-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ନୂତନ ରାଜସ୍ୱ ଗ୍ରାମ ପାଇ ଦାବ୍ରିଗୁଡ଼ା ଓ ସର୍ଗିଗୁଡ଼ା ଗ୍ରାମ ପାଇ ଗ୍ରାମ ସଭା ଅନୁଷ୍ଠିତ

11-Oct-2023



କଳାହାଣ୍ଡି,କୋକସରା  (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ ପୋଡ଼ା ଗୁଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦାବ୍ରି ଗୁଡ଼ା ଓ ସର୍ଗୀ ଗୁଡ଼ା ଗ୍ରାମ ମା ମଙ୍ଗଳା ମନ୍ଦିର ପାଖରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା  l ଏହିସଭl ରେ ବଡ ପୋଡ଼ା ଗୁଡ଼ା ସରପଞ୍ଚ ଶ୍ରୀମତୀ ଯମୁନା ନାୟକ ଙ୍କ ସଭା ପତିତ୍ୟ ରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା  ଉକ୍ତ ବୈଠକରେ ମୁକ୍ଷ୍ୟ ଅତିଥି ଭାବରେ କୋକସରା ତହସିଲଦାର ଶ୍ରୀଯୁକ୍ତ ଦେବ ବ୍ରତ କରlଟି, ରାଜସ୍ୱ ପରିଦର୍ଶକ ଅଜୟ ସିର୍କା,ଆମ ପାଣି ରାଜସ୍ୱ ନିରୀକ୍ଷକ ଶ୍ରୀ ବୈଶନବ ଗୁରୁ, ଶରତ ଚନ୍ଦ୍ର ଶଗଡ଼ିଆ ଓ ଶ୍ରୀ ପୂଝାରୀ ଙ୍କ ଉପସ୍ଥିତି ରେ ଦାବ୍ରି ଗୁଡ଼ା ଓ ସର୍ଗି ଗୁଡ଼ା ଗ୍ରାମ ପାଇ ନୂତନ ରାଜସ୍ୱ ଗ୍ରାମ ପାଇଁ  ସ୍ଵତନ୍ତ୍ରରଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ନୂତନ ରାଜସ୍ୱ ଗ୍ରାମ ପାଇଁ ଦାବ୍ରୀଗୁଡ଼ା ଓ ସର୍ଗୀଗୁଡ଼ା ଗ୍ରାମର ଗ୍ରାମବାସୀ ଓ ବଡ ପୋଡ଼ା ଗୁଡ଼ା ମୌଜାର ସମସ୍ତ ଜନ ସାଧା ରଣ ଓ ପୂର୍ବତନ ସରପଂଚ ଶ୍ରୀଯୁକ୍ତ ରାମକୃଷ୍ଣ ମାଝି ,ଯମୁନା ମାଝୀ, ଜନେକ ନାୟକ, କସ୍ତୁରୀ ପୂଜାରୀ, ଗୋବର୍ଦ୍ଧନ ନାୟକ ତଥା ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ଅନୁମୋଦନ କରାଗଲା l
 ଏହି କାର୍ଯ୍ଯ କ୍ରମ କୁ ସମିତି ସଭ୍ୟା ଶ୍ରୀମତି ନାୟକ, ଓ ୱlର୍ଡମେମ୍ୱର ବେଲ ଧଙ୍ଗଡାମାଝି ଓ ଗ୍ରାମର ଭଦ୍ର ବ୍ୟକ୍ତି ଧନବଲ ମାଝୀ, କୃତ୍ତି ବାସ ମାଝୀ, ୠଷି ମାଝୀ, ସହଦେବ ମାଝୀ, ନିରନ ଦିଶାରି, ପରୀକ୍ଷିତ ବେଶ୍ରା, ଦୂର୍ଯୋ ଧନ ବାଗ, ଉଦ୍ଧବ ନାୟକ, ବୀରେନ ନାୟକ, ଧନୁ ଦୁର୍ଗା, ଲଛମନ ଛତ୍ରିଆ, ଗଜିନ୍ଦ୍ର ନାଗ, ତ୍ରିଲୋଚନ ମାଝୀ, ବିଶ୍ଵନାଥ ମାଝୀ, ପ୍ରଫୁଲ୍ଲ ନାୟକ, ହରି ବେଶ୍ରା , ଚନ୍ଦ୍ର ବେଶ୍ରା, ମଧୁ ବେଶ୍ରା, ତ୍ରିଲୋଚନ ବେଶ୍ରା,ଘେନୁ ନାୟକ, ନରସିଂହ ବାଗ, ଡମ୍ବରୁଧର ଧଙ୍ଗଡା ମାଝୀ,ଶିବ ମାଝୀ, ରତନ ଦିଶlରି, ତୁଲା ରାମ ମାଝୀ, ପଙ୍କ ବେଶ୍ରା ଓ ଶ୍ରୀମତୀ କୁସୁମା ବେଶ୍ରା, ରିନା ବେଶ୍ରା, ଜେମା ନାୟକ, ଆନନ୍ଦିନି ବେଶ୍ରା ପ୍ରମୁଖ  ସହଯୋଗ କରିଥିଲେ l
ତହସିଲଦାର  ଶ୍ରୀଯୁକ୍ତ କରlଟି ରାଜସ୍ୱ ଗ୍ରାମ ର ସମସ୍ତ ଗାଇଡ ଲାଇନ ବାବଦରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପରି ଶେଷରେ ଗ୍ରାମର ମୁକ୍ଷ ପୂଝାରୀ ଶ୍ରୀ ଦେବ ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like