-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
20-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ଆଜି ବଲାଙ୍ଗିର ଶାନ୍ତି ପଡା ଠାରେ ଥିବା ମହାରାଷ୍ଟ୍ର ଏ ଟି ଏମ୍ ଙ୍କ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ବଲାଙ୍ଗିର ପୋଲିସ ହତାର ଧରା ପଡିଛି ଏ ଟି ଏମ୍ ଲୁଟେରା l ବଲାଙ୍ଗିର ପୋଲିସ ପେଟ୍ରୋଲିଂ ଟିମ୍ ଗତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଶାନ୍ତି ପଡା ର ମହାରାଷ୍ଟ୍ର ଏ ଟି ଏମ୍ ଙ୍କୁ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ କରୁଥିବା ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଏହି ଯୁବକକୁ କାବୁ କରିଥିଲା ପୋଲିସ l ଏହି ଲୁଟେରା ଙ୍କ ନାମ ଏମ୍ ଡି ଇରଫାନ୍ ବୋଲି ଜଣାପଡିଛି l ଇରଫାନ୍ କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି l