-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
20-Aug-2023
ଦେଓଗାଁ (ପ୍ରେରଣା ଖବର ).ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ସଇଁତଳା -ଦେଓଗାଁ ରେଳଲାଇନ୍ ର ଦେଓଗାଁ ନିକଟରେ ଡାଉନ୍ ଲାଇନ୍ ରେ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହକୁ ଚିହ୍ନଟ କରିଛି ଜି ଆର୍ ପି ପୋଲିସ l ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନଥିବା ବେଳେ ମୃତକ ଙ୍କ ବୟସ ପାଖାପାଖି ୩୦ ରୁ ୩୫ ବର୍ଷ ହେବ
ବୋଲି ଜଣାପଡିଛି l ଯୁବକ ଜଣକ ରେଳଲାଇନ୍ଗ ରେ କଟି ଆତ୍ମହତ୍ୟା କରିଥିବା ଅନୁମlନ କରାଯାଉଛି lତକାଲି ରାତି ପ୍ରାୟ ୧୨ ଟା ପାଖାପାଖି କୌଣସି ଏକ ମାଲ୍ ଗାଡି ଧକ୍କାରେ ଏହି ବ୍ଯକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣାସ୍ଥଳ ରେ ରେଲୱେ ପୋଲିସ ପହଂଚି ଘଟଣାର ଛାନଭିନ କରୁଛି l