-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2023
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ ପୋଡ଼ା ଗୁଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦାବ୍ରି ଗୁଡ଼ା ଓ ସର୍ଗୀ ଗୁଡ଼ା ଗ୍ରାମ ମା ମଙ୍ଗଳା ମନ୍ଦିର ପାଖରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା l ଏହିସଭl ରେ ବଡ ପୋଡ଼ା ଗୁଡ଼ା ସରପଞ୍ଚ ଶ୍ରୀମତୀ ଯମୁନା ନାୟକ ଙ୍କ ସଭା ପତିତ୍ୟ ରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ମୁକ୍ଷ୍ୟ ଅତିଥି ଭାବରେ କୋକସରା ତହସିଲଦାର ଶ୍ରୀଯୁକ୍ତ ଦେବ ବ୍ରତ କରlଟି, ରାଜସ୍ୱ ପରିଦର୍ଶକ ଅଜୟ ସିର୍କା,ଆମ ପାଣି ରାଜସ୍ୱ ନିରୀକ୍ଷକ ଶ୍ରୀ ବୈଶନବ ଗୁରୁ, ଶରତ ଚନ୍ଦ୍ର ଶଗଡ଼ିଆ ଓ ଶ୍ରୀ ପୂଝାରୀ ଙ୍କ ଉପସ୍ଥିତି ରେ ଦାବ୍ରି ଗୁଡ଼ା ଓ ସର୍ଗି ଗୁଡ଼ା ଗ୍ରାମ ପାଇ ନୂତନ ରାଜସ୍ୱ ଗ୍ରାମ ପାଇଁ ସ୍ଵତନ୍ତ୍ରରଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ନୂତନ ରାଜସ୍ୱ ଗ୍ରାମ ପାଇଁ ଦାବ୍ରୀଗୁଡ଼ା ଓ ସର୍ଗୀଗୁଡ଼ା ଗ୍ରାମର ଗ୍ରାମବାସୀ ଓ ବଡ ପୋଡ଼ା ଗୁଡ଼ା ମୌଜାର ସମସ୍ତ ଜନ ସାଧା ରଣ ଓ ପୂର୍ବତନ ସରପଂଚ ଶ୍ରୀଯୁକ୍ତ ରାମକୃଷ୍ଣ ମାଝି ,ଯମୁନା ମାଝୀ, ଜନେକ ନାୟକ, କସ୍ତୁରୀ ପୂଜାରୀ, ଗୋବର୍ଦ୍ଧନ ନାୟକ ତଥା ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ଅନୁମୋଦନ କରାଗଲା l
ଏହି କାର୍ଯ୍ଯ କ୍ରମ କୁ ସମିତି ସଭ୍ୟା ଶ୍ରୀମତି ନାୟକ, ଓ ୱlର୍ଡମେମ୍ୱର ବେଲ ଧଙ୍ଗଡାମାଝି ଓ ଗ୍ରାମର ଭଦ୍ର ବ୍ୟକ୍ତି ଧନବଲ ମାଝୀ, କୃତ୍ତି ବାସ ମାଝୀ, ୠଷି ମାଝୀ, ସହଦେବ ମାଝୀ, ନିରନ ଦିଶାରି, ପରୀକ୍ଷିତ ବେଶ୍ରା, ଦୂର୍ଯୋ ଧନ ବାଗ, ଉଦ୍ଧବ ନାୟକ, ବୀରେନ ନାୟକ, ଧନୁ ଦୁର୍ଗା, ଲଛମନ ଛତ୍ରିଆ, ଗଜିନ୍ଦ୍ର ନାଗ, ତ୍ରିଲୋଚନ ମାଝୀ, ବିଶ୍ଵନାଥ ମାଝୀ, ପ୍ରଫୁଲ୍ଲ ନାୟକ, ହରି ବେଶ୍ରା , ଚନ୍ଦ୍ର ବେଶ୍ରା, ମଧୁ ବେଶ୍ରା, ତ୍ରିଲୋଚନ ବେଶ୍ରା,ଘେନୁ ନାୟକ, ନରସିଂହ ବାଗ, ଡମ୍ବରୁଧର ଧଙ୍ଗଡା ମାଝୀ,ଶିବ ମାଝୀ, ରତନ ଦିଶlରି, ତୁଲା ରାମ ମାଝୀ, ପଙ୍କ ବେଶ୍ରା ଓ ଶ୍ରୀମତୀ କୁସୁମା ବେଶ୍ରା, ରିନା ବେଶ୍ରା, ଜେମା ନାୟକ, ଆନନ୍ଦିନି ବେଶ୍ରା ପ୍ରମୁଖ ସହଯୋଗ କରିଥିଲେ l
ତହସିଲଦାର ଶ୍ରୀଯୁକ୍ତ କରlଟି ରାଜସ୍ୱ ଗ୍ରାମ ର ସମସ୍ତ ଗାଇଡ ଲାଇନ ବାବଦରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପରି ଶେଷରେ ଗ୍ରାମର ମୁକ୍ଷ ପୂଝାରୀ ଶ୍ରୀ ଦେବ ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ l