-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
21-Aug-2023
ବଲାଙ୍ଗୀର: ବଲାଙ୍ଗୀର ସହରରେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ମାନଙ୍କ ମଧ୍ୟରେ ମାଁ ଦୁର୍ଗାପୂଜା ବିଭିନ୍ନ ମଣ୍ଡଳୀରେ ପବିତ୍ର ଦଶହରା ପର୍ବ ସମୟରେ ଅନୁଷ୍ଠିତ ହୁଏ। ସେଥିମଧ୍ୟରୁ ସାଗରପଡା ଦୁର୍ଗାପୂଜା ଏକ ପୁରାତନ ଦୁର୍ଗା ମେଢ।ଆଜି ସଂଧ୍ୟା ସମୟରେ ପୂଜା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ସଭାପତି ଭାବରେ ଗୋପାଳଜୀ ପାଣିଗ୍ରାହୀ, ସଂପାଦକ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଅକ୍ଷୟ ତ୍ରିପାଠୀ, କୋଷାଧ୍ୟକ୍ଷ ରାଜିବ ପଣ୍ଡା, ସହସଂପାଦକ ସୁମିତ୍ ଚନ୍ଦନ, ଉପଦେଷ୍ଟା ଭାବରେ ସୁବାସ ପଣ୍ଡା, ରଂଜନ କୁମାର ପାଣିଗ୍ରାହୀ, ଗୌରାଙ୍ଗ ବଗର୍ତ୍ତୀ, ରାମ ଚନ୍ଦ୍ର ଦାସ,କୌଳାସ ବିସି, ସଂଜୟ ଚନ୍ଦନ, ମହେଶ୍ୱର କଏଲତା, ଉଦ୍ୟେତ ଖୁଆସ ପ୍ରମୁଖ ରହିଥିବା ବେଲେ ସାଗରପଡା ଦୁର୍ଗାପୂଜା କମିଟିର ସମସ୍ତ ସଭ୍ୟ ରଜୁ ମହାପାତ୍ର, ବାବୁ ପୂଜାରୀ,ପ୍ରଶାନ୍ତ ପୋଢ,ଲକ୍ଷ୍ମଣ ଠାକୁର, ଅଜିତ ତ୍ରିପାଠୀ, ସୁମିତ୍ କୁମାର ଖୁଆସ୍, ତ୍ରିନାଥ ଚନ୍ଦନ, ସୁମିତ୍ ପୁରୋହିତ, ଶେଷଦେବ ଆଚାର୍ଯ୍ୟ, ରାଜ କୁମାର ବାଗ,ସୁଶାନ୍ତ କୁମାର ମଲ୍ଲିକ।ସେଷରେ ଡାକ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। କ