-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||     

HOME   ଅପରାଧ

ଧରାପଡିଲେ ଅନଲାଇନ ବେଟିଂଟିମ.. ମହାରାଷ୍ଟ୍ରର “କୁବେର ମଟକା” ଡନ ସହ ୧୪ଜଣ ଅଭିଯୁକ୍ତ ଗିରଫ, କାର ଓ ଟଙ୍କା ଜବତ,ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ

18-Nov-2023



ବଲାଙ୍ଗୀର(ପ୍ରେରଣା ଖବର)-କ୍ରିକେଟକୁ ନେଇ ବଲାଙ୍ଗୀର ସମେତ ବିଭିନ୍ନ ଅଞ୍ଚଳରେ ବେଟିଂ ଜୁଆଖେଳ ଚାଲିଥିଲା । ବଲାଙ୍ଗୀର ପୋଲିସ ମଧ୍ୟ ଏହା ଉପରେ ନଜର ରଖିଥିଲା । ଶେଷରେ ଆଜି ମହାରାଷ୍ଟ୍ରର “କୁବେର ମଟକା” ଡନ ସମେତ ୧୪ଜଣ ଅଭିଯୁକ୍ତଙ୍କୁ ଧରିବାରେ ବଲାଙ୍ଗୀର ଟାଉନପୋଲିସ ସଫଳ ହୋଇଛି । ଏଥି ମଧ୍ୟରେ ମହାରାଷ୍ଟ୍ରର ୫ଜଣ ଥିବା ବେଳେ ବାକି ସମସ୍ତେ ବଲାଙ୍ଗୀର ଜିଲ୍ଲାର । ଗୁରୁବାର ରାତିରେ ବଲାଙ୍ଗୀର-ସୋନପୁର ରୋଡରେ ଥିବା କିଙ୍ଗପ୍ଲାଜା ହୋଟେଲରେ ରହି ଏମାନେ ବେଟିଂ ଚଳାଉଥିବା ବେଳେ ବଲାଙ୍ଗୀର ପୋଲିସ ଟିମ ତାଙ୍କୁ ଧରିଥିଲା । ଏଥିରେ କୁବେର ମଟକାକୁ ଚଳାଉଥିବା ଡନ ମହାରାଷ୍ଟ୍ର ଜଲଗାଁଓର ମହେନ୍ଦ୍ର ସୁଦାମ ମହାଜନ ମଧ୍ୟ ଧରାପଡିଛି । ତା ସହିତ ମହାରାଷ୍ଟ୍ରର ୫ଜଣ ଆସି କିଙ୍ଗପ୍ଲାଜା ହୋଟେଲରେ ରହି ଅନଲାଇନ କୁବେର ମଟକାକୁ ଅପରେଟ କରୁଥିଲେ । ସେମାନେ ଅନଲାଇନରେ ଏକ ଆନଡ୍ରୟଡ ଆପ ଖୋଲି ସେଥିରେ ବିଭିନ୍ନ ସ୍ଥାନରେ ଏଜେଣ୍ଟମାନଙ୍କ ଜରିଆରେ ବେଟିଂରେ ଅର୍ଥ ରୋଜଗାର କରୁଥିଲେ । ଏବେ ମୁଖ୍ୟତଃ କ୍ରୀକେଟକୁ ନେଇ ଲକ୍ଷାଧିକ ଟଙ୍କାର ବେଟିଂ ଲଗାଇ ଲୋକମାନେ ଏହି କଟକା ଗେମ ପ୍ରତି ଆଗ୍ରହ ଦେଖାଉଥିଲେ । ବଲାଙ୍ଗୀର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ଏକ ଟିମ କିଙ୍ଗପ୍ଲାଜା ହୋଟେଲରେ ଚଢାଉ କରିଥିଲା  ଓ ସେଠାରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ତଦନ୍ତରେ ପୋଲିସ ଅନେକ କିଛି ସୂରାକ ପାଇଛି । କିଭଳି ଅନଲାଇନରେ ବେଟି କରି କୋଟି କୋଟି ଟଙ୍କାର କାରବାର ଚାଲିଥିଲା ତାହା ଆଜି ପୋଲିସ ଏସଡିପିଓ ତୁଫାନ ବାଗ ଟାଉନଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଖୁଲାସା କରିଛନ୍ତିି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରର କୁବେର ମଟକା ଡନ ମହେନ୍ଦ୍ର ସୁଦାମ ମହାଜନ,ରାହୁଲ ହିରାଲାଲ,ଅର୍ଜୁନ ଦେଓଚାନ୍ଦ ମହାଜନ,ପ୍ରବୀଣ ଗୁଲାବ ମହାଜନ,ଫିରୋଜ ଖାନ,ବଲାଙ୍ଗୀର ଗେଟସରୋବରପଡାର ହମିଦକୁମାର ଜଗତ,ସଚିନ ପାତ୍ର,କଂସାରୀପଡାର ଅଚ୍ୟୁତ ଚିରଗୁନ,ତାଲପାଲିପଡାର ଆନ୍ଥୋନୀ ନାଗ,ରାମଜୀ ପଡାର ପ୍ରହଲ୍ଲାଦ ଦର୍ଜି,ରୁଗୁଡିପଡାର ପର୍ବେଜ ଖାନ,କମ୍ବୁ ଠାକୁର,ଖଲିଆପାଲିର ସହିଦ ଖାନ,ଘସିଏନର କିଶୋର ସାହୁ ରହିଛନ୍ତି । ସେମାନଙ୍କଠାରୁ ୮ଟି ମୋବାଇଲ ଫୋନ,୨୦,୧୫୦ ଟଙ୍କାର ନୋଟ,ଗୋଟିଏ ଇନୋଭା କାର,୯ଟି ସିଳଭର ମୂର୍ତ୍ତି,ସଟ୍ଟା ସିଟ ଓ ଚାଟ ଜବତ କରାଯିବା ସହିତ ୫ଲକ୍ଷ୨୭ହଜାର୪୬୫ ଟଙ୍କାର ବ୍ୟାଙ୍କ ଜମାକୁ ଫ୍ରିଜ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହି ଚଢାଉରେ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ,ଅତିରିକ୍ତ ଆଇଆଇସି ଅନୀତା ପଟନୀଆ,ଏସଆଇ ନବୀନ ଭୋଇ,ମୋହିଣୀ ମଲ୍ଲିକ,ଅର୍ଥନୈତିକ ଅପରାଧ ଥାନାର ଅଭିନାଶ ନାୟକ,ଆକାଶ ସାମଲ,ଟାଉନଥାନା ଏଏସଆଇ ବୈକୁଣ୍ଠ ଦେହେରି,ବିଦ୍ୟାଧର ଭୋଇ ପ୍ରମୁଖ ସାମିଲଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026

You Might Also Like