-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
20-Aug-2023
ବଲାଙ୍ଗିର (ଦେବାଶିଷ ବହିଦାର ): ଆଜି ଅପରାହ୍ନରେ ବଲାଙ୍ଗିର ରୁ ଭବାନୀ ପାଟନା ଯାଉଥିବା ଏକ କାର୍ ଦେଓଗାଁ ବହଲି ଚ୍ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି l ଗାଡି ଟି ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ବାମ ପାର୍ଶ୍ଵ କୁ ଖାସି ପଡିଛି l ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି l କାର୍ ର ଡ୍ରାଇଭର୍ ସାମାନ୍ୟ ଆହାତ ହୋଇଥିବା ଜଣା ପଡିଛି l ଘଟଣାସ୍ଥଳ ରେ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିକୁ ଉଦ୍ଧାର କରିବାର ବ୍ୟବସ୍ଥା କରୁଛି