-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ରତାଖଣ୍ଡି ପଂଚାୟତ ସାମ୍ନାରେ ଆଜି ନୂତନ ଡାକଘରର ଶୁଭାରମ୍ଭ ଅନନ୍ତ କଲେତ ଙ୍କ ନେତୃତ୍ୱରେ ହୋଇଯାଇଛି l ଏହି ଶୁଭାରମ୍ଭ ବେଳେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ମେହେର, ନାଏବ ସରପଞ୍ଚ ଯଶୋବନ୍ତି ବାଗ, ଡାକମାଷ୍ଟର ରଶ୍ମିରଂଜନ ବାବୁ, ଭାଗିରଥି ମେହେର, ଯୋଗୀନ୍ଦର ମେହେର, ଶ୍ୟାମସୁନ୍ଦର ବରିହା ପ୍ରମୁଖ ଉପସ୍ଥିତ ଥିଲେ l