-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||     

HOME   ଜୀବନଶୈଳୀ

ବେଲପାହାଡ଼ ଅଞ୍ଚଳର ପ୍ୟାଡ଼ ଓମ‌୍ଯାନ୍‌ ସଂନ୍ଧ୍ୟା: ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟଙ୍କୁ ଯୋଗାଉଛନ୍ତି ରୋଜଗାର

14-Dec-2020



ଝାରସୁଗୁଡ଼ା, (ପ୍ରେରଣା ଖବର ବ୍ୟୁରୋ) - ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ତୋଳିବାକୁ ଭୋକାଲ ଫର ଲୋକାଲ କରିବାକୁ ସରକାର କରୁଛନ୍ତି ପ୍ରଚେଷ୍ଟା । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଜଣେ ମହିଳା ସରକାରଙ୍କ ଏହି ଯୋଜନାକୁ ସଫଳ ରୁପାୟନ କରିବାର ଲାଗିଛନ୍ତି । ବେଲପାହାଡ଼ର ଏହି ପ୍ୟାଡ଼ ଓମ‌୍ଯାନ୍‌ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି । ବେଲପାହାଡ଼ ଗୁମାଡେରା ସଂନ୍ଧ୍ୟା ଲେଙ୍କା, ବିଗତ ଏକ ବର୍ଷ ହେବ ସାନିଟାରୀ ପ୍ୟାଡ଼ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାର ଯୋଗାଉଛନ୍ତି ।

ଗତ ବର୍ଷ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ନେଚୁରାଲ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ସ୍ୱାଭିମାନ ଶ୍ରୀ ଯୋଜନାରେ ସାମିଲ ହୋଇ ଝାରସୁଗୁଡା ବେଲପାହାଡ ଗୁମାଡେରାର ସଂନ୍ଧ୍ୟା ଲେଙ୍କା ତାଲିମ ନେବାପରେ ପ୍ୟାଡ଼ ତିଆରି କରିବା ଆରମ୍ଭ କରିଛନ୍ତି । ସରକାରଙ୍କ ଯୋଜନା ଅନୁସାରେ ସଂନ୍ଧ୍ୟାଙ୍କୁ ମାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ପ୍ୟାଡ଼ ତିଆରି ପାଇଁ ସରକାରଙ୍କ ପକ୍ଷରୁ ଘରେ ଆସି ତାଲିମ ଦିଆଯାଇଥଥିଲା । ପ୍ରଥମେ ପ୍ରଥମେ ପ୍ୟାଡ଼ ତିଆରି କରିବା ସମୟରେ ଅନେକ ଭୁଲ ହେଉଥିଲା । ସେଇଥିପାଇଁ ସେ ଅନେକ କଞ୍ଚାମାଲ ମଧ୍ୟ ନଷ୍ଟ କରିଛନ୍ତି ।

  ତେବେ ପ୍ରଥମେ ସେ ଓ ତାଙ୍କ ଘର ଲୋକ ମିଶି ପ୍ୟାଡ଼ ତିଆରି କରୁଥିଲେ । ଘରକାମ ସାରି ଖାଲି ସମୟରେ ପ୍ୟାଡ଼ ତିଆରି କରୁଥିବାବେଳେ ପରେ ସଂନ୍ଧ୍ୟା ବେଲପାହାଡ଼ର ବିିଭିନ୍ନ ଦୋକାନରେ ବିକ୍ରି କରିବା ଆରମ୍ଭ କରିଥିଲେ । ୮ ଖଣ୍ଡ ପ୍ୟାଡ଼ର ଏକ ପ୍ୟାକେଟକୁ ବାଜାରରେ ୨୫ ଟଙ୍କାରେ ବିକ୍ରି କରୁଛନ୍ତି ସଂନ୍ଧ୍ୟା । ପ୍ରଥମେ ଦୈନିକ ୫୦ଟି ପ୍ୟାଡ଼ ତିଆରି କରୁଥିଲେ । କିନ୍ତୁ ଏବେ ଦୁଇ ଶହରୁ ଅଧିକ ପ୍ୟାଡ଼ ତିଆରି କରୁଛନ୍ତି। ବର୍ତ୍ତାମନ ଦୁଇ ଜଣ ଝିଅଙ୍କୁ ସେ ରୋଜଗାର ଦେବାସହ ସ୍ୱାବଲମ୍ବି କରାଇପାରିଛନ୍ତି ।*

*ଗୋଟିଏ ପଟେ ଲକଡ଼ାଉନ ସମୟରେ ଲୋକେ ବେରୋଜଗାର ହୋଇଯାଇଥିବାବେଳେ କିନ୍ତୁ ସଂନ୍ଧ୍ୟାଙ୍କ ବ୍ୟବସାୟରେ ବିଶେଷ କିଛି ଫରକ ପଡ଼ିନାହିଁ । କରୋନା କାଳରେ ମଧ୍ୟ ସେ ଆର୍ଥିକ ସ୍ୱଚ୍‌ଚ୍ଛଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦରମା ଦେଇ ପାରିଛନ୍ତି । ପୂର୍ବରୁ ସଂନ୍ଧ୍ୟା ନିଜଘରେ ଏହି ପ୍ୟାଡ଼ ନିର୍ମାଣ କରୁଥିଲେ କିନ୍ତୁ ପ୍ୟାଡ଼ର ଅଧିକ ଚାହିଦା ବଢ଼ିବାରୁ ମାସିକ ୩ ହଜାର ଟଙ୍କାରେ ଘରଭଡ଼ା ନେଇ ଏହି ବ‌୍ଯବସାୟ ଆର‌ମ୍ଭ କରିଛନ୍ତି । ଆଗାମୀ ଦିନରେ ଏକ ବଡ଼ପ୍ଲାଣ୍ଟ କରିବା ସହିତ ବିଭିନ୍ନ ସ୍କୁଲ,କଲେଜ ଓ ଏମିତିକି ଗାଁ ଗାଁରେ ପହଞ୍ଚାଇବାକୁ ଚାହୁଁଥିବା କହିଛନ୍ତି ।*

*ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ‌ସ୍ତରରେ ମଜବୁତ୍‌ ମଧ୍ୟ କରିପାରିବେ ଯାହାକୁ ସଠିକ ‌ପ୍ରମାଣିତ କରାଇପାରିଛନ୍ତି ବେଲପାହାଡର ସଂନ୍ଧ୍ୟା । ଯାହା ଅନ୍ୟ ଇଚ୍ଛୁକ ମହିଳା ମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ ନିହାତୀ ।*


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