-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2023
ବଲାଙ୍ଗୀର ଜିଲ୍ଲା ର ଯୁବ ସମାଜ ସେବୀ ବିବାହ ବନ୍ଧନ ରେ ବାନ୍ଧି ହେଲେ ଜଗନ୍ନାଥ ମହାରଣା ଗଜପତି ର ଝିଅ ଶିବାନୀ ସାହୁ ଙ୍କୁ ହାତ ଧରିଲେ ବିବାହ ରେ ସାମିଲ ହେଲେ ବିଶିଷ୍ଟ ବ୍ୟକ୍ତି , ଭୂମି ହୀନ ସଂଘ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତୀ, ଓ ଭେଲେଜେର ଇଣ୍ଡିଆ ପାର୍ଟି ସଭାପତି ଡ଼ ବିପିନ କୁସିଲିଆ , ସମୃଦ୍ ଓଡ଼ିଶା
ପାର୍ଟି ଜିଲ୍ଲା ସଭାପତି ସନ୍ଦୀପ ବାଗ , ଅଧିବାସୀ ଅଧିକାର ମହାସଂଘ ସଭାପତି ଦ୍ୱିଜ ଦଳପତି , ବରିଷ୍ଟ ସମାଜ ସେବୀ ହରି ନନ୍ଦ , ବୋହୁଜନ ସମାଜ ପାର୍ଟି ବରିଷ୍ଟ ନେତା ରାଜେନ୍ଦ୍ର ସୁନା , ବିଜେପି ନେତା ହିତେଶ ସାହୁ , ଓବିସି ନେତା ସରୋଜ ବିଶ୍ୱା , ମହିଳା ନେତ୍ରୀ ସପ୍ନା ଅଗ୍ରୱାଲ, ନରେଶ ବାଗ ଓ ବହୁତ୍ ସମାଜ ସେବୀ ଓ ସଂଘଠନ ସାମିଲ ହେଇ ଥିଲେ l
('ପଞ୍ଚାନନ ନାଏକ ଙ୍କ ରିପୋର୍ଟ )