-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||     

HOME   ଜିଲ୍ଲା

ଶିବ ରଞ୍ଜନ ବିଶ୍ଵାଳ ଙ୍କୁ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ

18-Nov-2023



ନୂଆଦିଲ୍ଲୀ/  ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଯୁବ ଆଇ.ଟି. ଶିଳ୍ପଦ୍ୟୋଗୀ ଶିଵ ରଞ୍ଜନ ବିଶ୍ଵାଳ ଙ୍କୁ ନିକଟରେ ଶ୍ରେଷ୍ଠ ପ୍ରବାସୀ ଓଡ଼ିଆ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ର କନଷ୍ଟିଚ୍ୟୁସନ୍ କ୍ଲବ ଠାରେ ପରିଚୟ ଫାଉଣ୍ଡେସନ ତରଫରୁ ଆୟୋଜିତ ନବମ ପରମ୍ପରା ପୁରସ୍କାର ସମାରୋହ ଅବସରରେ ଶ୍ରୀ ବିଶ୍ଵାଳ ଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଇଛି। ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ପାଇଁ ଶ୍ରୀ ବିଶ୍ଵାଳ ଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଏହି ବିରଳ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି। ଓଡ଼ିଶା ସମାଜ ୟୁ.କେ ର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵାଳ ଏବେ ୱାଲର୍ଡ଼ ଓଡ଼ିଶା ସୋସାଇଟି ର ମହାସଚୀବ ପଦବୀରେ ଅଧିଷ୍ଠିତ ଅଛନ୍ତି। ପୁରସ୍କାର ସ୍ୱରୂପ ଶ୍ରୀ ବିଶ୍ଵାଳ ଙ୍କୁ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ କେ.ଜେ. ଆଲଫୋନସ୍ ଏବଂ ସମ୍ମାନୀତ ଅତିଥି ପାଟନା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଭି.ଏନ ସିହ୍ନା ଏକ ଉତ୍ତରୀୟ ଓ ଫଳକ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ସମୟରେ ଅନ୍ୟତମ ଅତିଥି ଭାବରେ ଦୁଇ ପ୍ରଖ୍ୟାତ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୀତା ଚନ୍ଦ୍ରନ ଓ ପଦ୍ମଶ୍ରୀ ଇଲିୟାନା ସୀତାରିଷ୍ଟ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବର ମୁଖ୍ୟ ଆୟୋଜକ ପରିଚୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ଡ଼ଃ ରୋଜାଲୀନ ପାଟ୍ଟଶାଣୀ ମିଶ୍ର ଧନ୍ୟବାଦ ଅର୍ପଣ ଥିଲେ। ସୁଦକ୍ଷ ଉପସ୍ଥାପକ ଧ୍ଵନୀ ଜୈନ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।      

