୍ଡି କାର୍ଯ୍ୟାଳୟର ମିଶନ ଶକ୍ତି ଅଧୀନସ୍ଥ ଅଧିକାରୀ ତଥା ବ୍ଲକ୍ ସ୍ତରୀୟ ବି ଏଲ୍ ଏଫ୍ ଙ୍କ ଠିକଣାରେ ଏମ୍ ବି କେ, ସିଆରପି -ସି ଏମ୍,  ବ୍ୟାଙ୍କ୍ ମିତ୍ର ପଦବୀ ପାଇଁ ଆବେଦନ କରିଥିଲେ l ତେବେ ଅଭିଯୋଗ କାରିଣୀ ଙ୍କ କହିବା ଅନୁସାରେ ଉକ୍ତ ପଦବୀ ନିମନ୍ତେ ବିଭାଗ ତରଫରୁ ଆବେଦନ ପତ୍ର କୁ ଭିତ୍ତିକରି ଆବେଦନ ପତ୍ର ଦାଖଲ ପରେ ନିର୍ଦ୍ଧିଷ୍ଟ ଏକ ଦିନ ଆବେଦନକାରୀଙ୍କ ଦରଖାସ୍ତ କୁ ଚୟନ ମାର୍ଗଦର୍ଶିକା ର ନୀତି ନିୟମ ସମୂହ ପ୍ରକାରେ, ମାର୍ଗଦର୍ଶିକା କୁ ଅନୁସରଣ କରି ସମସ୍ତଙ୍କ ଦରଖାସ୍ତ କୁ ଯାଞ୍ଚ କରିବା ନିହାତି ଜରୁରୀ ରହିଥିବା ବେଳେ ନିଯୁକ୍ତିରେ ଆବେଦନକାରୀ  ନିୟମ ଅନୁସାରେ ସେ ଏକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ହୋଇଥିବା ନିହାତି ଆବଶ୍ୟକ ହୋଇଥିବା ବେଳେ ସି.ଆର୍.ପି.ସି.ଏମ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍,  ଏବଂ ଏମ୍.ବି.କେ ଓ ବ୍ୟାଙ୍କ୍ ମିତ୍ର ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରହିଥିଲା l

ତେବେ ଦକ୍ଷତାକୁ ଗୁରୁତ୍ଵ ଦେଇ ଆବେଦନ କାରିଣୀ କେଉଁ ସ୍ଵୟଂ ସହାୟକ ଗୋଷ୍ଠୀ ରେ କେତେଦିନରୁ ରହି ଆସୁଅଛନ୍ତି ଓ ସେହି ସ୍ଵୟଂ ସହାୟକ ଗୋଷ୍ଠୀ ନିୟମିତ ଭାବେ ଚାଲୁ ରହିଛି କି ନାହିଁ ତଥା ବ୍ୟାଙ୍କ୍ କାରବାର କିଭଳି ରହିଛି ଓ କେତେ ପରିମାଣର ଜମାରାଶି ଜମା ପାସ୍ ବହିରେ ରହିଛି ,ଗ୍ରାମ ସ୍ତରର ଆଞ୍ଚଳିକ ମଞ୍ଚରେ ସେ ରହିଛନ୍ତି କି ନାହିଁ ଏସବୁ ଉପରେ ଗୁରୁତ୍ୱ ଦେବା ସହ ଆବେଦନକାରୀଙ୍କ ଅନ୍ୟାନ୍ୟ କାର୍ଯ୍ୟ ଦକ୍ଷତାକୁ ଏଠାରେ ଦୃଷ୍ଟି ଦେଇ ମେରିଟ ତାଲିକା ପ୍ରସ୍ତୁତି କରି ଆବେଦନକାରୀ ଙ୍କ ମଧ୍ୟରୁ ଯିଏ ଉପଯୁକ୍ତ ତାଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି l ତେବେ ବିଭାଗ ତଥା ବି.ଏଲ୍. ଏଫ୍ ର ମୁଖ୍ୟ ସଭାନେତ୍ରୀ ସମ୍ପାଦିକା ବା ଯାଞ୍ଚ କମିଟିର ସଦସ୍ୟ ଏଥି ପ୍ରତି କୌଣସି ଗୁରୁତ୍ୱ ନଦେଇ ମନଇଚ୍ଛା ବେନିୟମ ଭାବେ ପକ୍ଷପାତିତା କରି ପୋଜିସନ ରେଙ୍କ ତାଲିକା ପ୍ରସ୍ତୁତି କରି ନିଯୁକ୍ତି ପ୍ରଦାନ କରିବାକୁ ଯୋଜନା କରିଛି ବୋଲି ଅଭିଯୋଗ ଆଣିଛନ୍ତି l

