-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ଶିକ୍ଷା ର ବ୍ୟବସାୟୀକରଣ, ସରକାରଙ୍କ କୌଣସି ଅଙ୍କୁଶ ନାହିଁ : ବଳି ପଡୁଛନ୍ତି ମେଧାବୀ ଛାତ୍ରଛାତ୍ରୀ

19-Oct-2023



ବଲାଙ୍ଗୀର(ପ୍ରେରଣା ଖବର): ସରକାରଙ୍କ ମାଳ ମାଳ ଯୋଜନା ଫେଲ ମାରୁଛି। ଶିକ୍ଷା ହେଉଛି ସମାଜ ତଥା ଦେଶର ମେରୁଦଣ୍ଡ। ଓଡ଼ିଶାରେ ପ୍ରଣୟନ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ପାଇଁ କେତେ ପ୍ରଯୁଜ୍ୟ l ଶିକ୍ଷାର ବିକାଶ ପାଇଁ ସରକାରୀ ସ୍ଥରରେ ଅଧିକରୁ ଅଧିକ ସ୍କୁଲ କଲେଜ୍ ଖୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଶିକ୍ଷାଦାନ କଲେ ଅନେକ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଲାଭ ଉଠାଇ  ପାରାନ୍ତେ।ଏହା ପରିବର୍ତ୍ତେ ସରକାର ଅସ୍ତ୍ରତ୍ୟାଗ ପୂର୍ବକ ଘରୋଇ ସଂସ୍ଥା ମାନଙ୍କୁ ସ୍କୁଲ କଲେଜ ଖୋଲିବା ପାଇଁ ଅନୁମତି ଦେଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଖର୍ଚ୍ଚାନ୍ତ କରୁଥିବା ପରିଲକ୍ଷିତ ହୁଏ।ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅନେକ ସମୟରେ ଶିକ୍ଷlର ଖର୍ଚ୍ଚ ବହନ କରି ନ ପାରି ମାନସିକ ଭାରାକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।ଶିକ୍ଷାରେ ବ୍ୟବସାୟୀକରଣ ହେଲା ପରେ ସରକାର ଏବଂ ଘରୋଇ ଶିକ୍ଷାଦାନ କେନ୍ଦ୍ର ଗୁଡ଼ିକ ମାଲେମାଲ ହେଉଥିବା, ବିକଶିତ ଶିକ୍ଷlର ବିନାଶ କରାଯାଉଥିବା ପରିଲକ୍ଷିତ ହୁଏ। ଜାତୀୟ ଶିକ୍ଷlନୀତି ଅନୁସାରେ ଉଚ୍ଚ ଶିକ୍ଷl କ୍ଷେତ୍ରରେ ହେଉ ବା ତଳ ସ୍ତରରୁ ଶିକ୍ଷlର ମୂଳଦୁଆକୁ ସୁଦୃଢ କରିବା ନିମନ୍ତେ ହେଉ, ରାଜ୍ୟରେ ବିଭିନ୍ନ ସରକାର ଅମଳରେ ଶିକ୍ଷl ବିଭାଗର ବାରମ୍ବାର ଶିକ୍ଷlନୀତି ବଦଳ ଯୋଗୁ ଶିକ୍ଷ୍ୟା କ୍ରମଶଃ ରାଜନୀତି କରଣ ଜରିଆରେ ବ୍ୟାପାରରେ ପରିଣତ ହେଲାଣି। ୨୦୧୭ ମସିହାରେ ଯୁକ୍ତ ଦୁଇ କଲେଜ୍ ଗୁଡ଼ିକ ଯୁକ୍ତ ତିନି କଲେଜ୍ ସହ ଯୋଡ଼ି ହୋଇଥିଲା।କିନ୍ତୁ ଏବେ ସେହି ଯୁକ୍ତ ଦୁଇ କଲେଜ୍ ଗୁଡ଼ିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅଣାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରାଗଲା।ଏହା ସହିତ ଡିଷ୍ଟାଂସ୍ କୋର୍ସ ର ବିଭିନ୍ନ ଆଳରେ ଅପେକ୍ଷାକୃତ ଦୁର୍ବଳ ଭିତ୍ତି ଭୂମି ଓ ନିମ୍ନ ମାନର ଶିକ୍ଷl ସହ ଢିଲା ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ରହିଥିବା ସ୍କୁଲ ବା କଲେଜ୍ ଗୁଡିକରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ କରାଯାଇ ତହିରୁ ଯେଉଁ ସବୁ ପିଲା ବାହାରିଲେ ସେମାନଙ୍କୁ ଯୁକ୍ତ ତିନ କଲେଜରେ ଏଡମିସନ୍ ମିଳିଲା। ଆହୁରି ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସହିତ ଆନ୍ଧ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଇତ୍ୟାଦି ବାହାର ରାଜ୍ୟର ବୋର୍ଡ ନା ରେ ଜାଲ ସାର୍ଟିଫିକେଟରେ ମଧ୍ୟ ଯୁକ୍ତ ତିନ କଲେଜ୍ ମାନଙ୍କରେ ଏଡମିସନ ଦିଆଯିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଟି ସୁପାରିସ କରୁଛି। ଓଡ଼ିଶାରେ ଥିବା ଉଚ୍ଚ ଶିକ୍ଷ୍ୟା ବିଭାଗର ଷ୍ଟୁଡେଣ୍ଟ୍ ଏକାଡେମୀକ୍ ସିଷ୍ଟମ ମେନେଜମେଣ୍ଟ କମିଟି ସହାୟକ ହେଲା।ଏଣୁ ଏଭଳି ଜାଲ ସାର୍ଟିଫିକେଟ ର ଯୁକ୍ତ ଦୁଇ ପିଲାଙ୍କୁ ଏଡମିଶନ ଦେବାରେ ଯୁକ୍ତ ତିନ କତୃପକ୍ଷଙ୍କ ର କୌଣସି ଉତ୍ତର ଦାୟିତ୍ବ ରହିଲା ନାହିଁ।ଏଣୁ ୨୦ ରୁ ୬୦ ହଜାର ଟଙ୍କାରେ ଜାଲ ସାର୍ଟିଫିକେଟ ବିକ୍ରି ହେଲା ବା ଉପରୋକ୍ତ ଘରୋଇ ଯୁକ୍ତ ଦୁଇ କଲେଜ୍ ଗୁଡ଼ିକ ଏଭଳି ପିଲାଙ୍କୁ ସୃଷ୍ଟି କରି ଚାଲିଲେ।ଶିକ୍ଷାର ଏଭଳି ବ୍ୟବସାୟୀ କରଣ କିଭଳି ଭାବରେ ଦେଶର ଭବିଷ୍ୟତକୁ ନଷ୍ଟ କରୁଛି ଏହାହିଁ ତାର ପ୍ରକୁଷ୍ଟ ଉଦାହରଣ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like