-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ବୈରାସର୍ ରାସ୍ତା କଡ଼ରେ ମେହେର ବାବୁ ଙ୍କ ବିକାଶ କଲେଜ୍

18-Oct-2023



ବଲାଙ୍ଗୀର:- ସରକାର ଛାତ୍ର ଛାତ୍ରୀ ମାନେ ସୁବିଧାରେ ପାଠ ପଢି ପାରିବେ ଏବଂ ଶିକ୍ଷା ରୁ କେହି ବଞ୍ଚିତ ନ ହେବା ପାଇ କଲେଜ୍ ମାନ  ଖୋଲିବା ପାଇଁ ଅନୁମତି ଦେଇଛନ୍ତି।ସେହିଭଳି ବଲାଙ୍ଗୀର ଜିଲ୍ଲା ବୈରସର୍ ରାସ୍ତା କଡ଼ରେ ବିକାଶ ହାୟର ସେକେଣ୍ଡାରୀ କଲେଜ୍ ନାମରେ ଏକ ୧୨୮ ସିଟ୍ ବିଶିଷ୍ଟ ଆର୍ଟସ୍ କଲେଜ୍ ଭଡ଼ା ଘରେ ବଡ ଭଇରୋ ର ରବି ନାରାୟଣ ମେହେର ନାମକ ଜଣେ ଆରମ୍ଭ କରିଛନ୍ତି।ସେ ୨୦୧୨ ସାଲ ରେ ବଡ଼ ଭଇରୋ କଲେଜ୍ ମଧ୍ୟ କରିଥିବା କହିଛନ୍ତି।ପୂର୍ବରୁ ସେ ଏହି ବଡ଼ ଭଇରୋ କଲେଜ୍ ର ଅଧ୍ୟକ୍ଷ ଥିବା ବେଳେ ସେଠାରୁ ପଦବୀ ଛାଡ଼ି ଏବେ ସେ ବିକାଶ ହାୟର ସେକେଣ୍ଡାରୀ କଲେଜ୍ ରେ ଅଧ୍ୟକ୍ଷ ଥିବା ପ୍ରକାଶ କରିଛନ୍ତି।ତେବେ ମେହେର ବାବୁ ଗୋଟିଏ ପରେ ଗୋଟିଏ କଲେଜ୍ କରିବାର ନିଶା ଜୋର୍ ଧରିଛି।୧୨୮ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ସାରିଥିବା ବେଳେ କମନ୍ ରୁମ୍ ନ ଥିବାରୁ ରାସ୍ତା କଡ଼ରେ ବସି ରହୁ ଛନ୍ତି।ଏହି ରାସ୍ତା ଭୁବନେଶ୍ୱର ମୁଖ୍ୟ ରାସ୍ତା ହୋଇଥିବାରୁ ସଦା ସର୍ବଦା ଟ୍ରାଫିକ ଭିଡ ରହେ। ଛାତ୍ର ଛାତ୍ରୀ ମାନେ କୋଠରୀ ଅଭାବରୁ ରାସ୍ତା କଡରେ ବସି ରହୁଥିବା କେତେ ଯତାର୍ଥ।ରାସ୍ତା କଡର ଅର୍ଦ୍ଧନିର୍ମିତ ଏକ ସଂକୀର୍ଣ୍ଣ ଭଡ଼ା ଘରେ ଏହି ତଥା କଥିତ କଲେଜ୍ ଟି ଖୋଲିଛନ୍ତି।ଛାତ୍ର ଛାତ୍ରୀ ପିଛା ୭ ହଜାର ଟଙ୍କା ବାର୍ଷିକ ଫିଜ ନେଉଥିବା ବେଳେ ଆହୁରି କେଉଁ କେଉଁ ବାବଦରେ ଫିଜ୍ଜ୍ ନେଉଥିବା ଜଣା ପଡୁ ନାହିଁ ।ତେବେ ଏହି କଲେଜରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଯୋଗ୍ୟତା,ଶିକ୍ଷାର ଗୁଣାତ୍ମକ ମାନ ଓ ସିଲାବସ ସହିତ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ର ଅନୁମୋଦନ କିପରି ହେଉଛି ଏ ନେଇ ସନ୍ଦେହ ରହିଛି।ଏଣୁ ବଲାଙ୍ଗୀର ସୋନପୁର ଜିଲ୍ଲାରେ ଅଧୁନାତନ ଛତୁ ଫୁଟିଲା ପରି କଲେଜ୍ ଗୁଡ଼ିକ ଖୋଲୁଥିବା ଓ ଅଧା ରୁ ବନ୍ଦ କରିଦେଉଥିବା ସହ ଅଧ୍ୟାପକ ଓ କର୍ମଚାରୀ ଙ୍କ ନିଯୁକ୍ତି ରେ ମଧ୍ୟ କେଲେଙ୍କରି ରହୁଥିବା ଚର୍ଚ୍ଚା ହେଉଛି। ଏ ସଂପର୍କ ରେ ଆଗାମୀ ଦିନରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରକାଶ ପାଇବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like