ପ୍ରକାଶ ଥାଉକି ଆବେଦନ କାରୀଙ୍କ କହିବା ପ୍ରକାରେ ସେମାନଙ୍କ ଆବେଦନ ପତ୍ର କୁ ଯାଞ୍ଚ କରିବା ପାଇଁ ସେମାନଙ୍କୁ କାର୍ଯ୍ୟାଳୟକୁ ବିଲକୁଲ ଡକା ଯାଇ ନଥିବା ନେଇ ଅଭିଯୋଗ ଆଣିଛନ୍ତି l ଏଭଳି କି ବ୍ଲକ୍ ର  ଅନେକ ଗ୍ରାମର ଆବେଦନକାରୀ ଙ୍କ ମଧ୍ୟରୁ କିଛି ଆବେଦନ କାରୀଙ୍କ ଦରଖାସ୍ତ କୁ ଗ୍ରହଣ  କରି ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ କରି ତାଙ୍କ ଆବେଦନ କୁ ଯାଞ୍ଚ ନକରି  ଅଣଦେଖା କରାଯାଇ ଥିବା ବେଳେ ତାଙ୍କୁ ତାଲିକା ଭୁକ୍ତ କରାଯାଇ ନାହିଁ ଏବଂ ଯେଉଁ ଆବେଦନକାରୀ ସ୍ଵୟଂ ସହାୟକ ଗୋଷ୍ଠୀ ରେ ବିଲକୁଲ ସାମିଲ୍ ହୋଇନଥିଲେ,  କେବଳ ଏ ନିଯୁକ୍ତି ପାଇବା ଆଶାରେ ହିଁ ଚଞ୍ଚକତା କରି ଗ୍ରୁପ୍ ରେ ସାମିଲ୍ ହୋଇଥିବା ଦର୍ଶାଇ ନିଜକୁ ସ୍ଵୟଂ ସହାୟକ ଗୋଷ୍ଠୀର ଜଣେ ପୁରୁଣା ସଦସ୍ୟା ଦର୍ଶାଇ ଆବେଦନ କରିଥିବା ମଧ୍ୟ ଅଭିଯୋଗ ହୋଇଛି l ତେବେ ବିଭାଗ ତଥା  ଚୟନ କମିଟି ଏ ସବୁକୁ ଗୁରୁତ୍ୱ ଦେଇ ପୋଜିସନ ରେଙ୍କ ତାଲିକା ପ୍ରସ୍ତୁତି କରିବା ପୂର୍ବରୁ ବିନା  ଆବେଦନ ପତ୍ର ଯାଞ୍ଚ ରେ କେଉଁ ନିୟମ ଅନୁସାରେ ମନଇଚ୍ଛା ଏଭଳି  ପୋଜିସନ୍ ରାଙ୍କ ପ୍ରସ୍ତୁତି କରି  ଆପତ୍ତି ଅଭିଯୋଗ ପାଇଁ ସମୟ ସୀମା ମଧ୍ୟରେ ଆବେଦନ କାରୀ ଅଭିଯୋଗ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ବୋଲି ଅଭିଯୋଗକାରିଣୀ ମାନେ  ଗଣମାଧ୍ୟମ ଆଗରେ ଏଭଳି ଅଭିଯୋଗ ଆଣିଛନ୍ତି l , ପ୍ରକାଶ ଥାଉକି ସରଧାପୁର ଗ୍ରାମ ପଞ୍ଚାୟତ ରେ ଏମ୍ ବି କେ ପଦବୀରେ ଗତ ତା19.06.2023  ରେ ଉକ୍ତ ଗ୍ରାମପଞ୍ଚାୟତର ଭୂମିସୁତା ସୁନା ଙ୍କୁ  ନିଯୁକ୍ତି ଆଦେଶ ଚିଠି ନଂ 271 ତା 19.06.2023 ପ୍ରକାରେ ପ୍ରଦାନ କରାଯାଇଥିବା ବେଳେ ତାଙ୍କର ନିଯୁକ୍ତି ଆଦେଶ କୁ ବିଭାଗ ତରଫରୁ ଛଡ଼ାଇ ନିଆଯାଇ ନାକଚ କରାଯାଇଥିଲା  l ସେ ସମୟରେ ଭୂମିସୂତା ସୁନାଙ୍କର ପୋଜିସନ ରେଙ୍କ କ୍ରମିକ ନମ୍ବର 1 ରେ ରହିଥିବା ବେଳେ ତାଙ୍କର ୱେଟେଗ ମାର୍କସ 17 ରହିଥିବା ବେଳେ ବର୍ତ୍ତମାନ ର ନିର୍ଦ୍ଧାରିତ ପୋଜିସନ୍ ରେଙ୍କ ରେ ତାଙ୍କର ତାଙ୍କର ନାମ କ୍ରମିକ 3 ରେ  ରହିଥିବା ବେଳେ ତାଙ୍କର ୱେଟେଗ ମାର୍କସ 10 ଦର୍ଶାଇ ତାଙ୍କୁ ପକ୍ଷପାତ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି l ସେହିଭଳି ଫଟକି  ଆଶାୟୀ ପ୍ରାର୍ଥୀନୀ ସନୀତା ପଟେଲ୍ ଙ୍କ  ଦରଖାସ୍ତ ଗ୍ରହଣ କରି ସୁଦ୍ଧା ତାଙ୍କୁ ପୋଜିସନ ରେଙ୍କ  ତାଲିକାରେ  ନାମ ତାଲିକାଭୁକ୍ତ ନକରି ଦରଖାସ୍ତ କୁ ଯାଞ୍ଚ ନକରି ନିର୍ବିଚାର ଭାବେ ଆବେଦନ ପତ୍ର କୁ ଗୁତୁତ୍ତ୍ଵ ଦିଆନଯାଇ ଭିନ୍ନ ମହିଳା ମାନଙ୍କୁ ସ୍ଥାନୀତ କରାଯାଇଛି ବୋଲି ଅଭିଯୋଗ ଆଣିଥିବା ବେଳେ ସେହିଭଳି ଚନ୍ଦାହାଣ୍ଡି ଗ୍ରାମ ପଞ୍ଚାୟତ ର ଏମ୍.ବି.କେ ପଦବୀ ପାଇଁ ଆଶାୟୀ ଆବେଦନକାରୀ ଉଲ୍ଲାସ ମାଝୀ ଏବଂ ଅନକାବେଡା ଗ୍ରାମପଞ୍ଚାୟତ ର ଏମ୍.ବି.କେ ପଦବୀ ପାଇଁ ଆଶାୟୀ ଆବେଦନକାରୀ ଗିରିସୂତା ତାଣ୍ଡି  ବି ଏଲ୍ ଏଫ୍ ଓ  ଜି.ପି.ଏଲ୍.ଏଫ୍ କମିଟି ବିନା  ଯାଞ୍ଚ ରେ ବେନିୟମ ଭାବେ ପୋଜିସନ ରେଙ୍କ ପ୍ରସ୍ତୁତି କରିଥିବା ନେଇ ଅଭିଯୋଗ ଆଣିଥିବା ବେଳେ ତୁରନ୍ତ ପୁନର୍ବାର ଯାଞ୍ଚ କରି ନିୟମ ଅନୁସାରେ ନିଯୁକ୍ତି ପ୍ରଦାନ କରିବାକୁ  ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି l ତେବେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର   22-Aug-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026

You Might Also Like

  ଜିଲ୍ଲା  

ଖବର ଆଜିର