୧୯୭୭ ମସିହା ଜୁନ ୭ ତାରିଖରେ ବ୍ରହ୍ମପୁର ଠାରେ ଜନ୍ମଲାଭ କରିଥିବା ଶ୍ରୀ ବିଶ୍ଵାଳ ତାଙ୍କର ଏହି ପୁରସ୍କାର କୁ ନିଜର  ମାତାପିତା ଙ୍କୁ ଉତ୍ସର୍ଗ କରିଥିବା ଘୋଷଣା କରିଛନ୍ତି। ଶ୍ରୀ ବିଶ୍ଵାଳ ଙ୍କର ପିତା ଇଂଜିନିୟର ମୀନକେତନ ବିଶ୍ଵାଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ  ର  ପୂର୍ବତନ ଯନ୍ତ୍ରୀ ଥିଲେ ଏବଂ ମାତା ସ୍ୱର୍ଗୀୟ ବାସନ୍ତୀ ବିଶ୍ଵାଳ ଜଣେ ସୁଗୃହିଣୀ ଥିଲେ। ଜଣେ ଉଚ୍ଚ କୋଟିର ଆଇ. ଟି ବିଶେଷଜ୍ଞ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଶ୍ରୀ ବିଶ୍ଵାଳଙ୍କର ବିଭିନ୍ନ ଫରଚୁନ୍ ୫୦୦ କମ୍ପାନୀରେ କାମ କରିବାର ଦୀର୍ଘ ୨୨ ବର୍ଷ ର ଅଭିଜ୍ଞତା ରହିଛି।  ୨୦୨୧ ମସିହାରେ ସେ ନିଜର ଦୁଇଟି କମ୍ପାନୀ ଏସାର ସିଷ୍ଟମସ ୟୁ. କେ ଏବଂ ଏସାର ସିଷ୍ଟମସ ଇଣ୍ଡିଆ ସ୍ଥାପନା କରିଛନ୍ତି। ଏସାର ସିଷ୍ଟମସ ଅଧିନରେ ଗୁରୁକୂଳ ଆଭାସୀ ମଞ୍ଚ ତରଫରୁ ବିଭିନ୍ନ ଶିକ୍ଷାଗତ ଓ ବୈଷୟିକ ତାଲିମ କାର୍ଯ୍ୟକ୍ରମ ମାନ ଏବେ ଚଲାଯାଉଛି। ଗୁରୁକୂଳ ତରଫରୁ ସାରାବିଶ୍ୱରେ ଓଡ଼ିଆ ଭାଷାର ଶିକ୍ଷା ମାଗଣାରେ ପ୍ରଦାନ କରାଯାଉଛି। ପୃଥିବୀଭରି ମହିଳା ଶିଳ୍ପଦ୍ୟୋଗୀ ମାନଙ୍କର ଉତ୍ପାଦକ ଦ୍ରବ୍ୟ ଓ ସେବାକୁ ବିକ୍ରୟ କରିବା ପାଇଁ ଏସାର ସିଷ୍ଟମସ ଖୁବଶୀଘ୍ର ଏକ ଆଭାସୀ ବଜାର ସ୍ଥଳ ସୃଷ୍ଟି କରିବାକୁ ଯାଉଥିବାର ଜଣାଯାଉଛି। ଏସାର , ପୁରୀର ଆନନ୍ଦ ବଜାର ଢଙ୍ଗରେ ଏହାର ଏକ ଅନଲାଇନ ଆପ ଜରିଆରେ ଧରା ପୃଷ୍ଠର କୋଣଅନୁକୋଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରଦ୍ଧାଳୁ ମାନଙ୍କ ନିକଟରେ ଗୁଣାତ୍ମକମାନ, ତାଜାସ୍ଥିତି ଏବଂ ମୂଳସ୍ୱାଦ କୁ  ଅକ୍ଷୁର୍ଣ୍ଣ ରଖାଯାଇ ପ୍ରସାଦ ପହୁଞ୍ଚାଇ ବାର ବ୍ୟବସ୍ଥା କରାଯାଉଥିବା ଶ୍ରୀ ବିଶ୍ଵାଳ ଦର୍ଶାଇଛନ୍ତି। ଏସାର ଦ୍ୱାରା ପ୍ରସ୍ତୁତ କରାଯାଉଥିବା 'ପୋଥି' ଆପ ଜରିଆରେ ଇଣ୍ଟରନେଟରୁ ବିଶ୍ୱର ଯେକୌଣସି ଭାଷା ରେ ସୂଚନା ହାସଲ

କରାଯାଇ ପାରିବ ବୋଲି ସୂଚନା ମିଳିଛି। ଡିଜିଟାଲ ଯୁଗରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ  ବୈପ୍ଳବିକ ପରିବର୍ତ୍ତନ ଅଣାଯିବା ଲକ୍ଷ୍ୟରେ ଏସାର ତରଫରୁ  'ଆମ ଡାକ୍ତରଖାନା' ନାମରେ ଏକ ଆଭାସୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ, ଲୋକମାନଙ୍କୁ ପରାମର୍ଶ ଓ  ଚିକିତ୍ସା ସୁବିଧା ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି। ଏବେ ଶିବ ରଞ୍ଜନ ବିଶ୍ଵାଳ ମାଞ୍ଚେଷ୍ଟର ଠାରେ ତାଙ୍କର ପତ୍ନୀ ଆଇ. ଟି ପରାମର୍ଶଦାତା ପୂଜା ଖଣ୍ଡୁଆଳ, ୧୧ ବର୍ଷ ବୟସ୍କା କନ୍ୟା ସାନଭୀ ଓ ୮ ବର୍ଷର ପୁତ୍ର ଆଦିତରାଜଙ୍କ ସହ ଅବସ୍ଥାପନ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026

You Might Also Like